Uncategorisedସଦ୍ଭାବନା ଦିବସsatya21st August 202021st August 2020 by satya21st August 202021st August 20200447 ସଦ୍ଭାବନା ଦିବସBy ସତ୍ୟ ପ୍ରକାଶ ସେଠୀଆଜି ରାଜୀବଙ୍କ ଜନମ ଦିବସପାଳିତ ହେଉଛି ଏଠିସଦ୍ଭାବନା ରୂପେ ପାଳିବା ସମସ୍ତେହୋଇଣ ଆମେ ଏକାଠି। ।।ଜାତି ବର୍ଣ୍ଣ ଧର୍ମ ବିଭିଦତା ଭୁଲିଶାନ୍ତିର ପ୍ରଦୀପ ତୋଳିସଦ୍ଭାବନାର ଉଦ୍ଦାମ ସଙ୍ଗୀତଗାଇବା ସମସ୍ତେ
Uncategorisedମ୍ୟାଲେରିଆ ଦିବସsatya21st August 202021st August 2020 by satya21st August 202021st August 20200449 ମେଲେରିଆ ଦିବସ – 20/8By ସତ୍ୟ ପ୍ରକାଶ ସେଠୀମଶା ମାଛି ବଡ଼ ଶତୃ ପାଲଟିଣରୋଗର ବାହକ ହୁଏଟିକିଏ ସତର୍କ ନ ହେବା ଯେବଣଜୀବନ ନାଶିବେ ସିଏ।।।ମଶା ପ୍ରତି ଆମେ ସତର୍କ ରହିବାମଶାରୀ ଟାଙ୍ଗି ଶୋଇବାଯେଣୁ
Uncategorisedଫଟୋଗ୍ରାଫି ଦିବସsatya21st August 202021st August 2020 by satya21st August 202021st August 20200436 ଫଟୋଗ୍ରାଫି ଦିବସBy ସତ୍ୟ ପ୍ରକାଶ ସେଠୀଆଜି ଫଟୋଗ୍ରାଫି ଦିବସ ପାଳିତସାରା ବିଶ୍ୱ ଦରବାରେଫଟୋଗ୍ରାଫରଙ୍କ ସମ୍ମାନ ସକାଶେଉତ୍ସାହ ପ୍ରଦାନ କରେ।।ଫଟୋ ଉଠାଇବା ନୁହଁଇ କ୍ଷୁଦ୍ରଟିବିରାଟ କଳା ଯେ ସିଏସୁନ୍ଦର ନିଖୁଣ ଫଟୋଟିଏ ପରାକେତେ ଖୁସି ଭରି
Uncategorisedଦେଶର ଶଙ୍କଟ ଘଡିsatya21st August 202025th August 2020 by satya21st August 202025th August 20200399 ଦେଶରେ ଶଙ୍କଟ ଘଡି—-by ସତ୍ୟ ପ୍ରକାଶ ସେଠୀସ୍ଵାଧୀନ ସ୍ଵାଧୀନ ସ୍ଵାଧୀନ ଆମେରେସ୍ଵାଧୀନ ଭାରତବାସୀଦେଶର ସୁରକ୍ଷା ଦେଶ ନିରାପତ୍ତାଆମେ କରିବାରେ ମିଶି।।ବର୍ତ୍ତମାନ ସ୍ଥିତି ଭିନ୍ନ୍ ପରିସ୍ଥିତିବିପନ୍ନ ସୁରକ୍ଷା ସ୍ଥିତିପଡୋଶୀ ରାଷ୍ଟ୍ରର ଶତୃ ଆଚରଣବାମ ହୋଇଲାଣି ମତି।।ଚାଇନା
Uncategorisedପବିତ୍ର ସମ୍ପର୍କsatya21st August 202021st August 2020 by satya21st August 202021st August 20200463 ପବିତ୍ର ସମ୍ପର୍କBy ସତ୍ୟ ପ୍ରକାଶ ସେଠୀଭାଇ ଭଉଣୀର ଉତ୍ସବ ଆଜି ତହର୍ଷଦମୁଖ ସଭିଏଁଭଉଣୀ ବାନ୍ଧିବ ଭାଇର ହାତରେସୁନ୍ଦର କବଚଟିଏ ।।ମନରେ ସରାଗ ଅସୁମାରି ତା’ରତୁଳନା କରିବ କିଏଖୁସିରେ ପାଦ ତା ଲାଗୁ ନାହିଁ ତଳଗେହ୍ଲେଇ
କବିତାମ୍ୟୁଜିକ୍ ଦିବସsatya21st June 2020 by satya21st June 20200809 Happy Music Day ଆଜି ପରା ଦିନେ ମ୍ୟୁଜିକ୍ ବଜାଇ ଗାଏ ଜୀବନ ସଙ୍ଗୀତ ପ୍ରଫୁଲ୍ଲତା ଆଣ ମନରେ ତୁମର ଶୁଣି ପ୍ରିୟ ଜନ ଗୀତ।। ଆସ ଆମେ ଆଜି ଗାଇବା ଗୀତରେ ନାଚି
କବିତାଅଜବ ମଣିଷsatya10th June 2020 by satya10th June 20200954 ଗଜବ ଦୁନିଆ By ସତ୍ୟ ପ୍ରକାଶ ସେଠୀ ମଣିଷ ଗୋଟାଏ ଅଜବ ପ୍ରାଣୀ ସେ ଗଜବ ତାହାର ନିଶା ସବୁ କଥାରେ ତ ଅନର୍ଥ କାଢ଼ିବା ଅଟେ ତାର ବଡ଼ ପେଶା।। ପାନରୁ ଖସିଲେ
କବିତାକରୋନାsatya9th June 2020 by satya9th June 20200751 କରୋନା By ସତ୍ୟ ପ୍ରକାଶ ସେଠୀ କରୋନ କାଳରେ ଘୋର ବିପର୍ଯ୍ୟୟ କଳି କାଳ ଉପସ୍ଥିତ ଜୀବନ ସଂଗ୍ରାମ କଷ୍ଟକର ଅତି ସହଜ ହେଉନି ମିତ।। ଯେଣିକି ଚାହିଁବ ତେଣିକି ସଙ୍କଟ ଘୋର ବିତ୍
କବିତାସମୂଦ୍ରsatya9th June 2020 by satya9th June 20200775 ସମୂଦ୍ର By ସତ୍ୟ ପ୍ରକାଶ ସେଠୀ ସମୁଦ୍ରର ଶାନ୍ତ ସରଳ ରୂପଟି ଭାରି ମନ ମୁଗ୍ଧକର ଅଶାନ୍ତ ହେଲେ ତ ଗର୍ଜନ ତର୍ଜ୍ଜନ ଶୁଭେ ଅତି ଭୟଙ୍କର।। ପୃଥିବୀ ପୃଷ୍ଠରେ ଏକ ତୃତୀୟାଂଶ ଜଳ
ଗଳ୍ପଦୀପୁ ବି କହୁଥିଲାsatya31st May 2020 by satya31st May 20200784 ଦୀପୁ ବି କହୁଥିଲା By ସତ୍ୟ ପ୍ରକାଶ ସେଠୀ ଦୀପୁ ବି କହୁଥିଲା – ତା ପ୍ରେମ କୁଆଡ଼େ ନିରର୍ଥକ ହୋଇଥିଲା ବୋଲି । ସିଏ ବି କାଳେ ଖୁବ୍ ଭଲ ପାଉଥିଲା ତା