କବିତାକୁମ୍ଭୀର ଓ ମାଙ୍କଡ଼satya19th June 2019 by satya19th June 201901002 କୁମ୍ଭୀର ଓ ମାଙ୍କଡ଼ —by ସତ୍ୟ ପ୍ରକାଶ ସେଠୀ ମାଙ୍କଡ଼ କୁମ୍ଭୀର ବନ୍ଧୁତା ଅଡ଼ୁଆ କୁମ୍ଭୀରକୁ ଜାମୁ କୋଳି ମର୍କଟ ବନ୍ଧୁର ବନ୍ଧୁତା ରଖିଣ ନିତି ଦେଉଥାଏ ତୋଳି।। 0 ପାଖଣ୍ଡର କିନ୍ତୁ ଉଦ୍ଦେଶ୍ୟଟି
କବିତାକିଛି ଜାଣ ନାହିଁ ତାତsatya16th June 2019 by satya16th June 20190712 ବାପା ଦିନେ ପରା ପଚାନାଉ କରି ବୁଲାଉ ଥିଲା ଗାଁ ଦାଣ୍ଡ ହାତ ଧରି ପୁଣି ଚଲାଇ ଶିଖାଏ କହୁଥାଏ ଭେଦ ଦଣ୍ଡ।। 0 ଯେଉଁ ଦିନ ପୁଅ ସଳଖି ଚାଲିଲା ମୁଣ୍ଡକୁ ପାଇଲା
କବିତାଝିଣ୍ଟିକା ଓ ବଣିsatya16th June 2019 by satya16th June 201901474 ଝିଣ୍ଟିକା ଓ ବଣି —-by ସତ୍ୟ ପ୍ରକାଶ ସେଠୀ ଝିଣ୍ଟିକା ପରାଏ କ୍ଷୁଦ୍ର ଜୀବ ମାରି ବଣି ପୋଷିଲେ କି ହେବ ଗୋଟେ ପ୍ରାଣୀ ପାଇଁ କୋଟିଏ ମାରିଲେ ପାପ ଭାର କି କମିବ।।
କବିତାଶାଗ ଖିଆ ଓ ପେଜ ଖିଆsatya16th June 2019 by satya16th June 20190617 ଶାଗ ଖିଆ ଓ ପେଜ ଖିଆ –by ସତ୍ୟ ପ୍ରକାଶ ସେଠୀ ଶାଗ ଖିଆକୁ ତ ପେଜ ଖିଆ ପରା ପାରେନି ମୋଟରୁ ଦେଖି ଏଡ଼େ ଅସହିଷ୍ଣୁ ଯେଉଁଠି ସମାଜ ଚଳିବା କି ଜଗି
କବିତାକୁମ୍ଭୀର ଓ ଗଜsatya16th June 2019 by satya16th June 20190782 କୁମ୍ଭୀର ଓ ଗଜ —by ସତ୍ୟ ପ୍ରକାଶ ସେଠୀ ଗଜ ସିନା ସିଏ ବନସ୍ତର ରାଜା ଜଳ ମଧ୍ୟେ ଶକ୍ତିହୀନ କୁମ୍ଭୀରର ବଳ ହୋଇପାରେ ନ୍ୟୁନ ଜଳେ କିନ୍ତୁ ଶକ୍ତିମାନ।। ଖାଅ କି ନ
କବିତାପେଟ ଓ ଭୋକsatya16th June 2019 by satya16th June 20190781 ପେଟ ଓ ଭୋକ ——by ସତ୍ୟ ପ୍ରକାଶ ସେଠୀ ପେଟରେ ଭୋକ ତ ମୁହଁରେ ଲାଜ ଉଦର ଭରିବ କେମିତି ଭଜ।। ମନର ଭାବ ତ ମନରେ ମରେ କାହାକୁ ନକହି ଭିତରେ ଜଳେ।।
କବିତାକୂଅ ଓ ବେଙ୍ଗsatya13th June 2019 by satya13th June 20190714 କୂଅ ଓ ବେଙ୍ଗ —by ସତ୍ୟ ପ୍ରକାଶ ସେଠୀ କୂଅ ପରି ଗୋଟେ ନିବୁଜ କୋଠରୀ ବାହ୍ୟ ପ୍ରଭାବରୁ ମୁକ୍ତ ନିଜକୁ ମଣଇ ଜଗତ ଠାକୁର କୂଅ ଭିତରର ବେଙ୍ଗ।। ବାହ୍ୟ ଜଗତରୁ ଦୂରେ
କବିତାବେଙ୍ଗ ଫୁଲାsatya13th June 2019 by satya13th June 20193 858 ବେଙ୍ଗ ଫୁଲା —-by ସତ୍ୟ ପ୍ରକାଶ ସେଠୀ ବେଙ୍ଗୁଲୀ ନାନୀର ଔଦ୍ଧତ୍ୟ ଦେଖୁନ ଗର୍ବେ ଫୁଲାଉଛି ଛାତି ଟେକା କଥାରେ ତ ମନ ଉଲ୍ଲସିତ ଭ୍ରମିତ ହେଲାଣି ମତି।। ନିଜ ପ୍ରଶଂସାରେ ଝଲ୍ଲସିତ ପରା
କବିତାଘର ଢିଙ୍କି କୁମ୍ଭୀରsatya13th June 2019 by satya13th June 20190893 ଘର ଢିଙ୍କି —-by ସତ୍ୟ ପ୍ରକାଶ ସେଠୀ ଘର ଢିଙ୍କି ଯେବେ କୁମ୍ଭୀର ହୋଇବ କାହାକୁ କହିବ ଦୁଃଖ ଗୋଡାଇ ଖାଇବ ଉଦର ଭରିବ ପେଟରେ ରଖିଣ ଭୋକ।। ଆପଣା ଲୋକ ସେ ଶତୃ
BookMy biosatya13th June 201916th June 2019 by satya13th June 201916th June 20190828 1. Details about me Name- Satya Praksh Sethy Date of Birth- Age – 51 yrs Father’s Name- Purusottam Sethy, EX-M. L. A from Bhandari pokhari