Uncategorisedକାନ୍ତକବି ଲକ୍ଷ୍ମୀକାନ୍ତsatya8th December 20208th December 2020 by satya8th December 20208th December 20200461 କାନ୍ତକବି ଲଷ୍ମୀକାନ୍ତଭିନ୍ନ ଏକ ପ୍ରତିଭା——-By ସତ୍ୟ ପ୍ରକାଶ ସେଠିଭଦ୍ରକ ମାଟି ହେଉଛି କଳା ସଂସ୍କୃତିର ମାଟି। ଯେଉଁଠି ଯାତ୍ରା ସାମ୍ରାଜ୍ୟର ସମ୍ରାଟ ଶ୍ୟାମ ସୁନ୍ଦର ମହାପାତ୍ର ଓ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପରି ମହାନ
Uncategorisedଅଟଳଜୀsatya8th December 20208th December 2020 by satya8th December 20208th December 20200430 ଅଟଳ ମହାମେରୁBy ସତ୍ୟ ପ୍ରକାଶ ସେଠୀଅଟଳ ବିହାରୀ ବଜାପେୟୀ ଭାରତ ବର୍ଷର ଇତିହାସରେ ଏକ ଅଦ୍ୱିତୀୟ ପରିଚାୟକ। ସେ ଏକାଧାରରେ ଜଣ ସୁସାହିତ୍ୟିକ, କବି, ପ୍ରାବନ୍ଧିକା, ପତ୍ରକାର, ରାଜନୀତି ବିଶାରଦ, ପ୍ରବିଣ ରାଜନୀତିଜ୍ଞ, ସୁସଂଗଠକ,
Uncategorisedଗୁରୁଜୀsatya8th December 20208th December 2020 by satya8th December 20208th December 20200461 ଗୁରୁଜୀ-ଫକୀରରବିନ୍ଦ୍ର ସାର୍ ଙ୍କ ଘର ପଦ୍ମପୁରଶିକ୍ଷକତା ପେଶା ଜଣାଇଂରାଜୀ ଭାଷାରେ ଅଗାଧ ଜ୍ଞାନଟିଗୁଣୀ ଜନେ ପରା ଗଣା।।ଏଡିକି ବିଶାଳ ହୃଦୟ ଯେ ତାଙ୍କବିସ୍ମୃତ ହୁଏନା ମନଛାତ୍ର ବତ୍ସଳତା ସହୃଦୟବାନସେଇ ଏକା ମହାଜନ।।ଯାହାଙ୍କ ବିୟୋଗେ ଶୋକାକୁଳ
Uncategorisedଭାବୀsatya8th December 20208th December 2020 by satya8th December 20208th December 20200440 ମୁଁ କବି ବୋଲି ଯେ କବିତା ଲେଖିବିସେ କଥା ହୋଇ ପାରିବନିତେବେ ବି ତୁମର କବିତା ଶୁଣିବାଇଛାଟା ଆଦୌ ଥମୁନି।।ସେଥିଲାଗି ତେଣୁ ଗାଇବି ଧାଡିଏଭଲ ଲାଗିଲେ ତ ତାଳିନୋହିଲେ ମିଳିବ ନିଶ୍ଚୟ ମୋତେ ତପୁଳାଏ
Uncategorisedସ୍ଵର୍ଗତଃ ଭୈରବ ଚନ୍ଦ୍ରsatya8th December 20208th December 2020 by satya8th December 20208th December 20200472 ସ୍ଵର୍ଗତଃ ଭୈରବ ଚନ୍ଦ୍ର ମହାପାତ୍ର—–by ସତ୍ୟ ପ୍ରକାଶ ସେଠୀଶୋଭା ସୁଷମାରେ ସୁଶୋଭିତ ଗାଁ, ବ୍ରାହ୍ମଣୀ ଗାଁ।ଭାରି ମନୋଲୋଭା ତାର କାନ୍ତି, ଦୀପ୍ତିମୟୀ ତାର ଆଭା । ପ୍ରକୃତିର ରଙ୍ଗଶାଳା, ନାନା ରଙ୍ଗେ ରଙ୍ଗାୟିତ ଏଇ
Uncategorisedପଥିତ ଯଶା ପୁରୁଷୋତ୍ତମsatya22nd November 202022nd November 2020 by satya22nd November 202022nd November 20200547 ପଥିତ ଯଶା ପୁରୁଷୋତ୍ତମ ନାମ – :ପୁରୁଷୋତ୍ତମ ସେଠୀ ଡାକ ନାଁ – :ପୁରିଆ ଠିକଣା – :ସା – ରାଣୀପଡ଼ା, ପୋ – ତରାଗୋ, ଜି-ଭଦ୍ରକ ଥାନା /ତହସିଲ୍ /ଉପଖଣ୍ଡ – ଭଣ୍ଡାରି
Uncategorisedକନ୍ୟା ରତ୍ନsatya19th October 202019th October 2020 by satya19th October 202019th October 20200534 କନ୍ୟା ରତ୍ନBy ସତ୍ୟ ପ୍ରକାଶ ସେଠୀସନ୍ତାନ ସନ୍ତତି କାମନା କରନ୍ତିସବୁ ପିତା ମାତା ସତେହେଲେ କିନ୍ତୁ ପୁତ୍ର ସନ୍ତାନଟି ପାଇଁକାହିଁକି ଉଦବେଗ ଏତେ।।ଆଜି ବି ପୁରୁଷ ନାରୀଙ୍କ ମଧ୍ୟରେଫରକଟି ବାରି ହୁଏପୁରୁଷଠୁଁ କିଆଁ ନାରୀର
Uncategorisedରୋଜି ଡେsatya27th September 202027th September 2020 by satya27th September 202027th September 20200500 ରୋଜି ଡେ କ୍ୟାନସର୍ ଏକ ଦୁରାରୋଗ ବ୍ୟାଧିସହଜେ ହେଉନି ଭଲତଥାପି ପ୍ରୟାସ ଜାରି ରହି ଅଛିଦେଖିବାକୁ ବାକି ଫଳ।।ମିଳେନିୟମ ରୋଜି ବିରାଟ ଧନୀକତଥାପି ପୀଡ଼ିତ ରୋଗେକୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ଯରକତ କର୍କଟ
Uncategorisedଦରମାsatya22nd September 202022nd September 2020 by satya22nd September 202022nd September 20200474 ସମାନ ଦରମାBy ସତ୍ୟ ପ୍ରକାଶ ସେଠୀବିଛଣା ଛାଡି ମୁଁ ଦାଣ୍ଡକୁ ଆସିଲିଦେଖିଲି ସୂର୍ଯ୍ୟର ଆଭାସ୍ଵର୍ଣ୍ଣାଭ କିରଣ ବିଛୁରି ପଡିଛିଆହାଃ କି ସୁନ୍ଦର ଶୋଭା ।।ପୂର୍ବ ଆକାଶଟା ରକ୍ତିମ ଦିଶୁଛିସିନ୍ଦୂରା ପଡୁଛି ଫାଟିଶୁଲି ଶୁଲିଆ ତ
Uncategorisedଚଢେଇsatya12th September 202012th September 2020 by satya12th September 202012th September 20200588 ଚଢେଇBy ସତ୍ୟ ପ୍ରକାଶ ସେଠୀସକାଳୁ ସକାଳୁ ବିଛଣାରୁ ଉଠିଦେଖିଲି ଚଢେଇ ଦଳେଖାଇ ହେଉଛନ୍ତି ବୁଲି ଲାଗୁଛନ୍ତିଅନ୍ନ ଖୋଜୁଛନ୍ତି ବେଳେ।।କିଚିରି ମିଚିରି ଶବ୍ଦରେ ତାଙ୍କରନିଦ ଯାଉଥିଲା ଥିଲା ଭାଙ୍ଗିଭାବିଲି ଫିଙ୍ଗିବି ଟେକା କି ପଥରପାରିଲିନି ବସା