Author : satya
ବାଡ଼ି ଅଙ୍ଗୁର ଯେ ମିଠା
ମିଠା ହେବ ବୋଲି ଜାଣି ନ ଥିଲି ଯେ ପକ୍ଵ ଫଳ ପରା ମିଠା କଞ୍ଚା ଫଳ ଖାଇ ଦୁର୍ନାମ ଗାଇଲେ ତେଣୁ ମନ ହେଲା ଖଟା।। 1 ସତ କଥା କିନ୍ତୁ କହିଲେ
ଉପଦ୍ରବୀ fani
ଆସୁଛିରେ ଭାଇ ଫନି ତ ଆସୁଛି ପ୍ରଳୟଙ୍କରୀ ତା ରୂପ ଶୁଣି ଶୁଣି ମନେ ଛନକା ପଶୁଛି ସତେ ଭୟଙ୍କରୀ ହେବ।। 1 କେମିତି ଲଢ଼ିବା ପ୍ରକୃତି ସାଙ୍ଗରେ ବୁଦ୍ଧି ବାଟ ଦିଶୁ ନାହିଁ
ମଧୁ ବାରିଷ୍ଟର
ଆଜିକାର ଏହି ଜନ୍ମ ବାର୍ଷିକୀରେ ଘେନ କୋଟି ପ୍ରଣିପାତ ଉତ୍କଳୀୟଙ୍କର ହୃଦେ ବସି ରହି ଦେଉଥାଅ ମତାମତ।। 1 ଗଢିଲ ଉତ୍କଳ ସମ୍ମିଳନୀ ପରା ମହାମନ୍ତ୍ର ଫୁଙ୍କି କାନେ ଗୁଞ୍ଜରିତ ହେଲା ଜାତି ଜାତୀୟତା
ଦୁର୍ବାର ଲାଳସା
ଦୁର୍ବାର ଲାଳସା ——–by କବି ସତ୍ୟ ପ୍ରକାଶ ଭଗବାନ ତୁ ମୋ ଦୁର୍ବାର ଲାଳସା କେଉଁଠି ପାଇବି ତୋତେ ସେଦିନ ଖୋଜିଛି ଆଜି ବି ଖୋଜୁଛି କାହିଁକି ମିଳୁନ ମୋତେ? 1 ଉପାୟ ଖୋଜୁଛି
ଆନ୍ତର୍ଜତୀୟ ଅଗ୍ନିଶମ ଦିବସ
ଆନ୍ତର୍ଜାତୀୟ ଅଗ୍ନି ନିର୍ବାପକ ଦିବସ By ସତ୍ୟ ପ୍ରକାଶ ଅଗ୍ନି ଦେବତାର କୋପ ଶକ୍ତି ଭାରି କ୍ରୋଧିତ ଯେବେ ସେ ହୁଏ ସବୁ ଭସ୍ମୀଭୂତ ପାଉଁଶ ଗଦାଏ ମୂକ ସାକ୍ଷୀ ରହିଯାଏ।। 1 ଅଗ୍ନି
ଶିଶୁ ଶ୍ରମିକ
Crying, Dying and Lying few lines for the child ଶିଶୁ ଶ୍ରମିକକୁ ଗୋତି ଖଟାଇଣ ଲାଭ ନେଉ ଅଛ କେତେ ସ୍ଵଳ୍ପ ପରିମାଣ ପାରିଶ୍ରମିକରେ ଜୀବନ ଲୁଟୁଛ ସତେ।। 1 ଶିଶୁ
ପ୍ରେସ ସ୍ଵାଧୀନତା ଦିବସ
ପ୍ରେସ ସ୍ଵାଧୀନତା ଦିବସରେ ଆମେ ଶ୍ରଦ୍ଧାଞ୍ଜଳି ତୁମେ ଢାଳେ ଯେଉଁ ସମ୍ବାଦିକ ଜୀବନ ଦେଇଛି ସତ୍ୟାନୁସନ୍ଧାନ ମୂଳେ।। 1 ତୁମର ବୀରତ୍ୱ ସାହାସିକ ପଣେ ଆମେ ପ୍ରଭାବିତ ହୁଏ ନ ଡରି ନ ଦବି

