କବିତାNational technology daysatya9th May 20199th May 2019 by satya9th May 20199th May 20190588 ଶକ୍ତି —-by ସତ୍ୟ ପ୍ରକାଶ ସେଠୀ ଜ୍ଞାନ କୌଶଳରେ ଦେଶରେ ଆସିଛି ବ୍ୟାପକ ପରିବର୍ତ୍ତନ ବିଜ୍ଞାନର ଆଜି ଭୂୟସୀ ପ୍ରଶଂସା କେତେ ନୂଆ ଉଦ୍ଭାବନ।। 1 ତଥାପି ଆହୁରି ଅନେକ ବାଟ ଯେ ଚାଲିବାକୁ
କବିତାରଣ ଭୂଇଁsatya9th May 2019 by satya9th May 20190664 ରଣଭୂଇଁ —-by ସତ୍ୟ ପ୍ରକାଶ ସେଠୀ ଏମିତି ଜନମ କାହିଁକି ଦେଲୁ ଲୋ ଜନ୍ମରୁ କଷଣ ସହେ ତ୍ରାହି ତ୍ରାହି ଡାକେ ମୁକ୍ତି କାହିଁ ମିଳେ ଉପାୟ କି କେହି କହେ।। 1 ଦୁଃଖ
କବିତାନିଃସର୍ତ୍ତ ବନ୍ଧୁତାsatya8th May 2019 by satya8th May 201901020 ନିଃସର୍ତ୍ତ ବନ୍ଧୁତା —–by ସତ୍ୟ ପ୍ରକାଶ ସେଠୀ ମାଆ ମାଆ ବୋଲି ଡାକୁଛି ଶତତଃ ମାଆକୁ ପାଇଲି ନାହିଁ କେମିତି ବାହିବି ଜୀବନ ତରୀ ମୁଁ ଜାଣି ତ ସେ ପାରୁ ନାହିଁ।। 1
କବିତାଗୀତ ଗୋବିନ୍ଦ ଓ କବି ଜୟଦେବsatya6th May 2019 by satya6th May 201901203 ଗୀତ ଗୋବିନ୍ଦର ରଚୟିତା ପରା ଓଡ଼ିଶାର ଜୟଦେବ ଯାହାଙ୍କର ଲାଗି ପାଳିତ ହେଉଛି ଆଜିର ଜନ୍ମ୍ ଉତ୍ସବ।। 1 ବାସ୍ତରୀଟି ଶ୍ଲୋକେ ବାରଟି ଆଧାୟେ ମହା କାବ୍ୟଟିଯେ ଲେଖା ଯହିଁ ରହିଅଛି ଚବିଶଟି ଗୀତ
କବିତାଅକ୍ଷୟ ତୃତୀୟା akshaya trutiyasatya6th May 20196th May 2019 by satya6th May 20196th May 20190765 ଅକ୍ଷୟ ତୃତୀୟା ପାଇଁ ପ୍ରତୀକ୍ଷିତ ହୋଇ ଚଷା ପୁଅ ବସେ ଶରଧାରେ ମୁଠେ ହାତରେ ବିହନ କ୍ଷେତରେ ବୁଣି କି ଆସେ। ।1 ଅକ୍ଷି ମୁଠି ଧରି ଚଷା ଭାଇ ଯେବେ ବୁଣେ କ୍ଷେତେ
କବିତାରେଡ୍ କ୍ରସ ଦିବସsatya6th May 2019 by satya6th May 20190837 ରେଡ୍ କ୍ରସ + —-by ସତ୍ୟ ପ୍ରକାଶ ହେନେରୀ ଡୁନାଣ୍ଟ ପ୍ରଥମ ନୋବେଲ୍ ଶାନ୍ତି ପୁରସ୍କାରପ୍ରାପ୍ତ ଯାହା ଜନ୍ମ ଦିନ ରେଡ୍ କ୍ରସ ରୂପେ ସଚରାଚର ପ୍ରକ୍ଷିପ୍ତ।। 1 ବାତ୍ୟା ବନ୍ୟା ଅବା ଭୂମିକମ୍ପ
କବିତାଦମାsatya6th May 20196th May 2019 by satya6th May 20196th May 20190811 ଦମା —-by ସତ୍ୟ ପ୍ରକାଶ ସଭିଏଁ ବିଦିତ ଆଜି ଯେ ପାଳିତ ବିଶ୍ଵେ ଆଜମା ଦିବସ ବାୟୁ ପ୍ରଦୂଷଣ ଯହୁଁ କାରଣଟି କ୍ଷତିଗ୍ରସ୍ଥ ଫୁସଫୁସ।। 1 ଶ୍ଵାସ ପ୍ରଶ୍ୱାସର କ୍ରିୟାଟି ସରଳ ବ୍ୟତିକ୍ରମେ ସବୁ
କବିତାବାତ୍ୟା ତାଣ୍ଡବsatya5th May 2019 by satya5th May 20190681 ବାତ୍ୟାରେ ବିଧ୍ଵସ୍ତ ରାଜଧାନୀ ଆଜି ସଳଖି ପାରୁନି ଅଣ୍ଟା ପୁରୀର ଅବସ୍ଥା ଆହୁରି ଖରାପ. ସବୁ ଶୂନ୍ୟ ଖାଲି କଣ୍ଟା।। ବୃହତ ନଗରୀ ଧବଳ କଟକ ଶୂନ୍ୟ ଗର୍ଭ ମୟ ଆଜି ବୃକ୍ଷ ଲତା
କବିତାଫନିsatya5th May 2019 by satya5th May 20190821 ବାତ୍ୟାର ପ୍ରକୋପ ଏଯାଏଁ ଥମୁନି ମନେ ଉପୁଜଇ ଶଙ୍କା କେମିତି କରିବା ଫନି ମୁକାବିଲା ମନ ହୁଏ ଅଙ୍କା ବଙ୍କା।। 1 କରେଣ୍ଟ ନାହିଁ କି ପାଣି ବି ତ ନାହିଁ ଫୋନ୍ ଟିକେ
କବିତାଭଗ୍ନାଂଶsatya3rd May 2019 by satya3rd May 20190739 ମିଲୁନି ଭଗ୍ନାଂଶେ ଭାଗଫଳ କେତେ ଛିଡୁନି ଯେ ଭାଗଶେଷ କେମିତି ବାହିବି ଜୀବନ ତରୀ ମୁଁ ଜୀବନ ହୁଏ ନିଶେଷ।। 1 ମିଶାଣ ଗୁଣନ ହରଣ ଫେଡାଣ ସବୁ ସେ ହେଉଛି ଭୁଲ ଯେଉଁଠି