Satya Prakash
କବିତା

ସହଜ ନିୟମ easy principles of life

ବିବେକ କହନ୍ତି ସବୁ ଯେ ସହଜ

ଯେତେବେଳେ କାର୍ଯ୍ୟେ ବ୍ୟସ୍ତ

ଆଳସ୍ୟେ କିନ୍ତୁ ସେ ସବୁ ଅସମ୍ଭବ

ଜୀବନ ହୁଏ ଅସ୍ତ ବ୍ୟସ୍ତ।।1

ଜୀବନର ଦୁଇ ସହଜ ନିୟମ

ରଖିଥିବା ସଦା ହେଜେ

ଭୂଲିବାନି କେବେ ଯେତେ ଝଡ଼ଝଞ୍ଜା

ଆସୁ ଜୀବନରେ ପଛେ।। 2

ନଜାଣି ଉତ୍ତମେ କର ନାହିଁ କାହେ

ନୈକଟ୍ଯ ସମ୍ପର୍କ ବୃଦ୍ଧି

ଛୋଟ ଛୋଟ ଭୂଲ୍ ବୁଝାବଣା ପାଇଁ

ସମ୍ପର୍କ ସେ ଭାଙ୍ଗ ନାହିଁ ।।3

Written by

Satya Prakash Sethy

 

Related posts

ନିସ୍ତାର କାହିଁ

satya

ଏକ ଅନୁଚିନ୍ତା health is wealth

satya

ପ୍ରତ୍ଯୁଦ୍ଗମନ kabita pratyudgaman

satya

Leave a Comment

Login

X

Register