Month : September 2018
ଯୋଗାଯୋଗ ଓ ସଂଯୋଗ
ଆମେ ପ୍ରତ୍ୟେହ ଯୋଗାଯୋଗ କରେ ପରସ୍ପର ମଧ୍ୟେ କେତେ ହେଲେ ସଂଯୋଗଟି ଥାଏ କାହା ସଙ୍ଗେ କହି ପରିବାକି କିଏ? 1 ସଂଯୋଗଟି ନୂହେଁ ଯୋଗାଯୋଗ ପରା ଭିନ୍ନ୍ ସେ ଏକ ମର୍ମାର୍ଥ ଯୋଗାଯୋଗ
ମଜାଟି ଚାଖିବୁ ଚୋଖା
ତୁମର ବିଶ୍ବାସ ହେଉକି ନ ହେଉ ମୁଁ କିନ୍ତୁ ତାଙ୍କୁ ଭେଟିଛି ଯାଉଥିଲି ଦିନେ ବାଟେ ବାଟେ ଚାଲି ଆସୁଥିଲେ ସିଏ ଧାଇଁ ।।1 ଠିକଣା ଯାଗାରେ ଭେଟା ଭେଟି ହେଲା ପଚାରି ବୁଝିଲି
ଐକାନ୍ତିକ ଇଚ୍ଛା
ମୋର ଗୋଟେ କାହିଁ ଐକାନ୍ତିକ ଇଚ୍ଛା ତୁମକୁ ପାରୁନି କହି କି ଲାଭେ ଜୀବନେ ନ ପାଇଲି ଯେବେ ଦରଶନ ଗୋଟେ ସେହି।। 1 ତୁମ ଇସାରାରେ ସୃଷ୍ଟି ସଂରଚନା ମୁଁ ତହିଁ ଯେ
ଆପଣାର କିଏ?
ମୋଠୁଁ ମୋର ଏଡ଼େ ଆପଣାର କିଏ ଖୋଜିଛି ଅନେକବାର ପ୍ରଶ୍ନର ଉତ୍ତର କାହିଁ ତ ପାଇନି ତହିଁ ସଠିକ୍ ଉତ୍ତର।।1 ବେଳେ ବେଳେ ଏତେ ପାଉଥିବା ଭଲ ମୋର ନୂହେଁ ମୋ ଶରୀର ତଥାପି
ମୁଁ ଯଦି ଏବେଠୁଁ ଯା’ନ୍ତି ମରି
ମୁଁ ଯଦି ଏବେଠୁଁ ସତେ ଯା’ନ୍ତି ମରି କାହାର କଣ’ଟେ ଯା’ନ୍ତା ବିଶେଷ ବା କିଛି ସେମିତି ଗୋଟାଏ କ’ଣ ଫରକ ପଡ଼ନ୍ତା? 1 ବଞ୍ଚିଥିଲା ବେଳେ ଖୁବ୍ ବାଣ୍ଟୁଥିଲି ଅନୁଗତ ଥିଲେ ଥୋକେ
ମୁକ୍ତି ଗଙ୍ଗା
ମୋ ଏ ଜୀବନରେ ସମସ୍ତ ଔଦ୍ଧତ୍ୟ ଗର୍ବ ଭାଙ୍ଗି ଗଲା ପରେ ମୁଁ ଯେ ନିରୁପାୟ ଉପାୟଟି ଶୂନ୍ୟ ଶରଣାପନ୍ନ ମୁଁ ତୋରେ।। 1 ମାଇଲେ ମାରିବୁ ରଖିଲେ ରଖିବୁ ତୁଇ ମୋର ଶେଷ
ମୁଁ – ଏକ ଅନ୍ୱେଷଣ
ମୁଁ – ମୁଁ କିଏ? ମୁଁ – ଅତୀତ? ବର୍ତ୍ତମାନ?? ଭବିଷ୍ୟତ??? ମୁଁ -ଏକ ଅନ୍ୱେଷଣ ସମସ୍ତ ଖୋଜ୍ ର ଅନ୍ତରାଳେ ମୁଁ କି ଚିର ଭାସ୍ବର ଯାହାକୁ ଖୋଜିଛି ମଣିଷ ମୁଁ କି
ହେ ଭକ୍ତ ବଂଶବଦ
ହେ ରାଧା ରମଣ ରସ ରାଜ କୃଷ୍ନ ତୁମେ କି ସେହୁ ବିରାଟ କଟକ ଟଗର ମଥୁରା ନରେଶ ରହସ୍ୟ ସିନ୍ଧୁ ସମ୍ରାଟ।। 1 ସୃଷ୍ଟି ମୂଳାଧାର ନିୟତି ନିୟନ୍ତା ସକଳ ହେତୁ କାରଣ