ଗଳ୍ପଶିବ ଚରଣ – ଏକ ଅମ୍ଲାନ ପ୍ରତିଭାsatya19th July 2019 by satya19th July 20191638 ଓଡ଼ିଶାର ଅଖ୍ୟାତ ପଲ୍ଲୀ ବିଖ୍ୟାତ ଗ୍ରାମ ହେଉଛି ରାଜୁଆଳି ବିନ୍ଧା। କିଏ, କେବେ ଓ କାହିଁକି ଏହି ଗ୍ରାମଟି ବସେଇଥିଲା ତାହାର କୌଣସି ସାକ୍ଷ୍ୟ ପ୍ରମାଣ ନାହିଁ ବା ଐତିହାସକ ତଥ୍ୟ। ତଥାପି ଏହି
ପ୍ରବନ୍ଧସାଇ – ଜୀବନ ଗଣିତsatya17th July 201918th July 2019 by satya17th July 201918th July 20192 1486 ସାଇ – ଉପକ୍ରମଣିକା ————————— ସାଇ ଏକ ନାମ ବିଶେଷ ନୂହେଁ, ସାଇ ଏକ ବିରାଟ ଅନୁଷ୍ଠାନ। ସାଇ ଦର୍ଶନ ଓ ସାଇ ତତ୍ତ୍ଵ ସମସ୍ତଙ୍କର ଧେୟ ଓ ଅନୁକରଣୀୟ ହେବା ଉଚିତ୍, କାରଣ
Bookଗାଁରୁ ସିନେଟ୍ ଯାଏଁ ପୁସ୍ତକsatya16th July 2019 by satya16th July 20190679 ଉତ୍ସର୍ଗ ——– ମୋ ବଡ଼ ଭଉଣୀ – ମାନେ କମଳା ଦେଇ, ଜଣେ ସରଳ ନିଷ୍କପଟ ମଣିଷ ଭବରେ ବେଶ୍ ଜଣାଶୁଣା। ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲି ସେ ହୋଇଥିଲା ପରଘରୀ। ତେଣୁ
English PoemYes, I Must Warn Yousatya14th July 2019 by satya14th July 20190868 Yes, I must warn you Because some people in your entourage tormented with terrible jealousy. Once they learn your good fortune they will try to
English PoemOh!My Dearsatya14th July 2019 by satya14th July 20190906 Oh! my dear ,I sat at my work table Emptied my mind completely Then Concentrated only on you Saw difficulties, sadness and solitude hovering round
କବିତାବନୀକରଣsatya13th July 2019 by satya13th July 20190851 ଜଳବାୟୁର ତ ପରିବର୍ତ୍ତନରେ ଗ୍ରୀଷ୍ମ ପ୍ରବାହ ବଢୁଛି ବରଫ ଚଟାଣ ହ୍ରାସ ପାଏ ବେଗେ ସମୁଦ୍ର ସ୍ଥର କମୁଛି। ସମୁଦ୍ର ପତ୍ତନ ଉପରି ଭାଗର ଜଳବାୟୁ ବଦଳୁଛି ସାମୁଦ୍ରିକ ଝଡ଼ ଉତ୍ପତ୍ତି ତହିଁରୁ କ୍ଷୟକ୍ଷତି
Bookବିଶେଷ ବିଶେଷତା ପୁସ୍ତକsatya12th July 201915th July 2019 by satya12th July 201915th July 20190948 ଉତ୍ସର୍ଗ ——– ଆମେ ଦୁଇ ଭାଇ ଓ ତିନି ଭଉଣୀ ବାପାମାଆଙ୍କର କ୍ରୋଡମଣ୍ଡନ କରି ଜନ୍ମ୍ ହୋଇଥିଲେ ହେଁ ମୋର ସବୁଠାରୁ ପ୍ରିୟ, ମୋର ପ୍ରିୟ ଭଉଣୀ- ମୋ ମଝିଆ ଭଉଣୀ, ମାନେ- ବିମଳା
କବିତାଫଳନ୍ତି ଓ ଅଫଳନ୍ତି ବୃକ୍ଷsatya11th July 2019 by satya11th July 20190632 ଫଳନ୍ତି ବୃକ୍ଷ ତ ନମ୍ରତାର ଗୁଣ ତଳକୁ ଯାଏ ସେେ ନଇଁ ଅଫଳନ୍ତି ଗଛ ଉପରକୁ ଦେଖେ ସ୍ଵର୍ଗକୁ ଯିବକି ଛୁଇଁ।। ଗୁଣୀ ଜନ ଗୁଣ ନମ୍ରତାର ଫଳ କହେ ବିନୟ ବଚନ ମୁର୍ଖଙ୍କର
Bookବିଚିତ୍ର ବର୍ଣ୍ଣାଳୀ ପୁସ୍ତକsatya10th July 201910th July 2019 by satya10th July 201910th July 201901088 ଅଳ୍ପ କଥା ———— କବିତା ହେଉଛି କବିର ଭାବନା। ଭାବନାର ଉଚ୍ଛ୍ୱଳ ଜଳଧି ତରଙ୍ଗରେ ତରଙ୍ଗାୟିତ ହୋଇ ସେ କବିତା ଲେଖେ। ଭାବୁକତା ତା’ର ଧର୍ମ। ଭାବନା ରାଜ୍ୟରେ ସେ ଘୂରି ବୁଲୁବୁଲୁ ହୀରା,
Bookମନ ପାରା ପୁସ୍ତକ ସଂକଳନsatya5th July 20195th November 2019 by satya5th July 20195th November 201901679 ଉତ୍ସର୍ଗ ——– ମୋତେ ସାହିତ୍ୟର ସାଧନା ଓ ମାତୃଭାଷାର ପୂଜା କରିବା ପାଇଁ ପ୍ରେରଣା ଟିକକ ମିଳିଥିଲା ଠିକ୍ ଯେଉଁଦିନ ସରଳ ଶିଶୁର ତରଳ ମନ ନେଇ ମୁଁ ଆମ ପରିବାରର ପରମ ଆରାଧ୍ୟା