Satya Prakash
Uncategorised

Happy tea day

Happy tea day 21 /5/23
ଦରକାରୀ ଅତି ପାନୀୟ ରୂପରେ
ଚା ଯେ ଗଣତି ହୁଏ
ଦେହ ପାଇଁ ପରା ହିତକର ହୁଏ
କପେ ଦୁଇ କପ ପିଏ ।
ଡାଇବେଟିସ ଓ ହୃଦଘାତ ପରି
ବହୁ ରୋଗୁ ଉପଶମ
କ୍ୟାନସର ପରାଏ ଅତି ଦୂରାରୋଗ୍ଯ
ବ୍ୟାଧିର ନିରାକରଣ।
ପ୍ରାଚୀନ କାଳରୁ ଢଗଢମାଳିଟି
ଚା ଥିଲେ ଆଶା ଅଛି
ପାଣି ପରେ ଯଦି ବେଶୀ ବ୍ୟବହୃତ
ଚା ନାମ ତା ‘ଦେଉଅଛି।

Related posts

ସହବାସ ସମ୍ବନ୍ଧ

satya

ପବିତ୍ର ସମ୍ପର୍କ

satya

ବ୍ଯାଚଲର ପାର୍ଟି

satya

Leave a Comment

Login

X

Register