କବିତାକାଉ ଓ ହଳଦୀ ବସନ୍ତsatya12th June 2019 by satya12th June 20190910 କାଉ ଓ ହଳଦୀ ବସନ୍ତ —by ସତ୍ୟ ପ୍ରକାଶ ସେଠୀ ଚତୁର କି କାଉ କଥା କହି ଜାଣେ ସିଦ୍ଧି ହୁଏ ତା’ର ଭାଇ ହଳଦୀ ବସନ୍ତ ନରମା ବିଚରା ଶରଣ ପଶଇ ଯାଇ।।
କବିତାକାଉ ଓ କୋଇଲିsatya12th June 2019 by satya12th June 201901031 କୋଇଲି ବସାରେ କାଉ ଅଣ୍ଡା ଦେଲା ଅଣ୍ଡା ଫୁଟି ଛୁଆ ହେଲା କୋଇଲି ପାଳିଲା କାଉର ଛୁଆକୁ ବାତ୍ସଲ୍ୟ ପ୍ରେମେ ପଡ଼ିଲା।। ଲାଳନେ ପାଳନେ ମହତ୍ତ୍ୱ ରହୁନି ମୁଣ୍ଡକୁ ପାଇଲେ ହାତ ଛୁଆ ଉଡ଼ିଗଲେ
କବିତାମାଙ୍କଡ଼ ଓ କୋଇଲିsatya12th June 2019 by satya12th June 20190608 ମାଙ୍କଡ଼ ଓ କୋଇଲି —-by ସତ୍ୟ ପ୍ରକାଶ ସେଠୀ ଭଲ୍ଲୁକ ରାଜା ତ ଲାଞ୍ଚୁଆରେ ଭାଇ ପଣସ ଦେଖି କି ବର କୋଇଲି ବିଚରା ବାଜି ହାରିଯାଏ ଜିତା ପଟ ମାଙ୍କଡ଼ର।। 0 ଜୋହର
କବିତାସୁର ଓ ଅସୁରsatya12th June 2019 by satya12th June 20190675 ଅସୁର ଦେବତା ଲଢେଇର ଶେଷେ ଜିତଇ ଦେବତା ବଳ ମିଥ୍ୟା ପଥେ ଥାଏ କଣ୍ଟକ ଯନ୍ତ୍ରଣା ହାରିବେ ଅସୁର ଦଳ।। 0 ଅନ୍ୟାୟ ଯୁଦ୍ଧରେ ହାରିବାଟା ତୟ ପରାଭବ ଗ୍ଲାନି ଭଜ ଅନୀତି ଦୁର୍ନୀତି
କବିତାପୋଖରୀ ଓ ତଟିନୀsatya12th June 2019 by satya12th June 20190861 ପୁଷ୍କରଣୀ ଜଳ ଆବର୍ଜନେ ପୂର୍ଣ୍ଣ ନିର୍ଗମନ କ୍ରିୟା ହୀନ ଚିର ସ୍ରୋତସ୍ୱିନୀ ସ୍ରୋତ ପ୍ରବାହରେ କାଚ କେନ୍ଦୁ ଜଳଧାର।।0 ରକ୍ତ ପ୍ରବାହରେ ପ୍ରବହମାନ ଯେ ଚଳ ଚଞ୍ଚଳତା ଆସେ ନୋହିଲେ ସ୍ଥାଣୁତା ଘୋଟେ ଶର୍ବରୀରେ
କବିତାପଦ୍ମ ଓ ପଙ୍କsatya12th June 2019 by satya12th June 20190677 ପଙ୍କ ଓ ପଦ୍ମ —–by ସତ୍ୟ ପ୍ରକାଶ ସେଠୀ ପଦ୍ମ ଫୁଟେ ପରା ଗାଡ଼ିଆ ଭିତରେ ପଙ୍କିଳ ପଙ୍କ ତା ଘର ଅତି ରୂପମୟୀ ଲାବଣ୍ୟ ନିଧିଟି ସବୁଠି ଆଦର ତା’ର।। 0 ଅନାଥ
କବିତାସାପ ଓ ନେଉଳsatya12th June 2019 by satya12th June 201901017 ନେଉଳ ଓ ସାପ —-by ସତ୍ୟ ପ୍ରକାଶ ସେଠୀ ସାପ ନେଉଳର କଳି କେଉଁ କାଳୁ ଶତୃତା ଜୀବନ ଭରି ଜଣେ ଆରକକୁ ଦେଖି ଝାମ୍ପି ପଡ଼େ ଦେବକି ଏ କ୍ଷଣି ମାରି ।।
କବିତାପଶୁ ଓ ମଣିଷsatya11th June 2019 by satya11th June 20190678 ପଶୁ ଓ ମଣିଷ —by ସତ୍ୟ ପ୍ରକାଶ ସେଠୀ କୁକୁର ଆମର ଭାରି ପ୍ରିୟ ଜନ ଘର ଭିତର ଠାକୁର ଚାକର ଗୁଡ଼ାକ ପଶୁ ତୁଲ୍ୟ ପରା ତାଙ୍କ କଥା କାଁ ପଚାର।। 0
କବିତାଠେକୁଆ ଓ କଇଁଛsatya11th June 2019 by satya11th June 20190870 ଠେକୁଆ ଓ କଇଁଛ —-by ସତ୍ୟ ପ୍ରକାଶ ସେଠୀ କଇଁଛ ଲକ୍ଷଣ ନିରବଚ୍ଛିନ୍ନ ତ ଧୈର୍ଯ୍ୟ ସହକାରେ ଗତି ଠେକୁଆଟା ପରା ଭାରି ଅଳସୁଆ ଘଡିକେ ବିରାମ ମତି।। 0 ପରିଶ୍ରମ ଫଳ ବେକାର
କବିତାଶୃଗାଳ ଓ ଛାଗsatya11th June 2019 by satya11th June 20190879 ଶୃଗାଳ ଓ ଛାଗ —by ସତ୍ୟ ପ୍ରକାଶ ସେଠୀ ଶୃଗାଳ ଗର୍ତ୍ତରେ ପଡି ଛଟପଟ ଉପାୟ ପାଞ୍ଚିଲା ବସି ଛଳରେ ଶିକାର ନଭାବି ନଚିନ୍ତି ଛାଗ ଗଲା ଗର୍ତ୍ତେ ପଶି। ।0 ଛଳ କପଟକୁ