Uncategorisedନାରୀ ସମାନତା ଦିବସsatya25th August 202025th August 2020 by satya25th August 202025th August 20200429 ନାରୀ ସମାନତା ଦିବସ 8 20By ସତ୍ୟ ପ୍ରକାଶ ସେଠୀନାରୀ ନୂହେଁ ସେ ତ ଅଟେ ନାରାୟଣୀଭାଷଣବାଜିଟି ବେଶୀବାସ୍ତବ କ୍ଷେତ୍ରରେ ସ୍ଥିତି କିନ୍ତୁ ଭିନ୍ନ୍ବୁଝିବେନି ପ୍ରତିବେଶୀ।।ମାନବ ସମ୍ବଳ ଅର୍ଦ୍ଧେକଟି ନାରୀଯଦି ସେଇ ସମ୍ବଳରନୋହିବ ବିକାଶ
Uncategorisedଜାତୀୟ କ୍ରୀଡା ଦିବସsatya25th August 202025th August 2020 by satya25th August 202025th August 20200416 ଜାତୀୟ କ୍ରୀଡା ଦିବସ 8.20By ସତ୍ୟ ପ୍ରକାଶ ସେଠୀଧ୍ୟାନ ଚାନ୍ଦ ପରା ତିନି ତିନି ଥରଜିତି ଥିଲେ ଅଲମ୍ପିକ୍ଅଳ୍ପ ବୟସରୁ ସୈନ୍ୟ ବାହିନୀରେଯୋଗଦାନ ଥିଲା ୟାଙ୍କ ।।ଭାରତୀୟ ହକି ଛୁଇଁ ଥିଲା ଚୂଡ଼ତାଙ୍କରି ପ୍ରୟାସ
Uncategorisedଦୂର ଶିକ୍ଷା ଦିବସsatya25th August 202025th August 2020 by satya25th August 202025th August 20200428 ଦୂର ଶିକ୍ଷା ଦିବସDistance learning day31.8 20By ସତ୍ୟ ପ୍ରକାଶ ସେଠୀଦୂର ଶିକ୍ଷା ଏକ ନୂତନ ବ୍ୟବସ୍ଥାଶିକ୍ଷା ଶ୍ରେଣୀ ଗୃହ ବିନାପରମ୍ପରାଗତ ଶିକ୍ଷାଠାରୁ ଭିନ୍ନ୍ଭିନ୍ନ୍ ଯେ ପରିକଳ୍ପନା।।ଦୂର ଭାଷା ପରେ ଦୂର ଶିକ୍ଷା ପରାସ୍ଵାଗତଯୋଗ୍ୟ
Uncategorisedଲେମ୍ବୁ ଦିବସsatya25th August 202025th August 2020 by satya25th August 202025th August 20200480 ଲେମ୍ବୁ ରସ ଦିବସ29 8 20By ସତ୍ୟ ପ୍ରକାଶ ସେଠୀଲେମ୍ବୁ ରସ ଅତି ଉପଯୋଗୀ ହୁଏଅନେକ ରୋଗର ନିଦାନ ସାଜେପ୍ରତ୍ୟେହ ଅନେକ ଖାଆନ୍ତି ତାହାକୁଲେମ୍ବୁ ଲେମ୍ବୁ ବୋଲି ସର୍ବଦା ଭଜେ।।ଲେମ୍ବୁ ଗଛ ପରା ଘରେ
Uncategorisedସଦ୍ଭାବନା ଦିବସsatya21st August 202021st August 2020 by satya21st August 202021st August 20200502 ସଦ୍ଭାବନା ଦିବସBy ସତ୍ୟ ପ୍ରକାଶ ସେଠୀଆଜି ରାଜୀବଙ୍କ ଜନମ ଦିବସପାଳିତ ହେଉଛି ଏଠିସଦ୍ଭାବନା ରୂପେ ପାଳିବା ସମସ୍ତେହୋଇଣ ଆମେ ଏକାଠି। ।।ଜାତି ବର୍ଣ୍ଣ ଧର୍ମ ବିଭିଦତା ଭୁଲିଶାନ୍ତିର ପ୍ରଦୀପ ତୋଳିସଦ୍ଭାବନାର ଉଦ୍ଦାମ ସଙ୍ଗୀତଗାଇବା ସମସ୍ତେ
Uncategorisedମ୍ୟାଲେରିଆ ଦିବସsatya21st August 202021st August 2020 by satya21st August 202021st August 20200492 ମେଲେରିଆ ଦିବସ – 20/8By ସତ୍ୟ ପ୍ରକାଶ ସେଠୀମଶା ମାଛି ବଡ଼ ଶତୃ ପାଲଟିଣରୋଗର ବାହକ ହୁଏଟିକିଏ ସତର୍କ ନ ହେବା ଯେବଣଜୀବନ ନାଶିବେ ସିଏ।।।ମଶା ପ୍ରତି ଆମେ ସତର୍କ ରହିବାମଶାରୀ ଟାଙ୍ଗି ଶୋଇବାଯେଣୁ
Uncategorisedଫଟୋଗ୍ରାଫି ଦିବସsatya21st August 202021st August 2020 by satya21st August 202021st August 20200499 ଫଟୋଗ୍ରାଫି ଦିବସBy ସତ୍ୟ ପ୍ରକାଶ ସେଠୀଆଜି ଫଟୋଗ୍ରାଫି ଦିବସ ପାଳିତସାରା ବିଶ୍ୱ ଦରବାରେଫଟୋଗ୍ରାଫରଙ୍କ ସମ୍ମାନ ସକାଶେଉତ୍ସାହ ପ୍ରଦାନ କରେ।।ଫଟୋ ଉଠାଇବା ନୁହଁଇ କ୍ଷୁଦ୍ରଟିବିରାଟ କଳା ଯେ ସିଏସୁନ୍ଦର ନିଖୁଣ ଫଟୋଟିଏ ପରାକେତେ ଖୁସି ଭରି
Uncategorisedଦେଶର ଶଙ୍କଟ ଘଡିsatya21st August 202025th August 2020 by satya21st August 202025th August 20200463 ଦେଶରେ ଶଙ୍କଟ ଘଡି—-by ସତ୍ୟ ପ୍ରକାଶ ସେଠୀସ୍ଵାଧୀନ ସ୍ଵାଧୀନ ସ୍ଵାଧୀନ ଆମେରେସ୍ଵାଧୀନ ଭାରତବାସୀଦେଶର ସୁରକ୍ଷା ଦେଶ ନିରାପତ୍ତାଆମେ କରିବାରେ ମିଶି।।ବର୍ତ୍ତମାନ ସ୍ଥିତି ଭିନ୍ନ୍ ପରିସ୍ଥିତିବିପନ୍ନ ସୁରକ୍ଷା ସ୍ଥିତିପଡୋଶୀ ରାଷ୍ଟ୍ରର ଶତୃ ଆଚରଣବାମ ହୋଇଲାଣି ମତି।।ଚାଇନା
Uncategorisedପବିତ୍ର ସମ୍ପର୍କsatya21st August 202021st August 2020 by satya21st August 202021st August 20200528 ପବିତ୍ର ସମ୍ପର୍କBy ସତ୍ୟ ପ୍ରକାଶ ସେଠୀଭାଇ ଭଉଣୀର ଉତ୍ସବ ଆଜି ତହର୍ଷଦମୁଖ ସଭିଏଁଭଉଣୀ ବାନ୍ଧିବ ଭାଇର ହାତରେସୁନ୍ଦର କବଚଟିଏ ।।ମନରେ ସରାଗ ଅସୁମାରି ତା’ରତୁଳନା କରିବ କିଏଖୁସିରେ ପାଦ ତା ଲାଗୁ ନାହିଁ ତଳଗେହ୍ଲେଇ
Uncategorised କବିତାଉପଗ୍ରହ ବିଧ୍ଵଂସୀ ଯନ୍ତ୍ରsatya29th March 2019 by satya29th March 20190586 ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର —–by ସତ୍ୟ ପ୍ରକାଶ ସେଠୀ ମହାକାଶେ ଶକ୍ତି ବୃଦ୍ଧି ଯେ ହୋଇଲା ଭାରତ ଗୌରବାନ୍ୱିତ ବୈଜ୍ଞାନିକ ଆମ କଲେ ଉଦ୍ଭାବନ ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର।। 1 ସାରା ବିଶ୍ୱେ ଆଜି