Satya Prakash
କବିତା

ପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ

satya
କର୍ମଜୀବୀମାନେ କର୍ମ କ୍ଷେତ୍ରେ ପରା ଭୋଗନ୍ତି ଦୁର୍ଦଶା କେତେ କିଏ ବା ବୁଝେ ସେ ଦୁଃଖୀ ଜନଙ୍କର ଦୁଃଖ ପରିମାଣ ଏତେ।।1 କର୍ମ ଅଧିପତି କର୍ମ ଦେଲେ ଖାଲି ଚଳିବନି ବାବୁ ଏଠି ଧନ
କବିତା

ଆନ୍ତର୍ଜାତୀୟ ବୌଦ୍ଧିକ ସମ୍ପଦ ଦିବସ

satya
ବୌଦ୍ଧିକ ସମ୍ପଦ ସୁରକ୍ଷା କାରଣ ଭାଳେଣି ପଡ଼ିଛି ଆଜି ଚୋରେଇ ନେଉଛି କିଏ କା ସମ୍ପତି ହିସାବ ଦେଉନି ପାଜି।। 1 ଏ ସବୁ କ୍ଷେତ୍ରରେ ଫେସ୍ ବୁକ୍ ପାଲା କରୁଛି ଜଘନ୍ଯ କାଣ୍ଡ
କବିତା

ଜାତୀୟ ପଞ୍ଚାୟତିରାଜ ଦିବସ

satya
ପଞ୍ଚାୟତ ରାଜ ଜାତୀୟ ଦିବସ ଗଣତନ୍ତ୍ର ବଞ୍ଚି ରହୁ ଜନତାକୁ ମିଳୁ କ୍ଷମତାର ଡୋର ଅସଲରେ ଆମେ କହୁ।। 1 ବାସ୍ତବ କ୍ଷେତ୍ରରେ ଓଲାଟା ହେଲାଣି ମନେ ଉପୁଜାଇ ବାଧା ଜନତାଙ୍କୁ କିଆଁ ମିଳୁନି
କବିତା

ବିଶ୍ଵ ଧରିତ୍ରୀ ଦିବସ

satya
ଧରିତ୍ରୀ ପୂରଣ କରେ ମାନବର ସର୍ବନିମ୍ନ  ଆବଶ୍ୟକତା ପାରିବନି କିନ୍ତୁ ପୂରଣ କରିଣ ତା’ର ଲୋଭ ଲୋଲୁପତା।।1 ପୃଥିବୀ ସାରା ଯେ ପାଳିତ ହେଉଛି ବିଶ୍ଵ ଧରିତ୍ରୀ ଦିବସ ସକଳ ପ୍ରାଣୀଙ୍କ ସୁରକ୍ଷା ଚିନ୍ତାଟି
କବିତା

ପୁସ୍ତକ ଓ କପି ରାଇଟସ୍ ଦିବସ

satya
ଆଜିର ଆନ୍ତର୍ଜାତୀୟ ପୁସ୍ତକ ଓ କପି ରାଇଟସ୍ ଦିବସରେ  ମୋ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭ କାମନା ଓ ଢେର ସାରି ଶୁଭେଛା ।ବନ୍ଧୁଗଣ! ଆପଣମାନେ ନିଶ୍ଚୟ ଜାଣିଥିବେ ଆଜିକା ଦିବସର ଉଦ୍ଦେଶ୍ୟ
କବିତା

ତୁମ ବିନା

satya
ତୁମ ବିନା _____ସତ୍ୟ ପ୍ରକାଶ ସେଠୀ ଜୀବନର ଅର୍ଥ ସତେ କଣ କେହି କେବେ କିଛି ବୁଝି ନାହିଁ ନା ବୁଝିଛି ବୋଲି ସେ ନିଶ୍ଚୁପ ରହିଛି ପଚାରିଲେ ଉତ୍ତର ନାହିଁ।। 1 କାହାକୁ
କବିତା

ହେ!

satya
ହେ! —-by ସତ୍ୟ ପ୍ରକାଶ ସେଠୀ ଦେଖିଛି ମଣିଷ ଦେଖିଛି ଦୁନିଆ ହେଲେ ଦେଖି ନାହିଁ ଏତେ ତୁମ ପରି ଗୋଟେ ନିଆରା ମଣିଷ କେମିତି ମିଳିବ ମୋତେ।। 1 ତୁମକୁ ପାଇ ମୁଁ
କବିତା

ହେ ଆସୁନ! ଆସ!!

satya
ହେ! ଆସୁନ ଆସ ____by ସତ୍ୟ ପ୍ରକାଶ ସେଠୀ ଆସୁନ ବୋଲିତ ଡାକୁଛି ଶତତଃ ହାତ ଠାରି ଡାକେ କେହି ପ୍ରତାରଣା କର ପ୍ରତ୍ୟାଖ୍ୟାନ ପୁଣି ପାରୁନି ଯେ ଆଉ ସହି।। ମୁଁ ପରା
କବିତା

ଉତ୍କଳ ଦିବସ

satya
ଉତ୍କଳ ଦିବସ —–by ସତ୍ୟ ପ୍ରକାଶ ସେଠୀ ଏପ୍ରିଲ୍ ପହିଲା ଓଡ଼ିଶା ପାଇଲା ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ସେଦିନଟି ଥିଲା ଉଣେଇଶି ଶହ ଛତିଶ ମସିହା ପରା।। 1 ଭାଷା ଭିତ୍ତିକ ପ୍ରଦେଶ ଗଠନ

Login

X

Register