କବିତାବାତ୍ୟା ତାଣ୍ଡବsatya5th May 2019 by satya5th May 20190683 ବାତ୍ୟାରେ ବିଧ୍ଵସ୍ତ ରାଜଧାନୀ ଆଜି ସଳଖି ପାରୁନି ଅଣ୍ଟା ପୁରୀର ଅବସ୍ଥା ଆହୁରି ଖରାପ. ସବୁ ଶୂନ୍ୟ ଖାଲି କଣ୍ଟା।। ବୃହତ ନଗରୀ ଧବଳ କଟକ ଶୂନ୍ୟ ଗର୍ଭ ମୟ ଆଜି ବୃକ୍ଷ ଲତା
କବିତାଫନିsatya5th May 2019 by satya5th May 20190822 ବାତ୍ୟାର ପ୍ରକୋପ ଏଯାଏଁ ଥମୁନି ମନେ ଉପୁଜଇ ଶଙ୍କା କେମିତି କରିବା ଫନି ମୁକାବିଲା ମନ ହୁଏ ଅଙ୍କା ବଙ୍କା।। 1 କରେଣ୍ଟ ନାହିଁ କି ପାଣି ବି ତ ନାହିଁ ଫୋନ୍ ଟିକେ
କବିତାଭଗ୍ନାଂଶsatya3rd May 2019 by satya3rd May 20190740 ମିଲୁନି ଭଗ୍ନାଂଶେ ଭାଗଫଳ କେତେ ଛିଡୁନି ଯେ ଭାଗଶେଷ କେମିତି ବାହିବି ଜୀବନ ତରୀ ମୁଁ ଜୀବନ ହୁଏ ନିଶେଷ।। 1 ମିଶାଣ ଗୁଣନ ହରଣ ଫେଡାଣ ସବୁ ସେ ହେଉଛି ଭୁଲ ଯେଉଁଠି
କବିତାବାଡ଼ି ଅଙ୍ଗୁର ଯେ ମିଠାsatya3rd May 2019 by satya3rd May 20190702 ମିଠା ହେବ ବୋଲି ଜାଣି ନ ଥିଲି ଯେ ପକ୍ଵ ଫଳ ପରା ମିଠା କଞ୍ଚା ଫଳ ଖାଇ ଦୁର୍ନାମ ଗାଇଲେ ତେଣୁ ମନ ହେଲା ଖଟା।। 1 ସତ କଥା କିନ୍ତୁ କହିଲେ
କବିତାଉପଦ୍ରବୀ fanisatya2nd May 2019 by satya2nd May 20190848 ଆସୁଛିରେ ଭାଇ ଫନି ତ ଆସୁଛି ପ୍ରଳୟଙ୍କରୀ ତା ରୂପ ଶୁଣି ଶୁଣି ମନେ ଛନକା ପଶୁଛି ସତେ ଭୟଙ୍କରୀ ହେବ।। 1 କେମିତି ଲଢ଼ିବା ପ୍ରକୃତି ସାଙ୍ଗରେ ବୁଦ୍ଧି ବାଟ ଦିଶୁ ନାହିଁ
କବିତାଚରମପତ୍ରsatya28th April 2019 by satya28th April 20190745 ଚରମପତ୍ର —–କବି ସତ୍ୟ ପ୍ରକାଶ ଆହେ ନେତାଗଣ ଘେନା କର ଟିକେ ଦେଉଛି ଚରମପତ୍ର ଲୁଟି ସାରିଲଣି ଲୁଟିବାର ଥିଲା ଏତିକି କହିବି ମାତ୍ର୍।। 1 ରାଜ ନେତା ତୁମେ ଖାଲି କରି ଦିଅ
Thoughtsଅନୁଚିନ୍ତାsatya28th April 2019 by satya28th April 20193 1448 ଅନୁଚିନ୍ତା —-by ସତ୍ୟ ପ୍ରକାଶ ଈଶ୍ଵର କିଏ? ଈଶ୍ଵର ଅଛନ୍ତି ନା ନାହାଁନ୍ତି? ଯଦି ଅଛନ୍ତି କେଉଁଠି ଅଛନ୍ତି? କେମିତିକା ତାଙ୍କ ବାସ୍ତବ ରୂପ? ଏମିତିକା କିଛି ପ୍ରଶ୍ନ ଆପଣଙ୍କୁ କେବେ ଆନ୍ଦୋଳିତ କରିଛି
କବିତାମଧୁ ବାରିଷ୍ଟରsatya28th April 2019 by satya28th April 20190832 ଆଜିକାର ଏହି ଜନ୍ମ ବାର୍ଷିକୀରେ ଘେନ କୋଟି ପ୍ରଣିପାତ ଉତ୍କଳୀୟଙ୍କର ହୃଦେ ବସି ରହି ଦେଉଥାଅ ମତାମତ।। 1 ଗଢିଲ ଉତ୍କଳ ସମ୍ମିଳନୀ ପରା ମହାମନ୍ତ୍ର ଫୁଙ୍କି କାନେ ଗୁଞ୍ଜରିତ ହେଲା ଜାତି ଜାତୀୟତା
କବିତାଦୁର୍ବାର ଲାଳସାsatya28th April 2019 by satya28th April 20190705 ଦୁର୍ବାର ଲାଳସା ——–by କବି ସତ୍ୟ ପ୍ରକାଶ ଭଗବାନ ତୁ ମୋ ଦୁର୍ବାର ଲାଳସା କେଉଁଠି ପାଇବି ତୋତେ ସେଦିନ ଖୋଜିଛି ଆଜି ବି ଖୋଜୁଛି କାହିଁକି ମିଳୁନ ମୋତେ? 1 ଉପାୟ ଖୋଜୁଛି
କବିତାଆନ୍ତର୍ଜତୀୟ ଅଗ୍ନିଶମ ଦିବସsatya27th April 201928th April 2019 by satya27th April 201928th April 20190669 ଆନ୍ତର୍ଜାତୀୟ ଅଗ୍ନି ନିର୍ବାପକ ଦିବସ By ସତ୍ୟ ପ୍ରକାଶ ଅଗ୍ନି ଦେବତାର କୋପ ଶକ୍ତି ଭାରି କ୍ରୋଧିତ ଯେବେ ସେ ହୁଏ ସବୁ ଭସ୍ମୀଭୂତ ପାଉଁଶ ଗଦାଏ ମୂକ ସାକ୍ଷୀ ରହିଯାଏ।। 1 ଅଗ୍ନି