କବିତାକେବଳ ଦେଖନ୍ତିsatya10th September 201810th September 2018 by satya10th September 201810th September 201801018 ମୁଁ ଯଦି ଯାଆନ୍ତି ଦେବତାଟି ହୋଇ ସବୁ କିଛି ଦେଖୁଥାନ୍ତି ନୀରବରେ ରହି ହେଲେ କାହାରିକୁ କହନ୍ତିନି ସେତେ କିଛି।। 1 ସମସ୍ତଙ୍କୁ ମୁଇଁ ପାଆନ୍ତି ଯେ ଭଲ ନଦେଇ କାହାକୁ ଦଣ୍ଡ
କବିତାଅବଦୁଲ କାଲାମsatya10th September 201810th September 2018 by satya10th September 201810th September 20180857 ତୁମେ ଅବଦୁଲ ବିଜ୍ଞାନୀ ମଣିଷ ବୈଜ୍ଞାନିକ ତୁମ ନିଶା ଦେଶର ବିକାଶ ସମ୍ଭବ ଯେ ହେଲା ଥିଲା ତୁମ ଅଭିଳାଷା।।1 ସରଳ ସୌକର୍ଯ୍ୟ ଜୀବନ ଚର୍ଯ୍ୟାଟି ନୁହେଁ ତୁମେ ବିଳଷିତ ଜୀବନ କଷଣ ସହି
କବିତାଆଲୋକ ଦିଅ ହେ ଜାଳିsatya7th September 2018 by satya7th September 20180806 ତୁମେ ଜ୍ଞାନୋଦୀପ୍ତ ଆଲୋକ ବର୍ତ୍ତିକା ଆଲୋକ ଦିଅ ହେ ଜାଳି ମୁଁ ତମସାଛନ୍ନେ ପାରୁନି ନିଜକୁ ଜ୍ଞାନରେ ଉଜଳ କରି।। 1 ତମସ କାଳିମା ଲଘିମା ଲଭିବା କେସନେ କୁହ ସେ ଫେଡ଼ି ମୋତେ
କବିତାଜଗତ ବେଭାରsatya7th September 20187th September 2018 by satya7th September 20187th September 20180739 Jagat bebhar ଜଗତ ବେଭାର ନୁହଁଇ ସହଜ ବୁଝିବା ତହୁଁ ଦୁରୂହ ଆଜି ଯିଏ ପର କାଲି ସେ ନିଜର ନିଜେ ତ ନିଜର ନୁହଁ ।।1 ପାରେନି ଏତେ ମୁଁ ପରା ସବୁ
କବିତାଯୋଗାଯୋଗ ଓ ସଂଯୋଗsatya6th September 20186th September 2018 by satya6th September 20186th September 201811023 ଆମେ ପ୍ରତ୍ୟେହ ଯୋଗାଯୋଗ କରେ ପରସ୍ପର ମଧ୍ୟେ କେତେ ହେଲେ ସଂଯୋଗଟି ଥାଏ କାହା ସଙ୍ଗେ କହି ପରିବାକି କିଏ? 1 ସଂଯୋଗଟି ନୂହେଁ ଯୋଗାଯୋଗ ପରା ଭିନ୍ନ୍ ସେ ଏକ ମର୍ମାର୍ଥ ଯୋଗାଯୋଗ
କବିତାମଜାଟି ଚାଖିବୁ ଚୋଖାsatya6th September 20186th September 2018 by satya6th September 20186th September 20180855 ତୁମର ବିଶ୍ବାସ ହେଉକି ନ ହେଉ ମୁଁ କିନ୍ତୁ ତାଙ୍କୁ ଭେଟିଛି ଯାଉଥିଲି ଦିନେ ବାଟେ ବାଟେ ଚାଲି ଆସୁଥିଲେ ସିଏ ଧାଇଁ ।।1 ଠିକଣା ଯାଗାରେ ଭେଟା ଭେଟି ହେଲା ପଚାରି ବୁଝିଲି
କବିତାଐକାନ୍ତିକ ଇଚ୍ଛାsatya5th September 201821st December 2018 by satya5th September 201821st December 20180887 ମୋର ଗୋଟେ କାହିଁ ଐକାନ୍ତିକ ଇଚ୍ଛା ତୁମକୁ ପାରୁନି କହି କି ଲାଭେ ଜୀବନେ ନ ପାଇଲି ଯେବେ ଦରଶନ ଗୋଟେ ସେହି।। 1 ତୁମ ଇସାରାରେ ସୃଷ୍ଟି ସଂରଚନା ମୁଁ ତହିଁ ଯେ
କବିତାଆପଣାର କିଏ?satya5th September 20185th September 2018 by satya5th September 20185th September 20180718 ମୋଠୁଁ ମୋର ଏଡ଼େ ଆପଣାର କିଏ ଖୋଜିଛି ଅନେକବାର ପ୍ରଶ୍ନର ଉତ୍ତର କାହିଁ ତ ପାଇନି ତହିଁ ସଠିକ୍ ଉତ୍ତର।।1 ବେଳେ ବେଳେ ଏତେ ପାଉଥିବା ଭଲ ମୋର ନୂହେଁ ମୋ ଶରୀର ତଥାପି
କବିତାମୁଁ ଯଦି ଏବେଠୁଁ ଯା’ନ୍ତି ମରିsatya5th September 20185th September 2018 by satya5th September 20185th September 20182 1024 ମୁଁ ଯଦି ଏବେଠୁଁ ସତେ ଯା’ନ୍ତି ମରି କାହାର କଣ’ଟେ ଯା’ନ୍ତା ବିଶେଷ ବା କିଛି ସେମିତି ଗୋଟାଏ କ’ଣ ଫରକ ପଡ଼ନ୍ତା? 1 ବଞ୍ଚିଥିଲା ବେଳେ ଖୁବ୍ ବାଣ୍ଟୁଥିଲି ଅନୁଗତ ଥିଲେ ଥୋକେ
କବିତାମୁକ୍ତି ଗଙ୍ଗାsatya5th September 20185th September 2018 by satya5th September 20185th September 20180682 ମୋ ଏ ଜୀବନରେ ସମସ୍ତ ଔଦ୍ଧତ୍ୟ ଗର୍ବ ଭାଙ୍ଗି ଗଲା ପରେ ମୁଁ ଯେ ନିରୁପାୟ ଉପାୟଟି ଶୂନ୍ୟ ଶରଣାପନ୍ନ ମୁଁ ତୋରେ।। 1 ମାଇଲେ ମାରିବୁ ରଖିଲେ ରଖିବୁ ତୁଇ ମୋର ଶେଷ