Satya Prakash
Uncategorised

ଦାନ ପୁଣ୍ଯ

satya
ଦାନ ପୁଣ୍ୟCharity day 5th SeptBy ସତ୍ୟ ପ୍ରକାଶ ସେଠୀଦାନ ଠାରୁ ପୁଣ୍ଯ କର୍ମ ନାହିଁ କିଛିଦାନର ମହତ୍ତ୍ୱ ପରାରୁଗ୍ ବେଦ ଠାରୁ ପୁରାଣ ଗ୍ରନ୍ଥରେରହିଛି ବର୍ଣ୍ଣନା ଭରା।।ନଥିଲା ବାଲାକୁ ସାହାଯ୍ୟ କରିବାମନୋବୃତ୍ତି ଥିଲେ
Uncategorised

ସର୍ବପଲ୍ଲୀ

satya
ଗୁରୁ ଦିବସBy ସତ୍ୟ ପ୍ରକାଶ ସେଠୀହେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନନ ତୁମରି ଜନ୍ମ ଦିବସ ତୁମକୁ ଉତ୍ସର୍ଗ ରଚିଥିଲ ଯେଣୁ କିରତି ଗୌରବ ଯଶ।।1 ଶିକ୍ଷା କ୍ଷେତ୍ରେ ଆଣି ନାନା ପରିବର୍ତ୍ତନ ବଢାଇଲ ଶିକ୍ଷା
Uncategorised

ସାକ୍ଷରତା ଦିବସ

satya
ସାକ୍ଷରତା ଦିବସ-8th SeptBy ସତ୍ୟ ପ୍ରକାଶ ସେଠୀଶିକ୍ଷା ସଂସ୍କୃତିର ନୋହିଲେ ବିକାଶହଟିବନି ଅନ୍ଧକାରନିରକ୍ଷର ଲୋକ ଅଭିଶପ୍ତ ଜାଣରହିବାଟି ହୁସିଆର ।।ଶିକ୍ଷା ହିଁ ଜୀବନ ଶିକ୍ଷା ହିଁ ସଭ୍ୟତାବିଜ୍ଞାନର ଅଗ୍ରଗତିଶିକ୍ଷା ବ୍ୟତିରେକେ ସବୁ ତ ଅସାରଲାଭ
Uncategorised

ସାଗର

satya
ସାଗରBy ପ୍ରଭାତୀ ମହାପାତ୍ରହେ ସାଗର ଆଜି ଆତଙ୍କିତ ସର୍ବେବାତ୍ୟା ସୁନାମି ଶଙ୍କାତାଣ୍ଡବ ରଚଇ ସଂହାର କରଇଗତି ମାନବର ବଙ୍କା।।ଅଶାନ୍ତ ରୂପ ତୋ ବଡ ଭୟଙ୍କରସତେକି ଆତସବାଜିନିମିଷକେ ମଧ୍ୟେ ଛାରଖାର କରୁ କାଳର କରାଳ ସାଜି।।
Uncategorised

ରଜ ସଜବାଜ

satya
ରଜ ସଜବାଜBy ସତ୍ୟ ପ୍ରକାଶ ସେଠୀରଜ ସଜବାଜ ଚାଲିଛିରେ ଭାଇବରଷକେ ପରା ଥରେସାଙ୍ଗସାଥି ମେଳେ ଖେଳିବାରେ ଦୋଳିଘିରି ଘିରି ବୁଲି ଭେରେ।।କରିବାନି ଡ଼େରି ସକାଳୁ ସକାଳୁବିଛଣାରୁ ଯିବା ଉଠିନୂଆ ଲୁଗା ପଟା ପାଟ ମଠା
Uncategorised

ଟୀକାକରଣ

satya
ଟିକାକରଣ-August Month By ସତ୍ୟ ପ୍ରକାଶ ସେଠୀପ୍ରତିରକ୍ଷା ଆଉ ପ୍ରତିଷେଧକ ତସବୁଠୁଁ ଗୁରୁତ୍ୱପୂର୍ଣ୍ଣଟୀକାକରଣଟି ତହୁଁ ଦରକାରଶରୀ ରଖିବାକୁ ସୁସ୍ଥ।।ରୋଗ ପ୍ରତିରୋଧ ଶକ୍ତି ନ ବଢିଲେବେମାର ବସିବ ମାଡ଼ିକୋରାନା ପରିକା ରୋଗ ଯେତେ ସବୁକେଉଁଠୁ ଆସିବେ
Uncategorised

କ୍ଷୁଦ୍ର ଶିଳ୍ପ ଦିବସ

satya
କ୍ଷୁଦ୍ର ଶିଳ୍ପ——by ସତ୍ୟ ପ୍ରକାଶ ସେଠୀକ୍ଷୁଦ୍ର ଶିଳ୍ପ ଆଉ କୁଟୀର ଶିଳ୍ପକୁଦେଇଣ ଅଗ୍ରାଧିକାରଆର୍ଥୀକ ସ୍ଥିତିକୁ ସୁଦୃଢ କରିବାବଢ଼ୁ ଅଭିବୃଦ୍ଧି ହାର।।କୋଟିଏ ଟଙ୍କାରୁ କମ୍ ଅର୍ଥରେ ତଗଢେ କ୍ଷୁଦ୍ର ଶିଳ୍ପ କେତେକର୍ମ ଧନ୍ଦା ପରା ଯୋଗାଇ
Uncategorised

ନାରିକେଳ ଦିବସ

satya
ନାରିକେଳ ଦିବସ2nd SeptemberBy ସତ୍ୟ ପ୍ରକାଶ ସେଠୀନାରିକେଳ ପରା ଶୁଭ ଫଳ ଅଟେସବୁ ଶୁଭ କାର୍ଯ୍ୟେ ଲାଗେବିଭାଘରଠାରୁ ବ୍ରତ ଘର ଯାଏଁଲୋଡ଼ା ପଡ଼େ ଯୁଗେ ଯୁଗେ ।।ନାରିକେଳ ସିନା ଟାଣ ଫଳ ଅତିପଇଡ଼ ଜଳ
Uncategorised

ନଭଶ୍ଚୁମ୍ବୀ

satya
ନଭଶ୍ଚୁମ୍ବୀSkyscraper day-3rd Sept—–by ସତ୍ୟ ପ୍ରକାଶ ସେଠୀଚାଳିଶ ତାଲାରୁ ଉର୍ଦ୍ଧ୍ୱ କୋଠାକୁ ତସ୍କାଏ ସ୍କ୍ରେପର କହନ୍ତିଏପରି କୋଠାର ଉଚ୍ଚତା ଦେଖିଣଅଭିଭୂତ ଯେ ହୁଅନ୍ତି।।ଅଟ୍ଟାଳିକା ପରେ ଅଟ୍ଟାଳିକା ତୋଳିନଭଶ୍ଚୁମ୍ବୀ ଘରେ ରହେହେଲେ ସେଇ ଘର ତୋଳିବାର
Uncategorised

Nutrion day

satya
Nutrition dayBy ସତ୍ୟ ପ୍ରକାଶ ସେଠୀ ଘୋର ଦାରିଦ୍ର୍ଯର କରାଳ ଛାୟା ଯେମନରେ ଭରିଛି ଚିନ୍ତାକେବେ ସେ ହଟିବ ଶାନ୍ତି ବିରାଜିବଭାଙ୍ଗି ଯାଉଅଛି ଅଣ୍ଟା ।। ଭୋକ ଉପବାସେ ସଢୁଛି ଜନତାଉପାୟ ପାଉନି ଖୋଜିପୃଷ୍ଟିକର

Login

X

Register