କବିତାଝିଣ୍ଟିକା ଓ ବଣିsatya16th June 2019 by satya16th June 201901464 ଝିଣ୍ଟିକା ଓ ବଣି —-by ସତ୍ୟ ପ୍ରକାଶ ସେଠୀ ଝିଣ୍ଟିକା ପରାଏ କ୍ଷୁଦ୍ର ଜୀବ ମାରି ବଣି ପୋଷିଲେ କି ହେବ ଗୋଟେ ପ୍ରାଣୀ ପାଇଁ କୋଟିଏ ମାରିଲେ ପାପ ଭାର କି କମିବ।।
କବିତାଶାଗ ଖିଆ ଓ ପେଜ ଖିଆsatya16th June 2019 by satya16th June 20190607 ଶାଗ ଖିଆ ଓ ପେଜ ଖିଆ –by ସତ୍ୟ ପ୍ରକାଶ ସେଠୀ ଶାଗ ଖିଆକୁ ତ ପେଜ ଖିଆ ପରା ପାରେନି ମୋଟରୁ ଦେଖି ଏଡ଼େ ଅସହିଷ୍ଣୁ ଯେଉଁଠି ସମାଜ ଚଳିବା କି ଜଗି
କବିତାକୁମ୍ଭୀର ଓ ଗଜsatya16th June 2019 by satya16th June 20190773 କୁମ୍ଭୀର ଓ ଗଜ —by ସତ୍ୟ ପ୍ରକାଶ ସେଠୀ ଗଜ ସିନା ସିଏ ବନସ୍ତର ରାଜା ଜଳ ମଧ୍ୟେ ଶକ୍ତିହୀନ କୁମ୍ଭୀରର ବଳ ହୋଇପାରେ ନ୍ୟୁନ ଜଳେ କିନ୍ତୁ ଶକ୍ତିମାନ।। ଖାଅ କି ନ
କବିତାପେଟ ଓ ଭୋକsatya16th June 2019 by satya16th June 20190776 ପେଟ ଓ ଭୋକ ——by ସତ୍ୟ ପ୍ରକାଶ ସେଠୀ ପେଟରେ ଭୋକ ତ ମୁହଁରେ ଲାଜ ଉଦର ଭରିବ କେମିତି ଭଜ।। ମନର ଭାବ ତ ମନରେ ମରେ କାହାକୁ ନକହି ଭିତରେ ଜଳେ।।
କବିତାକୂଅ ଓ ବେଙ୍ଗsatya13th June 2019 by satya13th June 20190699 କୂଅ ଓ ବେଙ୍ଗ —by ସତ୍ୟ ପ୍ରକାଶ ସେଠୀ କୂଅ ପରି ଗୋଟେ ନିବୁଜ କୋଠରୀ ବାହ୍ୟ ପ୍ରଭାବରୁ ମୁକ୍ତ ନିଜକୁ ମଣଇ ଜଗତ ଠାକୁର କୂଅ ଭିତରର ବେଙ୍ଗ।। ବାହ୍ୟ ଜଗତରୁ ଦୂରେ
କବିତାବେଙ୍ଗ ଫୁଲାsatya13th June 2019 by satya13th June 20193 853 ବେଙ୍ଗ ଫୁଲା —-by ସତ୍ୟ ପ୍ରକାଶ ସେଠୀ ବେଙ୍ଗୁଲୀ ନାନୀର ଔଦ୍ଧତ୍ୟ ଦେଖୁନ ଗର୍ବେ ଫୁଲାଉଛି ଛାତି ଟେକା କଥାରେ ତ ମନ ଉଲ୍ଲସିତ ଭ୍ରମିତ ହେଲାଣି ମତି।। ନିଜ ପ୍ରଶଂସାରେ ଝଲ୍ଲସିତ ପରା
କବିତାଘର ଢିଙ୍କି କୁମ୍ଭୀରsatya13th June 2019 by satya13th June 20190883 ଘର ଢିଙ୍କି —-by ସତ୍ୟ ପ୍ରକାଶ ସେଠୀ ଘର ଢିଙ୍କି ଯେବେ କୁମ୍ଭୀର ହୋଇବ କାହାକୁ କହିବ ଦୁଃଖ ଗୋଡାଇ ଖାଇବ ଉଦର ଭରିବ ପେଟରେ ରଖିଣ ଭୋକ।। ଆପଣା ଲୋକ ସେ ଶତୃ
BookMy biosatya13th June 201916th June 2019 by satya13th June 201916th June 20190818 1. Details about me Name- Satya Praksh Sethy Date of Birth- Age – 51 yrs Father’s Name- Purusottam Sethy, EX-M. L. A from Bhandari pokhari
କବିତାହଳଦୀ ବସନ୍ତsatya12th June 2019 by satya12th June 20195 1120 ହଳଦୀ ବସନ୍ତ ଓ କାଉ By ସତ୍ୟ ପ୍ରକାଶ ସେଠୀ ଚତୁର ତ କାଉ କଥା କହି ଜାଣେ କଥାରେ ପକାଏ ସର ହଳଦୀ ବସନ୍ତ ନରମା ବିଚରା ମୁଣ୍ଡ ଆଉଁଷିବା ସାର ।।0
କବିତାକଜଳ ପାତିଆ ଭଦ୍ରଲୋକsatya12th June 2019 by satya12th June 20190897 କଜଳ ପାତିଆ ଭଦ୍ରଲୋକ —-by ସତ୍ୟ ପ୍ରକାଶ ସେଠୀ କଜଳ ପାତିଆ ଭଦ୍ରଲୋକ ପରା ତେର ଘର ଦେବେ ଭାଙ୍ଗି ଏ ଘର ମାଉସୀ ସେ ଘର ପିଉସୀ କାନେ ଦେବେ ମନ୍ତ୍ର ଫୁଙ୍କି।।