କବିତାସ୍ମୃତିsatya19th January 2019 by satya19th January 201901082 ସ୍ମୃତି ତୁମେ ଆସ …. ନିଶାର୍ଦ୍ଧରେ ରାତିର ଝଡ଼ ହୋଇ ମୋ ପଢ଼ା ଟେବୁଲ ପାଖ ଝରକା ବାଟ ଦେଇ ଆସ ମୁଁ ଶୁଣିଛି ତୁମକୁ ତୁମେ ବିଳିବିଳି ହେଉଥିବାର ଘୁମନ୍ତ ମେଘର ଗର୍ଜନରେ
କବିତାମୁଁ ଚାହେଁ ଜିଇଁବାକୁ ପୁଣି ଥରେsatya16th January 2019 by satya16th January 20190643 ମୁଁ ଚାହେଁ ଜିଇଁବାକୁ ପୁଣି ଥରେ ସେହି ମୁହୂର୍ତ୍ତ ଯେଉଁ ମୁହୂର୍ତ୍ତକୁ ଛାଡିଥିଲି ଦିନେ କେଉଁ ମୁହୂର୍ତ୍ତରୁ ଯେଉଁ ମୁହୂର୍ତ୍ତରେ ଟିକି ପିଲା ହୋଇ ବୁଳୁଥିଲି ଗାଁ ମଝି ଦାଣ୍ଡେ….. ଧୂଳି ଘର ବୋଉ