Bookଚନ୍ଦକାରେ ଗୋଟେ ରାତିsatya19th August 20195th October 2019 by satya19th August 20195th October 201901476 U ଔପନ୍ୟାସିକ ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ସରକାରୀ କର୍ମଚାରୀ, ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ,ଔପନ୍ୟାସିକା ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା
Bookଶୂନ୍ଶାନ୍ ରାତି ଗଳ୍ପ ସମ୍ଭାରsatya19th August 201921st August 2019 by satya19th August 201921st August 201901049 ଉତ୍ସର୍ଗ ବାପା ପୁରୁଷୋତ୍ତମ ସ୍ୱାଧୀନତା ପୂର୍ବର ଜଣେ ଭଲ ମଣିଷ। “ଆଦର୍ଶ ଗୋ ଚିକିତ୍ସା” ଓ ଆର୍. ଇ. ତଥା ଅମିନଙ୍କ ପାଇଁ ସର୍ଭେ ଟ୍ରେନିଂ ପାଠ୍ଯ ପୁସ୍ତକ ତଥା “ଆଦର୍ଶ ଗୋ ମାନବ
Bookଭୂତୁଣୀ ସାହିତ୍ୟିକାsatya5th August 201911th January 2021 by satya5th August 201911th January 20212 1117 ଭାଗ – 1 ଆମେ ଛୋଟ ମୋଟ ଚାକିରୀ ଖଣ୍ଡେ ଅଧେ କରିଛୁ। ପଢ଼ା ଲେଖା ବି କିଛି କମ୍ ନାହିଁ। ତେଣୁ ସାମାଜିକ ପ୍ରତିପତ୍ତି ଓ ପ୍ରଭାବ ମଧ୍ୟ କିଛିଟା ଅଛି। ସେଥିପାଇଁ
Bookଶତ ପତ୍ନୀକ ଗଳ୍ପଗୁଚ୍ଛsatya27th July 201913th August 2019 by satya27th July 201913th August 201901557 କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ,
Bookଗାଁରୁ ସିନେଟ୍ ଯାଏଁ ପୁସ୍ତକsatya16th July 2019 by satya16th July 20190662 ଉତ୍ସର୍ଗ ——– ମୋ ବଡ଼ ଭଉଣୀ – ମାନେ କମଳା ଦେଇ, ଜଣେ ସରଳ ନିଷ୍କପଟ ମଣିଷ ଭବରେ ବେଶ୍ ଜଣାଶୁଣା। ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲି ସେ ହୋଇଥିଲା ପରଘରୀ। ତେଣୁ
Bookବିଶେଷ ବିଶେଷତା ପୁସ୍ତକsatya12th July 201915th July 2019 by satya12th July 201915th July 20190929 ଉତ୍ସର୍ଗ ——– ଆମେ ଦୁଇ ଭାଇ ଓ ତିନି ଭଉଣୀ ବାପାମାଆଙ୍କର କ୍ରୋଡମଣ୍ଡନ କରି ଜନ୍ମ୍ ହୋଇଥିଲେ ହେଁ ମୋର ସବୁଠାରୁ ପ୍ରିୟ, ମୋର ପ୍ରିୟ ଭଉଣୀ- ମୋ ମଝିଆ ଭଉଣୀ, ମାନେ- ବିମଳା
Bookବିଚିତ୍ର ବର୍ଣ୍ଣାଳୀ ପୁସ୍ତକsatya10th July 201910th July 2019 by satya10th July 201910th July 201901071 ଅଳ୍ପ କଥା ———— କବିତା ହେଉଛି କବିର ଭାବନା। ଭାବନାର ଉଚ୍ଛ୍ୱଳ ଜଳଧି ତରଙ୍ଗରେ ତରଙ୍ଗାୟିତ ହୋଇ ସେ କବିତା ଲେଖେ। ଭାବୁକତା ତା’ର ଧର୍ମ। ଭାବନା ରାଜ୍ୟରେ ସେ ଘୂରି ବୁଲୁବୁଲୁ ହୀରା,
Bookମନ ପାରା ପୁସ୍ତକ ସଂକଳନsatya5th July 20195th November 2019 by satya5th July 20195th November 201901662 ଉତ୍ସର୍ଗ ——– ମୋତେ ସାହିତ୍ୟର ସାଧନା ଓ ମାତୃଭାଷାର ପୂଜା କରିବା ପାଇଁ ପ୍ରେରଣା ଟିକକ ମିଳିଥିଲା ଠିକ୍ ଯେଉଁଦିନ ସରଳ ଶିଶୁର ତରଳ ମନ ନେଇ ମୁଁ ଆମ ପରିବାରର ପରମ ଆରାଧ୍ୟା
Bookମାନପତ୍ରsatya5th July 20196th July 2019 by satya5th July 20196th July 201901612 ସମୟେ ସମୟେ ସମାଜର କିଛି ବିଶେଷ କ୍ଷେତ୍ରରେ ବିଶେଷ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଆମକୁ ମାନପତ୍ର ବା ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିବାକୁ ହୋଇଥାଏ। ଏହି ଭଳି ବ୍ୟକ୍ତି ମାନଙ୍କୁ
Bookପଣ୍ଡିତ ଦୈତାରୀ ମହାପାତ୍ର- ଜୀବନୀ ଆଲେଖ୍ୟsatya26th June 20195th November 2019 by satya26th June 20195th November 201901266 ଉତ୍ସର୍ଗ ଭଦ୍ରକ ମାଟି ହେଉଛି ସାହିତ୍ୟ ଓ ସଂସ୍କୃତିର ମାଟି, ଯେଉଁ ମାଟି ଜନ୍ମ ଦେଇଛି ଡଃ ହରେକୃଷ୍ଣ ମହତାବ ପରି ଜାତୀୟବାଦୀ ନେତା ଓ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପରି ବିଶିଷ୍ଟ