Uncategorisedରୋଜି ଡେsatya27th September 202027th September 2020 by satya27th September 202027th September 20200524 ରୋଜି ଡେ କ୍ୟାନସର୍ ଏକ ଦୁରାରୋଗ ବ୍ୟାଧିସହଜେ ହେଉନି ଭଲତଥାପି ପ୍ରୟାସ ଜାରି ରହି ଅଛିଦେଖିବାକୁ ବାକି ଫଳ।।ମିଳେନିୟମ ରୋଜି ବିରାଟ ଧନୀକତଥାପି ପୀଡ଼ିତ ରୋଗେକୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ଯରକତ କର୍କଟ
Uncategorisedଦରମାsatya22nd September 202022nd September 2020 by satya22nd September 202022nd September 20200498 ସମାନ ଦରମାBy ସତ୍ୟ ପ୍ରକାଶ ସେଠୀବିଛଣା ଛାଡି ମୁଁ ଦାଣ୍ଡକୁ ଆସିଲିଦେଖିଲି ସୂର୍ଯ୍ୟର ଆଭାସ୍ଵର୍ଣ୍ଣାଭ କିରଣ ବିଛୁରି ପଡିଛିଆହାଃ କି ସୁନ୍ଦର ଶୋଭା ।।ପୂର୍ବ ଆକାଶଟା ରକ୍ତିମ ଦିଶୁଛିସିନ୍ଦୂରା ପଡୁଛି ଫାଟିଶୁଲି ଶୁଲିଆ ତ
Uncategorisedଚଢେଇsatya12th September 202012th September 2020 by satya12th September 202012th September 20200616 ଚଢେଇBy ସତ୍ୟ ପ୍ରକାଶ ସେଠୀସକାଳୁ ସକାଳୁ ବିଛଣାରୁ ଉଠିଦେଖିଲି ଚଢେଇ ଦଳେଖାଇ ହେଉଛନ୍ତି ବୁଲି ଲାଗୁଛନ୍ତିଅନ୍ନ ଖୋଜୁଛନ୍ତି ବେଳେ।।କିଚିରି ମିଚିରି ଶବ୍ଦରେ ତାଙ୍କରନିଦ ଯାଉଥିଲା ଥିଲା ଭାଙ୍ଗିଭାବିଲି ଫିଙ୍ଗିବି ଟେକା କି ପଥରପାରିଲିନି ବସା
Uncategorisedନଦୀ ଦିବସsatya6th September 20206th September 2020 by satya6th September 20206th September 20200476 ବିଶ୍ଵ ନଦୀ ଦିବସLast Sunday SeptBy ସତ୍ୟ ପ୍ରକାଶ ସେଠୀନଦୀ ସଭ୍ୟତାଟି ପ୍ରାଚୀନତମ ଯେସଭ୍ୟତାର ଅଭ୍ୟୁଦୟସମ୍ଭବ ଥିଲା ସେ ନଦୀ କୂଳେ ଦିନେଏବେ ସିନା ଯତ୍ର ତତ୍ର। ।ନଦନଦୀ ଭରା ଭାରତ ଭୂଖଣ୍ଡପୃଥିବୀର ତିନି
Uncategorisedପ୍ରଣବଦାsatya4th September 20204th September 2020 by satya4th September 20204th September 20200473 ପ୍ରଣବ ମୂଖାର୍ଜୀBy ସତ୍ୟ ପ୍ରକାଶ ସେଠୀପ୍ରଣବ ମୂଖାର୍ଜୀ ଥିଲେ ପୁର୍ବତନଭାରତର ରାଷ୍ଟ୍ରପତିବିଚକ୍ଷଣ ବୁଦ୍ଧି ବଳିଷ୍ଠ ବ୍ୟକ୍ତିତ୍ଵଅତି ପ୍ରତ୍ୟୁତ୍ପନ ମତି।।ହଠାତ୍ ଦେହାନ୍ତ ଖବର ଦୁଃଖଦଦେଶକୁ ଶକତ ଧକ୍କାଭଗବାନ ଲୀଳା ସ୍ରୁଷ୍ଟି ସଂରଚନାଅଦୃଷ୍ଟ ହାତରେ ବନ୍ଧା।।ପ୍ରଣବ ମୂଖାର୍ଜୀ
Uncategorisedଖାଦ୍ୟ ଦିବସsatya4th September 20204th September 2020 by satya4th September 20204th September 20200468 ଖାଦ୍ୟ ସୁରକ୍ଷା ଦିବସBy ସତ୍ୟ ପ୍ରକାଶ ସେଠୀଜାଣିଛ କି ବନ୍ଧୁ ଏକ ତୃତୀୟାଂଶଖାଦ୍ୟ ପଦାର୍ଥ ଯେ ନଷ୍ଟଟିକିଏ ସଚେତ ସଚେତନ ହେଲେପାଇବାନି ଆନ୍ନ କଷ୍ଟ।।କୋଭିଡ କାଳର ମହାମାରୀ ହେତୁଖାଦ୍ୟାଭାବ ଯାଏ ବଢ଼ିହା ଅନ୍ନ ଚିତ୍କାର
Uncategorisedବ୍ଲାକ୍ ଟପ୍satya2nd September 20202nd September 2020 by satya2nd September 20202nd September 20200500 ବ୍ଲାକ୍ ଟପ୍—-by ସତ୍ୟ ପ୍ରକାଶ ସେଠୀଚାଇନା ସାଙ୍ଗକୁ ପାକିସ୍ଥାନ ମିଶିଯୁଦ୍ଧ କରିବାକୁ ମନହେଲେ ଭାରତକୁ ଦେବା ପରାଭବସହଜ ହେବନି ଧନ।।ଚାଇନା ଭାରତ ମୁହାଁମୁହିଁ ଆଜିସୀମାନ୍ତରେ ସୈନ୍ୟ ଦଳବ୍ଲାକ୍ ଟପ୍ କଲା କବଜା ଭାରତଦେଖାଇଲା ନିଜ