Satya Prakash
କବିତା

ତୁମରି ସାନ୍ନିଧ୍ୟ ବଡ଼

ତୁମରି ସାନ୍ନିଧ୍ୟ ବଡ଼
By ସତ୍ୟ ପ୍ରକାଶ ସେଠୀ
ସାଇ ତୁମେ ସଦା ରହସ୍ୟ ଘେରରେ
ଖୋଜିଲେ ମିଳନା କାହିଁ
ଖୋଜିଛି ତୁମକୁ କେତେ ଆଡ଼େ ହୋଇ
କେଉଁଠି ପାଇଲି ନାହିଁ।।
ମାନବବାଦର ଜୟଗାନ କଲ
ମାନବେ ପ୍ରୀତି ବାଣ୍ଟିଲ
ମାନବତା ଗୁଣ ଭରପୂର ତୁମ
ଜନତା ହୃଦେ ଥାକିଲ।।
ସକଳ ମଣିଷ ତୁମକୁ ଝୁରୁଛି
ତୁମରି ସାନ୍ନିଧ୍ୟ ବଡ଼
ସେ ସାନ୍ନିଧ୍ୟତା ମିଳନ୍ତା କି ଭାଗ୍ୟେ
ଆସନ୍ତା ଯେ ଗୋଟେ ମୋଡ଼। ।
27.11 2019

Related posts

ଦଇନୀ

satya

ଅଜବ ମଣିଷ

satya

National anti terrorism day

satya

2 comments

Sex Rooms 26th April 2020 at 1:12 pm

Appreciate the useful info

Reply
Jennytut 27th July 2020 at 3:11 pm Reply

Leave a Comment

Login

X

Register