Uncategorisedମୁଁ ନୋବେଲ ପାଇବିsatya27th January 202527th January 2025 by satya27th January 202527th January 20250153 “ମୁଁ ନୋବେଲ ପୁରସ୍କାର ପାଇବି । ମୁଁ ଓଡିଆରେ ସିନା ଲେଖେ, ଇଂରାଜୀରେ ବି ସନେଟ୍ ଲେଖେ। ତେଣୁ ଶହେ ଆଠ ସନେଟ ଯାହା ଲେଖିଛି ନୋବେଲ ପୁରସ୍କାର ପାଇଁ ପଠାଇବି। ତେଣିକି ମିଳିଲା
Uncategorisedମହାଳୟାsatya25th October 202325th October 2023 by satya25th October 202325th October 20230287 ମହାଳୟାBy Satya Prakash Sethyମହାଳୟା ଏକ ପୁଣ୍ଯତିଥି ପରାଯେଉଁଦିନ ଦୁର୍ଗମାତାଶିବାଳୟ ଛାଡ଼ି ଧରା ଅଭିମୁଖେଆରମ୍ଭି ଥିଲେ ସେ ଯାତ୍ରା।ମହିଷାମର୍ଦ୍ଦିନୀ ମହଷାସୁରରନିର୍ଦ୍ଧନ ବେଳର କଥାଲଢିଥିଲେ କେତେ ଦଶ ଦିନ ବ୍ୟାପୀକହେ ସମରର ଗାଥା।ଶେଷରେ ହାରିଲା ମହିଷାର
UncategorisedExclusive interviewsatya12th August 202312th August 2023 by satya12th August 202312th August 20230197 https://fb.watch/mnkYfDdnVS/?mibextid=HSR2mg
Uncategorisedଅନନ୍ତ ଚରଣsatya5th June 20235th June 2023 by satya5th June 20235th June 20230328 କେଣେ ଗଲ ଚାଲି(ଧାମନଗର ଅନ୍ତର୍ଗତ ପଧାନୀ ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ ତଥା ସମବାୟ ସମିତି ସଭାପତି ସ୍ଵର୍ଗତଃ ଅନନ୍ତ ଚରଣ ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ… ଶ୍ରଦ୍ଧାଞ୍ଜଳି)ତୁମେ ଅନନ୍ତଜୀ କେଣେ ଗଲ
Uncategorisedଦିଅଁଙ୍କୁ ମୁଁ ଦେଖି ନାହିଁsatya5th June 20235th June 2023 by satya5th June 20235th June 20230325 ଈଶ୍ୱରଙ୍କୁ ମୁଁ ଦେଖିଛି—–by ସତ୍ୟ ପ୍ରକାଶ ସେଠୀମୁଁ ହିନ୍ଦୁ ନୂହେଁ କିବା ମୁସଲମାନ୍ଖ୍ରୀଷ୍ଟିୟାନ ଜୈନ ବୌଦ୍ଧନାହିଁ ମୋର ଘର ନାହିଁ ମୋର ଦ୍ଵାରପରିଚୟ ନୂହେଁ ଗୁପ୍ତ।।ମାନବ ସେବା ହିଁ ମାଧବର ସେବାତାହା ହିଁ ତ
UncategorisedHappy tea daysatya21st May 202321st May 2023 by satya21st May 202321st May 20230203 Happy tea day 21 /5/23ଦରକାରୀ ଅତି ପାନୀୟ ରୂପରେଚା ଯେ ଗଣତି ହୁଏଦେହ ପାଇଁ ପରା ହିତକର ହୁଏକପେ ଦୁଇ କପ ପିଏ ।ଡାଇବେଟିସ ଓ ହୃଦଘାତ ପରିବହୁ ରୋଗୁ ଉପଶମକ୍ୟାନସର ପରାଏ
Uncategorisedରିତୁପର୍ଣ୍ଣାsatya7th April 202328th January 2025 by satya7th April 202328th January 20250284 ରିତୁପର୍ଣ୍ଣା—by Satya Prakash Sethyରିତୁପର୍ଣ୍ଣା ଭାରି ସରଳ, ଅମାୟିକ ଝିଅଟା ।ମନରେ ଅସୁମାରି ସ୍ଵପ୍ନ ।ସିଏ ବି ସମାଜରେ ଅନ୍ୟମାନଙ୍କ ପରି ଜଣେ ହୋଇ ଠିଆ ହେବ।ନିପଟ ମଫସଲରେ ତା ଗାଁ। ଗାଁ ଚାଟଶାଳୀରେ
Uncategorisedବ୍ଯାଚଲର ପାର୍ଟିsatya2nd April 20232nd April 2023 by satya2nd April 20232nd April 20230279 ବେଚଲର ପାର୍ଟି—-by Satya Prakash Sethyବେଚଲର ପାର୍ଟି ଆଉ ଟ୍ରିଟ ଦେବା ଗୋଟେ ବଡ଼ ଫେସନ ହୋଇଗଲାଣି ।ଜନ୍ମ ଦିନରେ ଟ୍ରିଟ ଦେବା ଯେପରି ସେହିପରି ବାହାଘର ପୂର୍ବରୁ ସାଙ୍ଗ ସାଥି ମାନଙ୍କୁ ବେଚଲର
Uncategorisedସେଟିଂ ସାଟିଂsatya28th March 202328th March 2023 by satya28th March 202328th March 20230292 ସେଟିଂ ସାଟିଂ ମୁଁ ସେଦିନ ଅଫିସ କାର୍ଯ୍ୟରେ ଭାରି ବ୍ୟସ୍ତ ଥିଲି। ଯେହେତୁ ଅଫିସ ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟଭାର ସମ୍ଭାଳିବାକୁ ହେଉଛି ତେଣୁ ଏପଟ ସେପଟ ହୋଇ ସମସ୍ତ କାର୍ଯ୍ୟ ତଦାରଖ କରିବା ମୋର ଦାୟିତ୍ଵ।
Uncategorisedକ୍ଷୁଧାsatya25th March 202325th March 2023 by satya25th March 202325th March 20230241 କ୍ଷୁଧା—-by Satya Prakash Sethyଚାନ୍ଦବାଲି, ଭଦ୍ରକ ଜିଲ୍ଲାର ଏକ ବ୍ଲକ ସଦର ମହକୁମା। ସେଇଠୁ ଲଞ୍ଚରେ ବାହାରିଲେ ଭିତର କନିକା, ଉଡ଼ାବାଲି,ସାତଭାୟା, ଗୁପ୍ତି, ବଗଘର ହବେଲିକାଠି ଆଦି ସ୍ଥାନକୁ ଯିବାକୁ ହୁଏ। ମୋ ନିଜ