Author : satya
ବିଶ୍ଵ ମହିଳା ଦିବସ
ଶିକ୍ଷା ସଂସ୍କୃତିର ନୋହିଲେ ବିକାଶ ହଟିବନି ଅନ୍ଧକାର ନାରୀ ଜାଗରଣ ନାରୀ ଜାଗୃତିଟି ତହୁଁ ବଳି ଶ୍ରେୟସ୍କର ।।1 ଅର୍ଦ୍ଧାଧିକ ଯେଣୁ ମାନବ ସମ୍ବଳ ଅଟଇ ମହିଳା ବଳ ସେ ମହିଳାଙ୍କର ନୋହିଲେ ବିକାଶ
ରାଜନୀତିବାଲା
ନୋଟ୍ ସର୍ବସ୍ଵ ଯେ ଆମ ଭୋଟ୍ ପାଲା ରାଜନୀତିଟା ବଢିଆ ରାତି ଅଧିଆ ବଡ଼ ଲୋକ ପରା ରାଜନୀତି ଆଡ଼େ ବୁଲିଆ।। ନିର୍ବାଚନ ବେଳ ପାଖେଇ ଆସିଲା ମାର୍କେଟେ ଗରମ ବଢେ ନେତାଙ୍କର ଭାଉ
ତୁମକୁ ପଦେ – କହିବି ଭାବୁଛି
ପାକିସ୍ଥାନ ଆଜି ଏକଘରକିଆ ଠିକଣା ପାଉନି ଖୋଜି ଆତଙ୍କବାଦୀ ଯେ ମୂଳପୋଛ ହେବେ ବୁଦ୍ଧି ନିଶ୍ଚେ ଯିବ ହଜି।। ଚୋରଙ୍କ ସର୍ଦ୍ଦାର ମୁହଁ ଭୂରି ମାରେ ନଳୀ ଗଲାଣି ଯେ ଶୁଖି ବାହାପିଆଙ୍କର ଅଖା
ବିଶ୍ବାସଘାତକ ଦଳ
ଭାରତ ସେନାର ମନୋବଳ କେବେ ନା ଥିଲା ନା ଅଛି କମି ଯେତେ ତୁମେ କର ଛଳ କପଟଟି ତୁମକୁ ମିଲୁନି ଭୂମି।। 1 ବିଶ୍ଵାସଘାତକ ଦଳ ପରା ତୁମେ ତୁମକୁ ମିଳୁନି ମୁକ୍ତି
ଭଲ ପାଇବାଟି ବଳୀ
ଭଲ ପାଇବା ଏକ ଅବଲମ୍ବନ ——-by ସତ୍ୟ ପ୍ରକାଶ ସେଠୀ ଭଲ ପାଇବା ଯେ ଅମାପ ତା’ ଶକ୍ତି କେ ଅଛି ପାରିବ କଳି ଭଲ ପାଇବାଟି ଥିଲେ ପରା ଦିନେ ନିଶ୍ଚୟ ତୁଟିବ
ମାଆ ସରସ୍ଵତୀ
ଆହେ ହଂସାରୁଢା ବିଦ୍ୟା ପ୍ରଦାୟିନୀ ବିଦ୍ୟାର ଭଣ୍ଡାର ପରା ଜ୍ଞାନ ବିଦ୍ୟା ବୁଦ୍ଧି ନଦେଲେ ଟିକିଏ ମୁଁ ଯେ ମୂର୍ଖ ମଧ୍ୟେ ଗଣା।। 1 ମାଆ ସରସ୍ଵତୀ ତ୍ରିଦେବୀ ମଧ୍ୟରୁ ଅଟୁ ତୁ ଯେ
ଗୋଲାପ ଦିବସ
ଗୋଲାପ ଦିବସ ଭଲ ପାଇବାର ବାର୍ତ୍ତାଟି ଧାରଣ କରି ବରଷକେ ଥରେ ଆସିଥାଏ ପରା ହୃଦେ ପ୍ରେମ ଭାବ ଭାରି।।1 ହେଲେ ପ୍ରେମ ଆଉ ଭଲ ପାଇବାଟା ସେତେ ଯେ କରୁନି କାମ ଛଳନା

