କବିତାଆମ ଗାଁ ହାଲଚାଲsatya16th January 2019 by satya16th January 20190715 ଆମ ଗାଁ ହାଲଚାଲ —by ସତ୍ୟ ପ୍ରକାଶ ସେଠୀ ଆମ ଗାଁ ହାଲଚାଲ ବେଶ୍ ମଜାଦାର ଏବେ ସହରଠୁ ଗାଁ ହେଲାଣି ବେହାଲ୍ ଏଠି ଆଉ ନାହିଁ ସାହୁକାର ଜମିଦାର ହେଲେ ଦଳାଦଳି ରାଜନୀତି
ଗଳ୍ପଆମ କଲୋନୀର ହାଲଚାଲsatya30th November 20181st December 2018 by satya30th November 20181st December 20185 1164 ଆମ କଲୋନୀର ହାଲଚାଲ —–by ସତ୍ୟ ପ୍ରକାଶ ସେଠୀ ପାଶ୍ଚାତ୍ୟ ସଭ୍ୟତା ଓ ଶିକ୍ଷାର ପ୍ରଭାବ ଓ ପ୍ରସାର ଫଳରେ ଏବର ଗ୍ରାମ୍ୟ ସଭ୍ୟତା ପ୍ରୟତଃ ଭାଙ୍ଗି ଯାଉଛି ବା ନୂଆ କରି ସହରୀ
ଗଳ୍ପମା’ମଲା ମାମଲା ଫିଟ୍satya16th October 201818th November 2018 by satya16th October 201818th November 20180803 ଦିନେ ଦୁଇ ଭାଇ ହିଡ ମୁଣ୍ଡ ଉପରେ ମୁଣ୍ଡ ଉପରେ ହାତ ଦେଇ ବସି ପଡିଥା’ନ୍ତି। ସଞ୍ଜ ନଇଁ ଆସୁଥାଏ, ହେଲେ କେହି କାହାକୁ କିଛି କହୁନଥା’ନ୍ତି। ଉଭୟଙ୍କ ମୁହଁ ଅଲଗା ଅଲଗା ଦିଗକୁ
ଗଳ୍ପଗାଁରୁ ଫେରୁଛି, ଗାଁ ହଜିଛି ।satya7th September 20188th September 2018 by satya7th September 20188th September 20180710 ସେଦିନ ଭଦ୍ରକରୁ ଭୁବନେଶ୍ୱର ଯିବାର ଥାଏ । ଏକ୍ସପ୍ରେସ୍ ଟ୍ରେନ୍ଟା ଡ଼େରିଥାଏ । ଲୋକାଲ୍ ଟ୍ରେନରେ ବସି ପଡ଼ିଲି । ସେପଟେ ଟିକିଏ ଭିଡ଼ଥାଏ । ଦଳେ ଗାଁଉଁଲି ଲୋକ ବସିଥାନ୍ତି; ସେଇଠି ବସି
କବିତାସରପଞ୍ଚ ବାବୁsatya25th August 201825th August 2018 by satya25th August 201825th August 20180594 ଗାଁ ସରପଞ୍ଚ ଭାରି ଚତୁର ନେତାଙ୍କର ସେ ଅଟେ ସୋଦର ଇନ୍ଦିରା ଆବାସ ଜ୍ୟୋତି କୁଟୀର ସୁବିଧା ସୁଯୋଗ ସବୁ ତା’ର ଯେଣୁ ନେଣ ଦେଣ କାରବାର କାମ ସରକାରୀ ଅଫିସର ଗ୍ରାମ ସଭାଠୁଁ