କବିତାଆୟୁଷ୍ମାନ ଭାରତ ଦିବସsatya24th April 2019 by satya24th April 20190573 ଆଜି ପରା ଦିନେ ଆସ ଆମେ ନେବା ଜନ ହିତ କାର୍ଯ୍ୟକ୍ରମ ସରକାରୀ ଅବା ଘରୋଇ ଚିକିତ୍ସା ଯୋଗାଇ ଦେବାର କାମ।। 1 ଆର୍ଥିକ କ୍ଷେତ୍ରରେ ଅନଗ୍ରସରଙ୍କୁ ଚିକିତ୍ସାର ସେବା ଦେବା ରୋଗ କୂପେ
କବିତାପୃଥିବୀ ପଶୁ ଦିବସsatya24th April 201927th April 2019 by satya24th April 201927th April 20190622 ପଶୁ ଧନ ଆମ ଜାତୀୟ ସମ୍ପଦ ପଶୁ ଚିନ୍ତା ତେଣୁ ଘାରେ ପଶୁ ବିନା ହେବ ଜାତୀୟ ସମ୍ପଦ ବିନଷ୍ଟ ଅକାରଣରେ।। 1 ପଶୁ ଡାକ୍ତରଖାନା ତହୁଁ ଶ୍ରେୟସ୍କର ଚିକିତ୍ସା ଯୋଗାଇ ଦେବା ପରିବେଶ
କବିତାପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସsatya24th April 2019 by satya24th April 20190651 କର୍ମଜୀବୀମାନେ କର୍ମ କ୍ଷେତ୍ରେ ପରା ଭୋଗନ୍ତି ଦୁର୍ଦଶା କେତେ କିଏ ବା ବୁଝେ ସେ ଦୁଃଖୀ ଜନଙ୍କର ଦୁଃଖ ପରିମାଣ ଏତେ।।1 କର୍ମ ଅଧିପତି କର୍ମ ଦେଲେ ଖାଲି ଚଳିବନି ବାବୁ ଏଠି ଧନ
କବିତାଆନ୍ତର୍ଜାତୀୟ ବୌଦ୍ଧିକ ସମ୍ପଦ ଦିବସsatya24th April 201924th April 2019 by satya24th April 201924th April 20190625 ବୌଦ୍ଧିକ ସମ୍ପଦ ସୁରକ୍ଷା କାରଣ ଭାଳେଣି ପଡ଼ିଛି ଆଜି ଚୋରେଇ ନେଉଛି କିଏ କା ସମ୍ପତି ହିସାବ ଦେଉନି ପାଜି।। 1 ଏ ସବୁ କ୍ଷେତ୍ରରେ ଫେସ୍ ବୁକ୍ ପାଲା କରୁଛି ଜଘନ୍ଯ କାଣ୍ଡ
କବିତାଜାତୀୟ ପଞ୍ଚାୟତିରାଜ ଦିବସsatya24th April 2019 by satya24th April 20190751 ପଞ୍ଚାୟତ ରାଜ ଜାତୀୟ ଦିବସ ଗଣତନ୍ତ୍ର ବଞ୍ଚି ରହୁ ଜନତାକୁ ମିଳୁ କ୍ଷମତାର ଡୋର ଅସଲରେ ଆମେ କହୁ।। 1 ବାସ୍ତବ କ୍ଷେତ୍ରରେ ଓଲାଟା ହେଲାଣି ମନେ ଉପୁଜାଇ ବାଧା ଜନତାଙ୍କୁ କିଆଁ ମିଳୁନି
କବିତାବିଶ୍ଵ ଧରିତ୍ରୀ ଦିବସsatya22nd April 201922nd April 2019 by satya22nd April 201922nd April 20190764 ଧରିତ୍ରୀ ପୂରଣ କରେ ମାନବର ସର୍ବନିମ୍ନ ଆବଶ୍ୟକତା ପାରିବନି କିନ୍ତୁ ପୂରଣ କରିଣ ତା’ର ଲୋଭ ଲୋଲୁପତା।।1 ପୃଥିବୀ ସାରା ଯେ ପାଳିତ ହେଉଛି ବିଶ୍ଵ ଧରିତ୍ରୀ ଦିବସ ସକଳ ପ୍ରାଣୀଙ୍କ ସୁରକ୍ଷା ଚିନ୍ତାଟି
କବିତାପ୍ରତିଶ୍ରୁତି ପଡ଼େ ବନ୍ଧାsatya22nd April 2019 by satya22nd April 20190580 ଶୁଣି ଥିଲି ଦିନେ ଅଙ୍ଗୁରର ରସ ଲାଗେ ପରା ଭାରି ମିଠା କିନ୍ତୁ ଏ କି ହେଲା ବିଚିତ୍ର ହୋଇଲା ମୋ ବାଡ଼ି ଅଙ୍ଗୁର ଖଟା।। ଖଟା ଖଟା ବୋଲି ପାଟିରେ ଦେଉନି ଅତିଥି
କବିତାପୁସ୍ତକ ଓ କପି ରାଇଟସ୍ ଦିବସsatya22nd April 2019 by satya22nd April 20190596 ଆଜିର ଆନ୍ତର୍ଜାତୀୟ ପୁସ୍ତକ ଓ କପି ରାଇଟସ୍ ଦିବସରେ ମୋ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭ କାମନା ଓ ଢେର ସାରି ଶୁଭେଛା ।ବନ୍ଧୁଗଣ! ଆପଣମାନେ ନିଶ୍ଚୟ ଜାଣିଥିବେ ଆଜିକା ଦିବସର ଉଦ୍ଦେଶ୍ୟ
କବିତାତୁମ ବିନାsatya19th April 2019 by satya19th April 20190588 ତୁମ ବିନା _____ସତ୍ୟ ପ୍ରକାଶ ସେଠୀ ଜୀବନର ଅର୍ଥ ସତେ କଣ କେହି କେବେ କିଛି ବୁଝି ନାହିଁ ନା ବୁଝିଛି ବୋଲି ସେ ନିଶ୍ଚୁପ ରହିଛି ପଚାରିଲେ ଉତ୍ତର ନାହିଁ।। 1 କାହାକୁ
କବିତାହେ!satya19th April 2019 by satya19th April 20190655 ହେ! —-by ସତ୍ୟ ପ୍ରକାଶ ସେଠୀ ଦେଖିଛି ମଣିଷ ଦେଖିଛି ଦୁନିଆ ହେଲେ ଦେଖି ନାହିଁ ଏତେ ତୁମ ପରି ଗୋଟେ ନିଆରା ମଣିଷ କେମିତି ମିଳିବ ମୋତେ।। 1 ତୁମକୁ ପାଇ ମୁଁ