କବିତାକମ୍ ତି by satya prakash sethysatya4th August 201810th August 2018 by satya4th August 201810th August 20180800 ତେବେ କେହି କ’ଣ ବୁଝେ ଆଜି କିଛି ନୀତି ହେତୁ ଉପଦେଶ କହିଲେ କହିବେ କୁହାଳିଆ ଭାରି ରକମ ହେଉଛି ଶଶ ।।1 ତଥାପି ଦିନରେ ଥରୁଟେ କମ୍ ତି ଆତ୍ମ ସମୀକ୍ଷା କରିବା
କବିତାଗୁପ୍ତ ଗାଥା by satya prakashsatya4th August 20187th August 2018 by satya4th August 20187th August 201801079 ଶୁଣ ସୁଧୀଜନେ ନରମେ କହୁଛି ମରମର ପରା କଥା ଏକଥା ହେଜିଲେ ନିଶ୍ଚେ ହେଜିବଟି ଜୀବନର ଗୁପ୍ତ ଗାଥା।।1 ଉଚିତ ହେବଟି ଶିକ୍ଷାର ପୁର୍ବରୁ ଶିଖିବା ତହୁଁ ସଂସ୍କାର ପୁଣି ଯେ ବେପାର କରିବା
କବିତାହୃଦୟ Heart by satya prakashsatya4th August 2018 by satya4th August 201801000 ହୃଦୟ ଥଳିରେ ନାହିଁ ରଖିବାକୁ ଦୁଃଖ ଅବସାଦ ଏତେ ହୃଦୟଟି ଅଟେ ସୁନ୍ଦର ଫରୁଆ ଗୋଲାପ ସ୍ନିଗ୍ଧତା ଯେତେ।। 1 ହୃଦୟବାନର ହୃଦୟରେ ପରା ମାନବତା ଭରପୂର ହଳାହଳ ବିଷ ନାହିଁ ତା’ର ପାଶେ
Uncategorised କବିତାଦେନ୍ଯsatya4th August 2018 by satya4th August 20180753 ହୋଇଥିଲେ ହନୁମାନ ମୁହିଁ ବୁକୁ ଚିରି ଦିଅନ୍ତି ଦେଖାଇ କି କହି ଦେବି ବିଶ୍ବାସ ପୁଣି ମୋଟରୁ ପାରୁନି ସେ ତ ଜାଣି ।। କେମିତି ବା ହୃଦୟ ଜିତିବି ମୁଁ ଯେ ତୁମ
କବିତାମାତ ହିଙ୍ଗୁଳାଈsatya4th August 20184th August 2018 by satya4th August 20184th August 201801164 ମାତ ହିଙ୍ଗୁଳାଈ ନମଇ ଚରଣେ ଦେଇ ଭକତି ସୁମନ ଅଜ୍ଞାନ ପରାଏ ଜାଣେ ନାହିଁ କିଛି ଧ୍ୟାତ ଧ୍ୟାନୀ ଧ୍ଯେୟେ ଧ୍ଯାନ ।।1 ନୀତି ନିୟମର
କବିତାଦଇନୀsatya4th August 20184th August 2018 by satya4th August 20184th August 20184 1370 ଜୀବନର ଯେତେ ଚିରନ୍ତନ ସତ୍ୟ ସବୁ ସେ ମର୍ମେ ଭେଦିଛି ହେଲେ ଗୋଟେ ସତ୍ୟ ହେଲାନି ବୋଲି ତ ଅସତ୍ୟ ମୁଁ ପାଲଟିଛି।। କାହିଁକି ଜୀବନେ ମୋର ଯେ ଭରିଲ ହତାଶେ ଚନ୍ଦ୍ର କାଳିମା
କବିତାଦୁଷ୍କରsatya3rd August 2018 by satya3rd August 20180724 ସମ୍ପର୍କର ସ୍ଵରୂପ ଯେ ବର୍ଣ୍ଣିବାକୁ ହେଲେ ହେଁ ଆମେ ଅକ୍ଷମ ଉତ୍ତରର ତାଡ଼ନାରେ ମୁଁ କିନ୍ତୁ ତ ଖୁବ୍ ବେଶି ଅନର୍ଗଳ। 1। ଠିକ୍ କେଉଁଦିନ ଗଢ଼ା ହେଲା ନିଅଁ ତୁମ – ଆମ
କବିତାକବିତା ଦଅଣାsatya3rd August 2018 by satya3rd August 20180809 ଦିବାକରର ଅତି ପ୍ରଚଣ୍ଡ ଔଜ୍ଜଲ୍ୟରେ ଲଣ୍ଠନର ମିଞି ମିଞ ଆଲୁଅ ଯେସନେ କ୍ଷୀଣ ନିଷ୍ପ୍ରଭ ଭାତି ପ୍ରତୀତ ହୁଏ ପ୍ରାୟେ ଅତୁଳ କବିତା ମୋର ଅପାଂକ୍ତେୟ ବୋଧେ।। ମିଟି ମିଟି କ୍ଷୁଦ୍ର ଜୁଳଜୁଳିଆ ପୋକର
କବିତାବିଦାୟ ବେଳାରେ ମାଗୁଛି ମେଲାଣିsatya3rd August 2018 by satya3rd August 201801435 ସଭିଏଁ ଯାଆନ୍ତି ଏଠି ଏକାପରି ନୟନରୁ ଅଶ୍ରୁ ଢାଳି ପାରିବେନି ଯେଣୁ ରହି କେହି ପୁଣି ସବୁକାଳ ସାଥୀ ହୋଇ। । ତଥାପି ପାଲଟେ ନୟନାଶ୍ରୁ ତବ ଶତ ବୃଶ୍ଚିକ ଯନ୍ତ୍ରଣା କେମନ୍ତ ସହିବି
ଭିଡ଼ିଓଓଡ଼ିଆ କବିତା – ପ୍ରୟାସ-କବି ସତ୍ୟ ପ୍ରକାଶ ସେଠୀsatya3rd August 20183rd August 2018 by satya3rd August 20183rd August 201801247 ଆସ ଆମେ ଗୋଟେ ନୂଆ ପୃଥ୍ୱୀର ପରିକଳ୍ପନା କରିବା ମିଶି, ଯେଉଁଠି ଉଇଁ ଆସୁଥିବ ସୂର୍ଯ୍ୟଟିଏ ଅନେକ ସମ୍ଭାବନାଏ ନେଇ, ପାରଷ୍ପରିକ ବାତାବରଣଟି ବି ଥିବ ସୌହାର୍ଦ୍ଦ୍ୟପୂର୍ଣ ହୋଇ..