Satya Prakash
କବିତା

National technology day

ଶକ୍ତି
—-by ସତ୍ୟ ପ୍ରକାଶ ସେଠୀ
ଜ୍ଞାନ କୌଶଳରେ ଦେଶରେ ଆସିଛି
ବ୍ୟାପକ ପରିବର୍ତ୍ତନ
ବିଜ୍ଞାନର ଆଜି ଭୂୟସୀ ପ୍ରଶଂସା
କେତେ ନୂଆ ଉଦ୍ଭାବନ।। 1
ତଥାପି ଆହୁରି ଅନେକ ବାଟ ଯେ
ଚାଲିବାକୁ ପରା ଅଛି
ଏତିକିରେ ବାବୁ ଥକି ପଡିଲେ କି
ଚଳିବ କି ସବୁ କିଛି।। 2
ଚାଲ ଆମେ ସବୁ ଜ୍ଞାନ ବିଜ୍ଞାନର
କରିବା ଯେ ଜୟଗାନ
ବୈଜ୍ଞାନିକ ଆମ ଦେଶ ଭବିଷ୍ୟତ
ପ୍ରସଂଶାର ସେହୁ ଜନ।। 3

ଧନ୍ୟ ବୈଜ୍ଞାନିକ ଭାରତକୁ କଲ

ପରମାଣୁ ଶକ୍ତି ସମ୍ପନ୍ନ
ପୋଖରାନେ କରି ଗୁପ୍ତେ ପରୀକ୍ଷଣ
ଗୁପ୍ତ ନାମ ସ୍ମାଇଲ ବୁଦ୍ଧ।। 4
ଭାରତର ଆଜି ସମ୍ମାନ ବଢଇ
ସାରା ବିଶ୍ୱ ଦରବାରେ
ଲୁଚିବାନି ଆଉ କାହା ଓଳି ତଳେ
ମୁହଁ ଛୁପାଇ କା ଡରେ।।5
ଆମର ବି ଅଛି ପ୍ରାଦ୍ୟୋଗିକ ବିଦ୍ୟା
ବୌଦ୍ଧିକ ସ୍ତର ଯେ ଉଚ୍ଚା
ସ୍ୱଦେଶୀ ଯାନ୍ତ୍ରିକ ସ୍ଵଦେଶୀ ଯନ୍ତ୍ରରେ

ହେବାକୁୁ ଦେବାନି ନୀଚ୍ଚା।।0
National technology is observed in India to memorize Pokhran test with code word Smile Buddha.

Related posts

ଶ୍ରଦ୍ଧା ସୁମନର ପାତ୍ର

satya

ବିଶ୍ଵ ଧରିତ୍ରୀ ଦିବସ

satya

ହଳଦୀ ବସନ୍ତ

satya

Leave a Comment

Login

X

Register