କବିତାପର ନିନ୍ଦା ପର ଚର୍ଚ୍ଚାsatya27th March 2019 by satya27th March 20190684 ମଣିଷର ଗୁଣ ପର ନିନ୍ଦା ଚର୍ଚ୍ଚା ନିଜ ପ୍ରସଂଶାରେ ଝଳେ ଅନ୍ୟର ଶରୀର ପୂତି ଗନ୍ଧମୟ ଆପଣା କଥାର ମୂଳେ।। 1 ନିଜ କଥା କେବେ ଚିନ୍ତେ ନାହିଁ ଜନ ନିଜକୁ ମଣେ ଈଶ୍ଵର
Uncategorised କବିତାକ’ଣ ହେଲା କି ହୋ!satya27th March 201927th March 2019 by satya27th March 201927th March 20190640 ନିର୍ବାଚନ ବେଳେ ଭେଳିକି ଦେଖିବା ଦେଖାଇବେ ନେତା ବାଗେ ମନ ଲୋଭା କଥା କହିଣ ତୋଷିବେ ଜନତାଙ୍କ ମନ ବେଗେ।। 1 “ହାତୀ ନେ’ ଘୋଡା ନେ” କହି କୁହାଇବେ “ମୋ ପେଁ କାଳୀ
କବିତାଭେଳିକିsatya27th March 2019 by satya27th March 20190676 ଭେଳିକି —by ସତ୍ୟ ପ୍ରକାଶ ଗରୀବ ଗରୀବ ଗରୀବକୁ ଟିକେ ସାହାଯ୍ୟ ନିଶ୍ଚେ ହୋଇବ ନୋହିଲେ ଦିନେ ସେ ଗରୀବ ବାପୁଡ଼ା ବୁଡିକି ନିଶ୍ଚେ ମରିବ।। 1 ଘର ତଳି ଖଣ୍ଡ ବିକ୍ରି କଲା
କବିତାଶାନ୍ତି peacesatya26th March 201926th March 2019 by satya26th March 201926th March 20190841 ଶାନ୍ତି ——by ସତ୍ୟ ପ୍ରକାଶ ସେଠୀ ଖୁସିର ମଣିଷ ଦୁନିଆରେ କିଏ କେହି କି ସେ କହି ପାରେ ଦୁଃଖୀ ମଣିଷଙ୍କୁ ମୁଁ କିନ୍ତୁ ଚିହ୍ନିଛି ଯିଏ ପ୍ରାଚୁର୍ଯ୍ୟର ଭରେ।। 1 ପ୍ରାଚୁର୍ଯ୍ୟର ଭରା
କବିତାମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତିsatya23rd March 2019 by satya23rd March 20190702 ମୁଁ ଯଦି ହୁଅନ୍ତି ବିଜୟୀ ପ୍ରାର୍ଥୀ —–by ସତ୍ୟ ପ୍ରକାଶ ସେଠୀ ମୁଁ ଯଦି ଏଥର ନିର୍ବାଚନ ଲଢ଼ି ବିଜୟୀ ପ୍ରାଥୀ ହୁଅନ୍ତି ଆଗ ନିଜ ଲାଗି ସୁଉଚ୍ଚ ସୌଧଟେ ଅବଶ୍ଯ ନିର୍ମାଣ କରନ୍ତି।।
କବିତାଏମିତି କେମିତି ହୁଏsatya22nd March 2019 by satya22nd March 20190587 ଏମିତି କେମିତି ହୁଏ? ଏମିତି କେମିତି ବିପରୀତ ହୁଏ ଥିଲେ ହାତ ଛଡ଼ା କରେ ନଥିଲେ ମଣିଷ ଘୂରି ସାରି ହୁଏ ପାଇବା ଆଶାରେ ଘୂରେ।। 1 ଏମିତି କେମିତି ହୁଏ? ମଧ୍ୟାହ୍ନର ଜାଳ
କବିତାହୋଲିରେ ହୋଲିsatya22nd March 201922nd March 2019 by satya22nd March 201922nd March 20190723 ରାଧା ପ୍ରେମେ ପଡି କୃଷ୍ଣ ରାୟ ହୋଲି ବ୍ରଜ ରାଜ୍ୟେ ଖେଳି ଥାଏ ମହାଭାରତର କାଳୁ କାଳ ଯାଏଁ ଏ ପର୍ବ ପାଳିତ ହୁଏ।। 1 ହିରଣ୍ୟ କାଶ୍ୟପ ଭଉଣୀ ହୋଲିକା ଭାଇର ଆଦେଶ
Uncategorisedଏକ ହାସ୍ୟ କଥାsatya20th March 2019 by satya20th March 20190696 Script ଏକ ହାସ୍ୟ କଥା ——by ସତ୍ୟ ପ୍ରକାଶ ସେଠୀ -ଲୋ ଠାକୁ ମା! କୁଆଡେ ଯାଇଥିଲୁ କି? -ତୁ କିଏ କହନି? ତୁ ସେ ଉପର ସାହିର ହଗୁରା କି ବେ? _ହଁ
କବିତାସେଦିନ ମୁଁ କହୁ ନଥିଲି ନା!satya19th March 201919th March 2019 by satya19th March 201919th March 20190609 ସେଦିନ ତୁମକୁ ମୁଁ କହୁଥିଲି ନା ଜୀବନଟା ନିରର୍ଥକ ବୋଲି ତୁମେ କିନ୍ତୁ ଓଲଟା ପ୍ରଶ୍ନ ବାଢିଲ.. ସେମିତି କହିବନି ବୋଲି।। ଠିକ୍ ଅଛି ମୁଁ ବି ଆଉ କହୁ ନାହିଁ କିନ୍ତୁ ଦେଖୁନ
କବିତାହୋଲିରେ ହୋଲିsatya19th March 2019 by satya19th March 20190715 ରାଧା ପ୍ରେମେ ପଡି କୃଷ୍ଣ ରାୟ ହୋଲି ବ୍ରଜ ରାଜ୍ୟେ ଖେଳି ଥାଏ ମହାଭାରତର କାଳୁ କାଳ ଯାଏଁ ଏ ପର୍ବ ପାଳିତ ହୁଏ।। 1 ହିରଣ୍ୟ କାଶ୍ୟପ ଭଉଣୀ ହୋଲିକା ଭାଇର ଆଦେଶ