କବିତାତାର ଓ ଲୌହ ଦଣ୍ଡsatya11th June 2019 by satya11th June 20190587 ତାର ଓ ଲୌହ ଦଣ୍ଡ —-by ସତ୍ୟ ପ୍ରକାଶ ସେଠୀ ତାର କମନୀୟ ନମନୀୟ ଗୁଣ ନୁଆଁଇ ଦିଏ ସେ ମୁଣ୍ଡ ଲୌହ ଦଣ୍ଡ କିନ୍ତୁ ଯେତେ ଶକ୍ତ ଥାଉ ବେଳ ପଡ଼ିଲେ ଦି
କବିତାଗାଡ଼ିଆ ଓ ନଦୀsatya10th June 201910th June 2019 by satya10th June 201910th June 20190590 ପୁଷ୍କରଣୀ ଜଳ ଆବର୍ଜନେ ପୂର୍ଣ୍ଣ ଆଗମନ କ୍ରିୟା ହୀନ ଚିର ସ୍ରୋତସ୍ୱିନୀ ସ୍ରୋତ ପ୍ରବାହରେ କାଚ କେନ୍ଦୁ ଜଳଧାର।।0 ରକ୍ତ ପ୍ରବାହରେ ପ୍ରବହମାନ ଯେ ଚଳ ଚଞ୍ଚଳତା ଆସେ ନୋହିଲେ ସ୍ଥାଣୁତା ଘୋଟେ ଶର୍ବରୀରେ
କବିତାଅମ୍ବ ଆମ୍ବଡାsatya10th June 2019 by satya10th June 20190819 ଆମ୍ଭ ହେଉ ଅବା ଆମ୍ବଡା —-by ସତ୍ୟ ପ୍ରକାଶ ସେଠୀ ଆମ୍ବ ହେଉ ଅବା ଆମ୍ବଡା ଫଳ ସେ ପକ୍ଵ ଫଳ ପରା ମିଠା କଞ୍ଚା ଫଳ ଗୁଣ କେମିତି କହିବା ନ ଚାଖି
କବିତାଗୁଡ଼ି ଓ ବିହଙ୍ଗsatya10th June 2019 by satya10th June 20190717 ଗୁଡ଼ି ଓ ବିହଙ୍ଗ —–by ସତ୍ୟ ପ୍ରକାଶ ସେଠୀ ଗୁଡି ଉଡ଼ିଲେ ବି ସୁଉଚ୍ଚ ଆକାଶେ ଡୋର ଥାଏ କାହା ହାତେ ପକ୍ଷୀ କିନ୍ତୁ ଉଡେ ଡେଣା ଟେକି ତା’ର ଘୂରେ ନିଜ ଇଚ୍ଛାମତେ।।
କବିତାଅନ୍ଧାର ଓ ଆଲୁଅsatya10th June 2019 by satya10th June 20190698 ଅନ୍ଧାର ଓ ଆଲୁଅ —–by ଅନ୍ଧାର ଆଲୁଅ ଉଭୟ ଥାଆନ୍ତି ଖାଲି ହୋଇଗଲେ ଗୋଟେ ଶୂନ୍ୟ ସ୍ଥାନଟି ଯେ ପୂରଣ ସକାଶେ ଅନ୍ୟଟି ଧସେଇ ପଶେ।। 0 ଉତ୍ତପ୍ତ ଗ୍ୟାସୀୟ ଉଠେ ଉପରକୁ ଶୀତଳ
କବିତାଗୋଡ଼ି ଓ ସିମେଣ୍ଟsatya10th June 2019 by satya10th June 20190620 ଗୋଡ଼ି ଓ ସିମେଣ୍ଟ —by ସତ୍ୟ ପ୍ରକାଶ ସେଠୀ ଗୋଡ଼ି ଓ ସିମେଣ୍ଟ ଉଭୟ ଜରୁରୀ ଘରଠିଁ ଥିଲେ ତ ମତି ଗୋଟେ ପରା ଟାଣ ଅନ୍ୟଟି ନରମ ମିଶିଲେ ସୁଦୃଢ ସ୍ଥିତି। ।0
କବିତାହିମପ୍ରବାହ ଓ ଅଗ୍ନିବର୍ଷାsatya9th June 20199th June 2019 by satya9th June 20199th June 20190696 କିଏ କହେ ଅବା ହିମ ପ୍ରବାହରେ କେ କହେ ଅଗ୍ନିବର୍ଷାରେ ବିନଷ୍ଟ ହୋଇବ ସ୍ରୁଷ୍ଟି ସଂରଚନା ଏ କଥା ସତସିଦ୍ଧରେ।।0 ଅହମିକା କ୍ରୋଧ ଲୋଭର ପ୍ରାବଲ୍ୟେ ଧ୍ବଂସ ହୋଇଯିବ ଧରା ଅସହିଷ୍ଣୁପଣ ଘୃଣାର ଆଧିକ୍ୟେ
କବିତାନୁଆଁଣିଆ ଚାଳsatya7th June 2019 by satya7th June 20190568 ଲୋକାଚାରର ତ ସୁଦୂର ପ୍ରସାରୀ ପ୍ରଭାବ ଯେ ରହିଥାଏ ଜନ ମାନସକୁ ଆନ୍ଦୋଳିତ ଯାହା ଅହରହ କରିଥାଏ।। 0 ଘରୁ ବାହାରୁଣୁ ବାଜି ଗଲା ଚାଳ ନୂଆଁଣିଆ ଚାଳ ରୋକେ ତୁଣ୍ଡ ବାଇଦ ତ
କବିତାବିଲେଇର ଛିଙ୍କsatya6th June 20197th June 2019 by satya6th June 20197th June 20190912 ସକାଳୁ ସକାଳୁ ଘରୁ ବାହାରୁଣୁ ଛିଙ୍କି ଦେଲା ଗୋଟେ ବିଲି ବଦଳି ଗଲା ମୋ ଗନ୍ତବ୍ୟ ପଥଟି ଦଣ୍ଡେ ମୁଁ ଅଟକି ଗଲି।। ପରିବର୍ତ୍ତନ ମୋ ଆସିଗଲା ଗୋଟେ ଭାବନା ବଦଳି ଗଲା ଘଟିବାର
କବିତାକ୍ରିକେଟ କ୍ରେଜ୍satya4th June 20196th June 2019 by satya4th June 20196th June 20194 632 କ୍ରିକେଟ କ୍ରେଜ୍ —by ସତ୍ୟ ପ୍ରକାଶ ସେଠୀ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ଦେଖିଣ ମନେ ଉପୁଜଇ ଶଙ୍କା ଭାରତର ଦେଖି ବିଜୟର ଯାତ୍ରା ବିରୋଧୀଙ୍କ ମୁହଁ ବଙ୍କା।। o ଦଶଟି ଦଳ ତ ଭାଗ