Satya Prakash
Uncategorised

ୟାସ୍

ବିଶାରଦ ଅବା ମହା ପଣ୍ଡିତଙ୍କ
ଆକଳନ ଏ କି ଥିଲା
ଯାହା କହୁଥିଲେ ତାହା ହିଁ କି ଆଜି
ଦୃଶ୍ୟପଟ୍ଟେ ଦେଖାଗଲା।।
ମହାପ୍ରଳଙ୍କରୀ ବାତ୍ୟାର ପ୍ରକୋପ
ରୂପ ତା’ର ବିକଟାଳ
କେମିତି ଶୀଘ୍ରାତି ଶୀଘ୍ର ଯେ ଟଳିବ
ସ୍ଥିତି ପରା ଟଳମଳ।।
By ସତ୍ୟ ପ୍ରକାଶ ସେଠୀ

Related posts

ନଭଶ୍ଚୁମ୍ବୀ

satya

କ’ଣ ହେଲା କି ହୋ!

satya

ଆୟେନ୍ଦା

satya

Leave a Comment

Login

X

Register