ଗଳ୍ପମାଇକେଲ୍ ଜାକସନsatya10th December 2019 by satya10th December 201901121 କଣ ଅର୍ଥ ହିଁ ସର୍ବସ୍ୱ By ସତ୍ୟ ପ୍ରକାଶ ସେଠୀ ସେଦିନ ଗୌତ୍ତମ ବାବୁ କାହିଁକି କେଜାଣି ଭାରି ଗମ୍ଭିର ଜଣାପଡୁଥାନ୍ତି ।ଜଣାପଡୁଥାନ୍ତି ଯେମିତି ସେ କୌଣସି ମୂଲ୍ୟବାନ୍ ବସ୍ତୁର ହେତୁ ନିର୍ଦ୍ଧାରଣ କଲା
ଗଳ୍ପଆମ ଗାଁ କ୍ଲବ୍ ପିଲାsatya8th December 2019 by satya8th December 20190896 ସେଦିନ ଅନେକ ରାତି ଯାଏଁ ଆମେ ସମସ୍ତେ କ୍ଲବ୍ ପିଣ୍ଡାରେ ବସିଥିଲୁ। କାରଣ ଭିତରପଟେ ରୋଷେଇ ଚାଲିଥାଏ। ଗୋଟେ ଭୋଜି ଭାତର ଖୁବ୍ ୟୋଜନ ହୋଇଥାଏ। ଆମେ କେତକ ପିଣ୍ଡାରେ ବସି ଗୁଲିଖଟି
ଗଳ୍ପପାଠୁଆ ନନାsatya7th December 2019 by satya7th December 20190952 ପାଠୁଆ ନନା —————– ମୁଁ ଆଜ୍ଞା! ଜଣେ ଭୂତତାତ୍ତ୍ୱିକ। ସହଜରେ ତ ବ୍ରାହ୍ମଣ କୂଳରେ ଜନ୍ମ, ତେଣୁ ମୋର ଭାରି ନାଁ। ଦରିଦ୍ରତା ଯୋଗୁଁ ପାଠସାଠ ବେଶୀ କିଛି ପଢ଼ିପାରିଲି ନାହିଁ,ତଥାପି ଯାହା ଯେତିକି
ଗଳ୍ପଗୋଟେ ନିଛାଟିଆ ରାତିsatya5th December 2019 by satya5th December 20190941 ନିଛାଟିଆ ରାତି By ସତ୍ୟ ପ୍ରକାଶ ସେଠୀ ଆଜି ହେଉଛି ପବିତ୍ର ଦୀପାବଳୀ ଅମାବାସ୍ୟା। ଉକ୍ତ ଦିବସରେ ପ୍ରଭୂ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ଯାହଙ୍କ ଉଦ୍ଦେଶ୍ଯରେ ଅଯୋଧ୍ୟା
ଗଳ୍ପମୋ ମାମୁଁ ଘର ଗାଁ ମୋ ବାଲ୍ୟସଙ୍ଗିନୀsatya5th December 2019 by satya5th December 20190693 ମୋ ମାମୁଁ ଘର ମୋ ବାଲ୍ଯ ସଙ୍ଗିନୀ By ସତ୍ୟ ପ୍ରକାଶ ସେଠୀ ପାଠ ପଢି ସାରି ଚାକିରୀ ଖଣ୍ଡେ କରିବା ସ୍ଵପ୍ନ ପ୍ରାୟ ସମସ୍ତଙ୍କର ଥାଏ । ମୋର ବି ଏହି ନିଶାଟା
ଗଳ୍ପମୁଁ ବିଧବା କହୁଛିsatya2nd December 20197th December 2019 by satya2nd December 20197th December 20190615 ମୁଁ ଦୁଃଖ କହିବି କି ସୁଖ କହିବି ଜାଣେନା। ପୁଣି ଯାହା କହିବି ତାହା ଶୁଣିବା ପାଇଁ କାହା ପାଖରେ ଏତେଟା ଧୈର୍ଯ୍ୟ ଅଛି କି ନା ତାହା ବି ଜାଣେନା। ଆପଣମାନେ ଜାଣିଛନ୍ତି
ଗଳ୍ପଦିନନାଥ ବିଦ୍ୟାନିକେତନsatya30th November 20197th December 2019 by satya30th November 20197th December 20190562 ଦିନନାଥ ବିଦ୍ୟା ନିକେତନ… ପୀତବାସ ସେଦିନ ଗାଁକୁ ଆସିଥିଲେ। ଦୂର୍ଗା ପୂଜା ଛୁଟି ଘଡି, ତେଣୁ ଲମ୍ବା ଛୁଟି ହାତରେ। ପେଶାରେ ସେ ଜଣେ ଶିକ୍ଷକ। ପିଲାଟି ଦିନରୁ ଖୁବ୍ ଗରୀବ। ତେଣୁ ଅନେକ
ଗଳ୍ପଆକଟsatya30th November 2019 by satya30th November 20190562 ଆକଟ —-by ସତ୍ୟ ପ୍ରକାଶ ସେଠୀ -“ଟୁ ଟୁ ଯା ଫୋର, ଏଥର ଅଙ୍କ ଖାତା ରଖି ଦିଅ! ଆମେ ଇଂରାଜୀ ରାଇମସ୍ ଶିଖିବା” । -ନାଇଁ ମୋତେ ନିଦ। ମୁଁ ଖେଲିବି। କାର୍ଟୁନ୍
ଗଳ୍ପଆରମ୍ଭsatya30th November 2019 by satya30th November 20190618 ଆରମ୍ଭ —by ସତ୍ୟ ପ୍ରକାଶ ସେଠୀ ମୁଁ କଲେଜରେ ପଢୁଥାଏ। ଆଉ ସେଇ କଲେଜରେ ରମା ବି ପଢୁଥାଏ। ରମାଟା ଭାରି ସୁନ୍ଦରୀ। ତା ସୌନ୍ଦର୍ଯ୍ୟର ଆଉ କୌଣସି କାରଣ ଥାଉ କି ନଥାଉ
କବିତାତୁମରି ସାନ୍ନିଧ୍ୟ ବଡ଼satya27th November 2019 by satya27th November 20192 931 ତୁମରି ସାନ୍ନିଧ୍ୟ ବଡ଼ By ସତ୍ୟ ପ୍ରକାଶ ସେଠୀ ସାଇ ତୁମେ ସଦା ରହସ୍ୟ ଘେରରେ ଖୋଜିଲେ ମିଳନା କାହିଁ ଖୋଜିଛି ତୁମକୁ କେତେ ଆଡ଼େ ହୋଇ କେଉଁଠି ପାଇଲି ନାହିଁ।। ମାନବବାଦର ଜୟଗାନ