Satya Prakash
କବିତା

ବିଦେଶଗତାଙ୍କୁ କହିବା କି ପଦେ


ବିଦେଶ ମାଟିରେ ରହିଲେ କି ହେବ
ଓଡ଼ିଆଙ୍କ ରୀତି ନୀତି
ପାଳୁଥିବା ସଦା ମନରେ ରଖିଣ
ଓଡ଼ିଆଣୀ ଘର ପ୍ରୀତି।।0
ଭୁଲିଗଲେ ବନ୍ଧୁ ଚଳିବନି ଜମା
ରଖିବା ନିଜ ସଂସ୍କୃତି
ଏକଥାଟି ସଦା ହେଜି ଥିବ ଯେବେ
ରହିଥିବ ଭାଷା ଜାତି।।1
ବିଦେଶଗତାଙ୍କୁ କହିବାକୁ ମନ
ଶୁଣିଲେଟି ସିନା ହେବ
ପରମ୍ପରା ଆମ ସୁଉଚ୍ଚ ଅଟଇ
ଟେକ ତୁମେ ରଖିଥିବ।।2
By ସତ୍ୟ ପ୍ରକାଶ ସେଠୀ

Related posts

ରଣ ଭୂଇଁ

satya

କଥା Talk

satya

କଲମ ବଲମ

satya

Leave a Comment

Login

X

Register