Satya Prakash
କବିତା

ବିଶ୍ଵ ଧରିତ୍ରୀ ଦିବସ

ଧରିତ୍ରୀ ପୂରଣ କରେ ମାନବର
ସର୍ବନିମ୍ନ  ଆବଶ୍ୟକତା
ପାରିବନି କିନ୍ତୁ ପୂରଣ କରିଣ
ତା’ର ଲୋଭ ଲୋଲୁପତା।।1
ପୃଥିବୀ ସାରା ଯେ ପାଳିତ ହେଉଛି
ବିଶ୍ଵ ଧରିତ୍ରୀ ଦିବସ
ସକଳ ପ୍ରାଣୀଙ୍କ ସୁରକ୍ଷା ଚିନ୍ତାଟି
ଘାରିଛି ଜନ ମାନସ।। 2
ଆସ ବିଶ୍ଵବାସୀ ମିଳିମିଶି ଆଜି
ସଜାଡ଼ିବା ପରିବେଶ
ଯହିଁ ରହିଥାଉ ଜୀବ ଜଗତଟି
ଶାନ୍ତିରେ ବିଶ୍ଵାସୀ ନିଶ୍ଵାସ।। 0
Happy world earth day
-by ସତ୍ୟ ପ୍ରକାଶ ସେଠୀ –

Related posts

Cigarette

satya

ବିଶ୍ବାସଘାତକ ଦଳ

satya

ବନ୍ଧୁ

satya

Leave a Comment

Login

X

Register