କବିତାହେ ଭକ୍ତ ବଂଶବଦsatya1st September 20181st September 2018 by satya1st September 20181st September 20180945 ହେ ରାଧା ରମଣ ରସ ରାଜ କୃଷ୍ନ ତୁମେ କି ସେହୁ ବିରାଟ କଟକ ଟଗର ମଥୁରା ନରେଶ ରହସ୍ୟ ସିନ୍ଧୁ ସମ୍ରାଟ।। 1 ସୃଷ୍ଟି ମୂଳାଧାର ନିୟତି ନିୟନ୍ତା ସକଳ ହେତୁ କାରଣ
କବିତାପ୍ଲାନେଡ଼ ଭିଲେଜ୍satya25th August 201825th August 2018 by satya25th August 201825th August 20180602 ଯେଉଁଠି ଶତାଂଶ ଅଶି ଭାଗ ଲୋକେ ଅଶିକ୍ଷା, ତିତିକ୍ଷା ଅନ୍ଧକାରେ ରହେ ସେ ଗାଁ ପରିମଳ ନିର୍ମଳ ନ ହେଲେ ଦେଶର ପ୍ରଗତୀ କି ଆଉ ସମ୍ଭବ? ବୁଭୂକ୍ଷା ଜନିତ ହତାଶାରେ ଆମେ ସଢେ
English PoemPeople I’m grateful forsatya22nd August 201826th August 2018 by satya22nd August 201826th August 201801158 I’m grateful to my parents Who have taught me to be caring in life I’m grateful to my teachers Who have taught me to be
କବିତାମନ ପରା ଗଙ୍ଗା ଜଳsatya3rd August 20183rd December 2018 by satya3rd August 20183rd December 20180854 ବହୁ ଦରକାରୀ ଜାଣି ରଖିଥାଅ ହେଲେ ହେଉ ତ୍ରୁଟି ଜନେ ଆଚରଣେ ଅବା କ୍ରିୟା କ୍ରମେ କିନ୍ତୁ ହୃଦ ଥାଉ ଠିକ୍ ସ୍ଥାନେ।। ହୃଦୟ ଯାହାର ଅଟଇ ନିର୍ମଳ ମନ ପରା ଗଙ୍ଗା ଜଳ