Satya Prakash
କବିତା

ପର ନିନ୍ଦା ପର ଚର୍ଚ୍ଚା

ମଣିଷର ଗୁଣ ପର ନିନ୍ଦା ଚର୍ଚ୍ଚା
ନିଜ ପ୍ରସଂଶାରେ ଝଳେ
ଅନ୍ୟର ଶରୀର ପୂତି ଗନ୍ଧମୟ
ଆପଣା କଥାର ମୂଳେ।। 1
ନିଜ କଥା କେବେ ଚିନ୍ତେ ନାହିଁ ଜନ
ନିଜକୁ ମଣେ ଈଶ୍ଵର
ଦୁନିଆଟା ତା ଲାଗି ଅସୁର
ସିଏ ଏକା ସୁର ବୀର।। 2
ଏମିତି ମଣିଷ ଦୁନିଆରେ କେତେ
ଭେଟୁଥିବ ତୁମେ ନିଜେ
ମୁଁ କିନ୍ତୁ କହିଲେ କହିବ ତୁମେଟି
କାହିଁକି କହୁଛ ବାଜେ।।
By ସତ୍ୟ ପ୍ରକାଶ ସେଠୀ

Related posts

World hypertension

satya

ଉତ୍କଳ ଦିବସ

satya

କୁମାର ପୂର୍ଣ୍ଣିମା

satya

Leave a Comment

Login

X

Register