Satya Prakash
ଗଳ୍ପ

ଗାଁରୁ ଫେରୁଛି, ଗାଁ ହଜିଛି ।

satya
ସେଦିନ ଭଦ୍ରକରୁ ଭୁବନେଶ୍ୱର ଯିବାର ଥାଏ । ଏକ୍ସପ୍ରେସ୍ ଟ୍ରେନ୍ଟା ଡ଼େରିଥାଏ । ଲୋକାଲ୍ ଟ୍ରେନରେ ବସି ପଡ଼ିଲି । ସେପଟେ ଟିକିଏ ଭିଡ଼ଥାଏ ।  ଦଳେ ଗାଁଉଁଲି ଲୋକ ବସିଥାନ୍ତି; ସେଇଠି ବସି
ଗଳ୍ପ

ଗଡ଼୍ ଫାଦର

satya
ଏକ ନିପଟ ମଫସଲରେ ତେଲିଙ୍ଗିର ଜନ୍ମ । ମା-ବାପା ଦି’ଟା ଭାରି ଗରିବ; ମୂଲ ଲାଗିଲେ ଭାତ ଖାଆନ୍ତି ।   ସେଥିରୁ ଯାହା ଦି’ପଇସା ବଞ୍ଚେ; ତେଲିଙ୍ଗିର ପଢା ଖର୍ଚ୍ଚରେ ଲାଗିଯାଏ । ପରିବାରରେ
ଗଳ୍ପ

ଆତ୍ମଗ୍ଳାନୀର ଶୀକାର

satya
ସେଦିନ ଥିଲା ଆଦ୍ୟ ବସନ୍ତର ଏକ ମନୋରମ ସୁପ୍ରଭାତ । ଶୀତ ମିଶା ସୁଲୁସୁଲୁ ମୃଦୁ ସମୀରଣ ଦେହରେ ଶିହରଣ ଖେଳାଉଥାଏ । ସୂର୍ଯ୍ୟର ରକ୍ତିମ ଆଭାରେ ଚୁତର୍ଦ୍ଦିଗ ରଙ୍ଗାୟିତ ହୋଇଥାଏ । ରାତ୍ରିର
ଗଳ୍ପ

ବଳି

satya
ଗୋଧୂଳିର ବେଳା । ଚାରିଆଡ଼େ ସ୍ନାନ୍ତା-କାନ୍ତା ପରିବେଶ । ପ୍ରକୃତି ଅପରୂପ ଲାବଣ୍ୟରେ ଝଲସି ଉଠୁଥାଏ । ଗାୟାଳ ପିଲାଟି “ରାମ ଯେ ଲକ୍ଷ୍ମଣ ବନସ୍ତକୁ ଗଲେ” ଆଦି ମନ ମତାଣିଆ ଗୀତ ବୋଲି
ଗଳ୍ପ

ନିଶିକାନ୍ତ

satya
ବାର୍ଦ୍ଧକ୍ୟ ଆଶ୍ରୟସ୍ଥଳ । ପରିବେଶ ଏକାନ୍ତ ମନୋରମ । ସର୍ବତ୍ର ଶାନ୍ତି ବିରାଜମାନ । ଏଠି କଠୋର ଅନୁଶାସନର ଅଙ୍କୁଶ ନାହିଁ । ନିର୍ଦ୍ଦିଷ୍ଟ ଧରବନ୍ଧା କାମ ନାହିଁ । ଯାହା ବି ଯେତିକି
ଗଳ୍ପ

କୁନା ବାପା ତୁମେ କିଛି ଜାଣିନ

satya
  କୁନା ବାପାର ଭାରି ବଢିଆ ଚାକିରୀ । ସରକାରୀ ଘରର ସେ କିରାଣୀ । ନିତି ଶେଯରୁ ଉଠି, ଅଫିସ୍ ଚାଲି ଯାଆନ୍ତି; ଫେରିଲା ବେଳକୁ, ରାତି ଅଧ ହୋଇଯାଇଥାଏ । ତଥାପି
ଗଳ୍ପ

ଚକ୍ରବତ୍

satya
ମଣିଷ ପ୍ରେମର ପୂଜାରୀ । ଜ୍ଞାତରେ ହେଉ ବା ଅଜ୍ଞାତରେ, ସେ ଅନ୍ୟକୁ ପ୍ରେମ କରି ବସେ । ପ୍ରେମର ସଫଳତା ପାଇଲେ, ସେ କୃତିତ୍ୱର ପାହାଚ ଗୁଡ଼ାକ ଗୋଟାଏ ପରେ ଗୋଟାଏ ଚଢିଯାଏ
ଗଳ୍ପ

ସବୁତ ବାନୁଆ

satya
ମୁଁ ସେଦିନ ଘଟଣା କ୍ରମେ ଯାଜପୁର ଯାଇଥାଏ । ଦେଖିଲି; ପ୍ରଚାର ପତ୍ର ବଣ୍ଟା ଚାଲିଥାଏ । – ‘ତୁମେ ଦେଶର ଅଭିବୃଦ୍ଧି କହି, ଶିଳ୍ପପତିରେ ଦେଲ ପ୍ରତିଶ୍ରୁତି, କଳିଙ୍ଗନଗରରେ ବିକ୍ଷୋଭକାରୀଙ୍କ ଉପରକୁ ବନ୍ଧୁକ
ଗଳ୍ପ

କଏଦୀ ମୁହଁରୁ ……….

satya
ସେଦିନ ସାୟଂ ଭ୍ରମଣରେ ବାହାରିଥାଏ । ସଂଯୋଗବଶତଃ ଜେଲ୍ ସାହେବଙ୍କ ସହ ଭେଟ ହୋଇଗଲା। ଆମେ ଦିନେ ଖୁବ୍ ଅନ୍ତରଂଗ ବନ୍ଧୁଥିଲୁ;ସାଙ୍ଗ ହୋଇ ପାଠ ପଢୁଥିଲୁ, ତେଣୁ ଆମ ଭିତରେ ଅନେକ ଆନ୍ତରିକତା ।

Login

X

Register