Uncategorisedସର୍ବପଲ୍ଲୀsatya29th August 202029th August 2020 by satya29th August 202029th August 20200490 ଗୁରୁ ଦିବସBy ସତ୍ୟ ପ୍ରକାଶ ସେଠୀହେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନନ ତୁମରି ଜନ୍ମ ଦିବସ ତୁମକୁ ଉତ୍ସର୍ଗ ରଚିଥିଲ ଯେଣୁ କିରତି ଗୌରବ ଯଶ।।1 ଶିକ୍ଷା କ୍ଷେତ୍ରେ ଆଣି ନାନା ପରିବର୍ତ୍ତନ ବଢାଇଲ ଶିକ୍ଷା
Uncategorisedସାକ୍ଷରତା ଦିବସsatya29th August 202029th August 2020 by satya29th August 202029th August 20200448 ସାକ୍ଷରତା ଦିବସ-8th SeptBy ସତ୍ୟ ପ୍ରକାଶ ସେଠୀଶିକ୍ଷା ସଂସ୍କୃତିର ନୋହିଲେ ବିକାଶହଟିବନି ଅନ୍ଧକାରନିରକ୍ଷର ଲୋକ ଅଭିଶପ୍ତ ଜାଣରହିବାଟି ହୁସିଆର ।।ଶିକ୍ଷା ହିଁ ଜୀବନ ଶିକ୍ଷା ହିଁ ସଭ୍ୟତାବିଜ୍ଞାନର ଅଗ୍ରଗତିଶିକ୍ଷା ବ୍ୟତିରେକେ ସବୁ ତ ଅସାରଲାଭ
Uncategorisedସାଗରsatya29th August 202029th August 2020 by satya29th August 202029th August 20200499 ସାଗରBy ପ୍ରଭାତୀ ମହାପାତ୍ରହେ ସାଗର ଆଜି ଆତଙ୍କିତ ସର୍ବେବାତ୍ୟା ସୁନାମି ଶଙ୍କାତାଣ୍ଡବ ରଚଇ ସଂହାର କରଇଗତି ମାନବର ବଙ୍କା।।ଅଶାନ୍ତ ରୂପ ତୋ ବଡ ଭୟଙ୍କରସତେକି ଆତସବାଜିନିମିଷକେ ମଧ୍ୟେ ଛାରଖାର କରୁ କାଳର କରାଳ ସାଜି।।
Uncategorisedରଜ ସଜବାଜsatya29th August 202029th August 2020 by satya29th August 202029th August 20200519 ରଜ ସଜବାଜBy ସତ୍ୟ ପ୍ରକାଶ ସେଠୀରଜ ସଜବାଜ ଚାଲିଛିରେ ଭାଇବରଷକେ ପରା ଥରେସାଙ୍ଗସାଥି ମେଳେ ଖେଳିବାରେ ଦୋଳିଘିରି ଘିରି ବୁଲି ଭେରେ।।କରିବାନି ଡ଼େରି ସକାଳୁ ସକାଳୁବିଛଣାରୁ ଯିବା ଉଠିନୂଆ ଲୁଗା ପଟା ପାଟ ମଠା
Uncategorisedଟୀକାକରଣsatya29th August 202029th August 2020 by satya29th August 202029th August 20200395 ଟିକାକରଣ-August Month By ସତ୍ୟ ପ୍ରକାଶ ସେଠୀପ୍ରତିରକ୍ଷା ଆଉ ପ୍ରତିଷେଧକ ତସବୁଠୁଁ ଗୁରୁତ୍ୱପୂର୍ଣ୍ଣଟୀକାକରଣଟି ତହୁଁ ଦରକାରଶରୀ ରଖିବାକୁ ସୁସ୍ଥ।।ରୋଗ ପ୍ରତିରୋଧ ଶକ୍ତି ନ ବଢିଲେବେମାର ବସିବ ମାଡ଼ିକୋରାନା ପରିକା ରୋଗ ଯେତେ ସବୁକେଉଁଠୁ ଆସିବେ
Uncategorisedକ୍ଷୁଦ୍ର ଶିଳ୍ପ ଦିବସsatya29th August 202029th August 2020 by satya29th August 202029th August 20200445 କ୍ଷୁଦ୍ର ଶିଳ୍ପ——by ସତ୍ୟ ପ୍ରକାଶ ସେଠୀକ୍ଷୁଦ୍ର ଶିଳ୍ପ ଆଉ କୁଟୀର ଶିଳ୍ପକୁଦେଇଣ ଅଗ୍ରାଧିକାରଆର୍ଥୀକ ସ୍ଥିତିକୁ ସୁଦୃଢ କରିବାବଢ଼ୁ ଅଭିବୃଦ୍ଧି ହାର।।କୋଟିଏ ଟଙ୍କାରୁ କମ୍ ଅର୍ଥରେ ତଗଢେ କ୍ଷୁଦ୍ର ଶିଳ୍ପ କେତେକର୍ମ ଧନ୍ଦା ପରା ଯୋଗାଇ
Uncategorisedନାରିକେଳ ଦିବସsatya29th August 202029th August 2020 by satya29th August 202029th August 20200450 ନାରିକେଳ ଦିବସ2nd SeptemberBy ସତ୍ୟ ପ୍ରକାଶ ସେଠୀନାରିକେଳ ପରା ଶୁଭ ଫଳ ଅଟେସବୁ ଶୁଭ କାର୍ଯ୍ୟେ ଲାଗେବିଭାଘରଠାରୁ ବ୍ରତ ଘର ଯାଏଁଲୋଡ଼ା ପଡ଼େ ଯୁଗେ ଯୁଗେ ।।ନାରିକେଳ ସିନା ଟାଣ ଫଳ ଅତିପଇଡ଼ ଜଳ
Uncategorisedନଭଶ୍ଚୁମ୍ବୀsatya29th August 202029th August 2020 by satya29th August 202029th August 20200456 ନଭଶ୍ଚୁମ୍ବୀSkyscraper day-3rd Sept—–by ସତ୍ୟ ପ୍ରକାଶ ସେଠୀଚାଳିଶ ତାଲାରୁ ଉର୍ଦ୍ଧ୍ୱ କୋଠାକୁ ତସ୍କାଏ ସ୍କ୍ରେପର କହନ୍ତିଏପରି କୋଠାର ଉଚ୍ଚତା ଦେଖିଣଅଭିଭୂତ ଯେ ହୁଅନ୍ତି।।ଅଟ୍ଟାଳିକା ପରେ ଅଟ୍ଟାଳିକା ତୋଳିନଭଶ୍ଚୁମ୍ବୀ ଘରେ ରହେହେଲେ ସେଇ ଘର ତୋଳିବାର
UncategorisedNutrion daysatya25th August 202031st August 2020 by satya25th August 202031st August 20200280 Nutrition dayBy ସତ୍ୟ ପ୍ରକାଶ ସେଠୀ ଘୋର ଦାରିଦ୍ର୍ଯର କରାଳ ଛାୟା ଯେମନରେ ଭରିଛି ଚିନ୍ତାକେବେ ସେ ହଟିବ ଶାନ୍ତି ବିରାଜିବଭାଙ୍ଗି ଯାଉଅଛି ଅଣ୍ଟା ।। ଭୋକ ଉପବାସେ ସଢୁଛି ଜନତାଉପାୟ ପାଉନି ଖୋଜିପୃଷ୍ଟିକର
Uncategorisedଆନ୍ତର୍ଜତୀୟ କୁକୁର ଦିବସsatya25th August 202025th August 2020 by satya25th August 202025th August 20200423 ଆନ୍ତର୍ଜାତୀୟ କୁକୁର ଦିବସ26 AugustBy ସତ୍ୟ ପ୍ରକାଶ ସେଠୀକୁକୁର ମଣିଷ ବନ୍ଧୁତା ବିଚିତ୍ରକାଳୁ କାଳ ବହୁକାଳୁକୁକୁରର ସାଥି ମଣିଷର ପ୍ରୀତିପ୍ରମାଣିତ ପୁରାକାଳୁ।।କେଉଁଠି କୁକୁର ଗାଡ଼ି ଟାଣୁଅଛିପୁଣି ଯଗୁଅଛି ଚୋରିକେତେବେଳେ ଅବା ଶିକାରରେ ସାଥିପାଲଟିଛି ସହଚରୀ।।ବିଶ୍ବାସନିୟତା