Satya Prakash
କବିତା

ବୃକକ୍ kidney treatment

ବର୍ଷ ପରେ ବର୍ଷ ବିତି ଯାଏ କେତେ
ବୃକକ୍ କିନ୍ତୁ ସେ ପରା
ସଫା କରିଚାଲେ ରକ୍ତରୁ ଲବଣ
ପୁଣି ଦୁଷ୍ଟ ବ୍ୟାକ୍ଟେରିଆ।। 1
ସମୟାନୁକ୍ରମେ ବୃକକ୍ ରେ ପୁଣ
ଗଚ୍ଛିତ ସେହୁ ଲବଣ
ତା’କୁ କରିବାକୁ ଶରୀରରୁ ଦୂର
ଶୁଶ୍ରୁଶା ଯେ ଆବଶ୍ୟକ।। 2
ଏଥୁଁ ନେବା କିଛି ଧନିଆର ପତ୍ର
ଧୋଇ ପରିଷ୍କାର ଜଳେ
ଫୁଟାଇବା ଆମେ ଗରମ ପାଣିରେ
ଛାଣି ରଖିବା ଯେ ବୋତଲେ।। 3
ଫ୍ରିଜରେ ରଖିଣ ସେବନ କରିବା
ପ୍ରାତଃ କାଳେ ସେଥୁଁ ଗ୍ଲାସେ
ବୃକକ୍ ତ ଆଉ ନୋହିବ କେବେ ସେ
ରୋଗଗ୍ରସ୍ତ ପରୀକ୍ଷିତ।। 4

Related posts

ତାର ଓ ଲୌହ ଦଣ୍ଡ

satya

ମୁଁ – କିଏ ଏକ ପ୍ରଶ୍ନବାଚୀ ?

satya

ଭୋଟ ନିଶ୍ଚେ ଦେବା

satya

Leave a Comment

Login

X

Register