କବିତାମୋ ଗାଁ ତମାଳ ବନ mo gaon tamal bansatya9th October 201810th October 2018 by satya9th October 201810th October 201830 3381 କୃଷ୍ଣଚୂଡ଼ା ମଲ୍ଲି ମାଳତୀ ପଳାଶ ଘେରା ମୋ ଗାଆଁ ଉଦ୍ୟାନ ଭାରି ମନଲୋଭା ଦୀପ୍ତିମୟୀ କାନ୍ତି ମୋ ଗାଆଁ ତମାଳ ବନ।। 1 ସେଠି ବର ଲିମ୍ବ ଡାଳ ନଇଁ ପଡ଼େ ମାଟି ଉପରକୁ
କବିତାଉତ୍କଳମଣି Gopabandhusatya9th October 20189th October 2018 by satya9th October 20189th October 201801652 ହେ! ଉତ୍କଳ ମଣି ଗୋପବନ୍ଧୁ ଦାସ ଆମ ଓଡ଼ିଆଙ୍କ ପ୍ରାଣ ଉଚ୍ଛ୍ୱାସ।। ଏଡିକି ଦରଦୀ ଦେଶ ସେବକଟି ଦେଖି ନାହିଁ କାହିଁ ଆଉ କେଉଁଠି।। ଆସୁ ଯେତେ ଯେତେ ବନ୍ୟା ବାତ୍ୟା ପଛେ ଉତ୍କଳ
କବିତାଦୟା ନଦୀ କୂଳେ daya nadi kulesatya6th October 2018 by satya6th October 20182 2017 ଦୟା ନଦୀ କୂଳେ ଧଉଳି ପାହାଡ଼ ଶାନ୍ତି ସ୍ତୁପ ରୂପେ ଖ୍ୟାତ ବୌଦ୍ଧ କିର୍ତ୍ତୀମାନ ବୌଦ୍ଧ ମୂର୍ତ୍ତିମାନ ଯହିଁ ଅଛି ବିରାଜିତ।। 1 ଚଣ୍ଡାଶୋକ ଦିନେ ଭାବ ଭାବାନ୍ତରେ ହୋଇଥିଲେ ପରିବର୍ତ୍ତିତ ଧର୍ମାଶୋକ ନାମେ
କବିତାପ୍ରାଚୀନ ଜୈନ ପୀଠ prachin jain peethasatya6th October 201811th October 2018 by satya6th October 201811th October 201801430 ପ୍ରାଚୀନ ଜୈନ ପୀଠ ———–by ସତ୍ୟ ପ୍ରକାଶ ସେଠୀ କଳିଙ୍ଗ ସମ୍ରାଟ ଖାରବେଳ କୃତି ଉଦୟ ଓ ଖଣ୍ଡଗିରି କୁମାର କୁମାରୀ ପର୍ବତ ଉପରେ ଯାହା ଗୁଣି ହୁଏ ସ୍ମରି।। 1 ଅଠରଟି ଗୁମ୍ଫା
କବିତାକଲମ ବଲମsatya5th October 20186th October 2018 by satya5th October 20186th October 20180938 କଲମର ଶକ୍ତି କେ ପାରିବ କଳି ଅଶୀ ଠାରୁ ମହାବଳୀ ଅଚିରେ ଲଭଇ ପରାଜୟ ପରା ହେଉ ଯେତେ ଶକ୍ତିଶାଳୀ।। 1 ଯେତେ କୁହ କଥା ନାହିଁ ତା’ର ଦାମ୍ ମୂଲ୍ୟବାନ୍ କିନ୍ତୁ ଲେଖା
କବିତାମହିମା ଧର୍ମ mahima dharmasatya3rd October 2018 by satya3rd October 201802320 ତିନୋଟି ଗାଁର ମିଳନ ସ୍ଥଳୀରେ ଯୋରନ୍ଦା ଗଦି ଯେ ସ୍ଥିତ ଯାହାକି ଅଟଇ ସମାଧୀ ପୀଠଟି ମହିମା ଗୋସ୍ଵାମୀ ରୁତ।। 1 ଦୂରତା ଯାହାର ଢେଙ୍କାନାଳଠାରୁ ତିରିଶ କିଲୋ ମିଟର ଜୋରନ୍ଦା ନଟିମା ପାଟଣା
କବିତାକୋଣାର୍କ konark templesatya2nd October 20185th October 2018 by satya2nd October 20185th October 201801485 କିମ୍ବଦନ୍ତୀ କହେ କୃଷ୍ଣ ପୁତ୍ର ଶାମ୍ବ ଆରୋଗ୍ୟ କାମନା କରି ସୂର୍ଯ୍ୟଙ୍କ ମନ୍ଦିର ଚନ୍ଦ୍ରଭାଗା କୂଳେ କଲେ ନିର୍ମାଣଟି ସ୍ମରି।। 1 କୃଷ୍ଣ ପତ୍ନୀ ସ୍ନାନ ଗୃହେ ଭ୍ରମେ ଶାମ୍ବ ପ୍ରବେଶିଣ ବିଚଳିତ ଅଭିଶପ୍ତ
କବିତାସମୟର ଆର ପାରି samayar ara parisatya1st October 20184th October 2018 by satya1st October 20184th October 201801535 ଇଚ୍ଛା ହୁଏ କାହିଁ ବେଳେ ବେଳେ ମୋର ପଛକୁ ଯିବାକୁ ଫେରି ଜୀଇବାକୁ ପୁଣି ଆଉ ଥରେ ସେଇ ପିଛିଲା ଦିନକୁ ଭରି ।। 1 ବେଳେ ବେଳେ ଚାହେଁ ଶିଶୁଟେ ହେବାକୁ ଖେଳିବାକୁ
କବିତାଲାଲ ବାହାଦୂର Lal bahadursatya1st October 20181st October 2018 by satya1st October 20181st October 201802140 ଲାଲ ବାହାଦୂର ଶାସ୍ତ୍ରୀ ଥିଲେ ପରା ଏ ଦେଶେ ପ୍ରଧାନମନ୍ତ୍ରୀ ଜୟ ଜବାନ ଓ ଜୟ କିଷାନଟି ଥିଲା ବାଣୀ ହୃଦ୍ ତନ୍ତ୍ରୀ।। 1 ଭାରତ ସ୍ଵାଧୀନ ହେଲା ପରେ ସେ ଯେ ପ୍ରଥମ
କବିତାଗାନ୍ଧୀ ଜୟନ୍ତୀ Gandhi Jayantisatya1st October 20182nd October 2018 by satya1st October 20182nd October 20183 2340 ଅକ୍ଟୋବର ଦୁଇ ପାଳିତ ଦେଶରେ ଜୟନ୍ତୀ ଗାନ୍ଧୀ ମହାତ୍ମା ଗୁଜୁରାଟ ରାଜ୍ୟେ ପୋର୍ ବନ୍ଦରଠିଁ ଜନ୍ମି ଥିଲେ ଯୋଗଜନ୍ମା।। 1 ନୁହଇଁ କେବଳ ଭାରତ ମାଟିରେ ଅନ୍ୟାୟର ବିରୋଧରେ କରିଥିଲେ ସେ ଯେ ସ୍ଵର