Satya Prakash
Uncategorised

ଫଟୋଗ୍ରାଫି ଦିବସ

ଫଟୋଗ୍ରାଫି ଦିବସ
By ସତ୍ୟ ପ୍ରକାଶ ସେଠୀ
ଆଜି ଫଟୋଗ୍ରାଫି ଦିବସ ପାଳିତ
ସାରା ବିଶ୍ୱ ଦରବାରେ
ଫଟୋଗ୍ରାଫରଙ୍କ ସମ୍ମାନ ସକାଶେ
ଉତ୍ସାହ ପ୍ରଦାନ କରେ।।
ଫଟୋ ଉଠାଇବା ନୁହଁଇ କ୍ଷୁଦ୍ରଟି
ବିରାଟ କଳା ଯେ ସିଏ
ସୁନ୍ଦର ନିଖୁଣ ଫଟୋଟିଏ ପରା
କେତେ ଖୁସି ଭରି ଦିଏ।।
ଗୋଟିଏ ଚିତ୍ରରେ କୋଟିଏ କଥା ଯେ
ଲେଖେ ସିନା କଳାକାର
ଅଉ କିଏ ଅବା ତାପରି ହେବ ସେ
ସେଇ ଏକା ଚିତ୍ରକାର ।।
19 8.20

Related posts

Watch “Happy Diwali” on YouTube

satya

ରୋଜି ଡେ

satya

ନୀଲଠା ପ୍ରେମ

satya

Leave a Comment

Login

X

Register