କବିତାସେଦିନ ମୁଁ କହୁ ନଥିଲି ନା!satya19th March 201919th March 2019 by satya19th March 201919th March 20190661 ସେଦିନ ତୁମକୁ ମୁଁ କହୁଥିଲି ନା ଜୀବନଟା ନିରର୍ଥକ ବୋଲି ତୁମେ କିନ୍ତୁ ଓଲଟା ପ୍ରଶ୍ନ ବାଢିଲ.. ସେମିତି କହିବନି ବୋଲି।। ଠିକ୍ ଅଛି ମୁଁ ବି ଆଉ କହୁ ନାହିଁ କିନ୍ତୁ ଦେଖୁନ
କବିତାହୋଲିରେ ହୋଲିsatya19th March 2019 by satya19th March 20190770 ରାଧା ପ୍ରେମେ ପଡି କୃଷ୍ଣ ରାୟ ହୋଲି ବ୍ରଜ ରାଜ୍ୟେ ଖେଳି ଥାଏ ମହାଭାରତର କାଳୁ କାଳ ଯାଏଁ ଏ ପର୍ବ ପାଳିତ ହୁଏ।। 1 ହିରଣ୍ୟ କାଶ୍ୟପ ଭଉଣୀ ହୋଲିକା ଭାଇର ଆଦେଶ
କବିତାବାବୁ ଚୋରsatya18th March 2019 by satya18th March 20190855 ବାବୁ ଚୋର ————— କାହାଠୁଁ ଆମର ନାହିଁ ପାଇବାର ଆଶା ଅଭିଳାଷା କିଛି ତଥାପି ହାତୀ ନେ ଘୋଡ଼ା ବି ଦେବାର କାହିଁକି ନାଟକ ମିଛି? 1 ଏଡ଼େ ଠକ ତୁମେ ଜାଣିଥିଲେ ଆମେ
କବିତାଫୁଟାଣିଆଙ୍କୁ ପଦେsatya17th March 2019 by satya17th March 20190713 ଫୁଟାଣିଆଙ୍କୁ ପଦେ ———————- ଫୁଟାଣିଆଙ୍କର ବାର ବାଟି ଚାଷ ବଡ଼ କଥା ଗଲା ନାହିଁ ମୁହଁଟା ହେଲେ ହେଁ ଇସ୍ପାତଠୁଁ ଟାଣ ପାଦ ସନ୍ନିପାତ କାହିଁ 1 ଯେତେ ବଡ଼ କଥା କହୁଥିଲ ତୁମେ
କବିତାଏମାନଙ୍କୁ ଟିକେ ପାରି କର ହେ ହାରି ଗୁହାରୀsatya17th March 2019 by satya17th March 20190701 ଏମାନଙ୍କୁ ଟିକେ ପାରି କର —-by ସତ୍ୟ ପ୍ରକାଶ ସେଠୀ ଦୁନିଆଟା ବଡ଼ ବେଇମାନ୍ ପରା କେହି ନୂହେଁ ସେ ଯେ କାହାର ନିଜ ନିଜ ସ୍ୱାର୍ଥେ ସଭିଏଁ ତ ବ୍ୟସ୍ତ କିଏ ହେବ
କବିତାନିସ୍ତାର କାହିଁsatya17th March 2019 by satya17th March 20190711 ଜନତା ତାତିଲେ ଖେଦି ଗୋଡାଇବେ ଭୋଟ ପାରିବନି ରଖି ଚଣ୍ଡି ଚାମୁଣ୍ଡା ବି ପାଖ ଛାଡ଼ିଦେବେ ତୁମର ଅବସ୍ଥା ଦେଖି।। 1 ରାଜନେତା ତୁମେ ବୁଲୁଛ ତ ଘର ଡହଳବିକଳ ମନ ଭୋଟର ତଡନ୍ତି
କବିତାଭୋଟ ନିଶ୍ଚେ ଦେବାsatya16th March 2019 by satya16th March 20190716 ଭୋଟ ନିଶ୍ଚେ ଦେବା ——-by ସତ୍ୟ ପ୍ରକାଶ ସେଠୀ ନିର୍ବାଚନ ବେଳ ପାଖେଇ ଆସିଲା ଭୋଟରଙ୍କୁ ନେଇ ପାଲା କେଉଁ ଦଳିଆକୁ ଭୋଟ ଦେବା ଭାଇ ସେଇ କଥା ଚିନ୍ତ ଭଲା।। 1 ଏ
କବିତାଦେବା କି ଏମିତି ପାନେsatya15th March 2019 by satya15th March 20190664 ଦେବା କି ପାନେ —–by ସତ୍ୟ ପ୍ରକାଶ ସେଠୀ କେଉଁଠି ଥିଲେ ଯେ ଧୋବ ଧୋବଲିଆ ଗାଆଁକୁ ଆସନ୍ତି ନାଇଁ ଦିନେ କାଳେ କେବେ ଦେଖା ନ ଥିଲା ତ ଏବେ କୁହେ ତୁ
କବିତାନିର୍ବାଚନୀ ଉଷ୍ମତାsatya14th March 201914th March 2019 by satya14th March 201914th March 20190624 ଚତୁରେ ଚତୁରେ କୋଳାକୋଳି ହେବେ ଆମକୁ ନୀରିହ ଦେଖି ତେଲିଆ ମୁଣ୍ଡରେ ତେଲ ମାଖି ଦେବେ ଆମକୁ ନୁଖୁରା ରଖି ।।1 ନୋଟ ସର୍ବସ୍ଵଟି ଭୋଟ ରାଜନୀତି ଗଣତନ୍ତ୍ର ଯାଏ ହଜି ନିର୍ବାଚନ ଆଳେ
କବିତାଆହ୍ଵାନsatya13th March 2019 by satya13th March 20190781 ଆହ୍ଵାନ —-by ସତ୍ୟ ପ୍ରକାଶ ସେଠୀ ଭଲ ଲୋକ ଆଜି ନଆସି ରହନ୍ତି ରାଜନୀତିଠାରୁ ଦୂରେ କାହାର ହାତରେ ଦେବା ରାଜଗାଦୀ ବିଚାର ନକରି ପାରେ।। 1 କେତେ ଦିନ ଆଉ ଏ ଦେଶେ