କବିତାମୁଁ ସିନା ବସିଛି…satya20th July 2019 by satya20th July 20190916 ମୁଁ ସିନା ବସିଛି ହେଲେ ଆଖି ସାମ୍ନାରେ ଦେଖୁଛି ପୃଥିବୀରେ କେଉଁଠି କଅଣ ସବୁ ସେ ଘଟୁଛି ଗୋଟି ଗୋଟି କରି ସେ ସମସ୍ତ ବଖାଣି ବସୁଛି ମୋ ମାନସ ପଟରେ ଯାହା କିଛି