କବିତାନା ଲୋ ବୋଉ!satya16th January 2019 by satya16th January 20190872 ନା ଲୋ ବୋଉ! —by ସତ୍ୟ ପ୍ରକାଶ ସେଠୀ ସେଦିନ ମୋତେ କହୁ ନଥିଲୁ ନା ଲୋ ବୋଉ! ତୁ ଏମିତି ବଡ଼ ହେଲେ କେତେ ତ ଲେଖିବୁ ମୁଁ ତୋ ପାଖରୁ ଭୂତ
କବିତାପ୍ରଣାମୀsatya16th January 2019 by satya16th January 20190612 ପ୍ରଣାମୀ —-by ସତ୍ୟ ପ୍ରକାଶ ସେଠୀ ଘର ଛାଡିବା ଆଗୁ ଭୂଲି ନଥାଏ ମୋ ମା ସରାଗର ସେଇ କେଇପଦ ମିଠା କଥା ଯାହା ମୋତେ ନେଇଯାଏ ଆଗୁସାର୍ କରି ମୋ କର୍ମଭୂମା ମୋ
କବିତାକେମନ୍ତେ ଲୋ! ବହିsatya16th January 2019 by satya16th January 20190667 ତୁହି ମା ଜନନୀ ଅଟୁ ତ ସବୁରି ସର୍ବେ ସନ୍ତାନ ତୋହରି ତେଣୁ ତୁ ପୂଜିତା ଅର୍ଚ୍ଚିତା ବନ୍ଦିତା ସକଳେ ହେବେ ବା କାହିଁ? 1 ଗର୍ଭେ ଦଶ ମାସ ଦଶ ଦିନ ଧରି
ଗଳ୍ପଶେଷରେ ଶେଷ ସଂଳାପsatya5th January 201910th January 2019 by satya5th January 201910th January 201901060 ଡାଏରୀ ପୃଷ୍ଠାରୁ——- କାହିଁକି ମୋର ଆଜି କ’ଣ ହୋଇଛି କେଜାଣି, ମୁଁ ଆଜି ବେଶ୍ ଭାରାକ୍ରାନ୍ତ ମନେହେଉଛି। ମନେ ହେଉଛି ମୁଁ ନିରାଶ୍ରୟ ଜନ । ମୁଁ ଏକାନ୍ତ ନିସ୍ଵ। ମୋର ସତେ
କବିତାତିନୋଟି ଜିନିଷ three thingssatya3rd January 2019 by satya3rd January 20190725 ତିନୋଟି ଜିନିଷ —-by ସତ୍ୟ ପ୍ରକାଶ ସେଠୀ ବଞ୍ଚିଥିଲା ବେଳେ ତିନୋଟି ପାଇଁ କି ଆମେ ହାଇଁପାଇଁ ହେଉ ନାମ ଉଚ୍ଚା ହେଉ ବସ୍ତ୍ର ଭଲ ହେଉ ଘର ବି ସୁନ୍ଦର ହେଉ।।1 ମରି
କବିତାନୂଆ ବରଷ ବରଷ ଉଣେଇଶିsatya31st December 20181st January 2019 by satya31st December 20181st January 201901135 Wish u all the best Happy New year 2019 ବିଗତକୁ ବାଏ ଆଗତକୁ ହାଏ ଦୁଃଖ କିନ୍ତୁ ସଦା ହଟୁ ସୁଖ ସମୃଦ୍ଧିରେ ଦିନ କଟି ଯାଉ ଶାନ୍ତି ଅହରହ ଜୁଟୁ।।1
ଗଳ୍ପମୁଁ ବାହା ହେବିsatya26th December 201826th December 2018 by satya26th December 201826th December 201801486 ମୁଁ ବାହା ହେବି। ମୋତେ ଯେବେଠାରୁ ବୟସ ଧରିଲାଣି ଚବିଶ କି ପଚିଶ ମୋ ବାହାଘର ଚିନ୍ତା ଘାରିଲାଣି ବନ୍ଧୁ ବାନ୍ଧବଙ୍କଠୁଁ ସମସ୍ତଙ୍କୁ। ହେଲେ ସେତେବେଳେ ମୋର ଚାକିରୀ ବାକିରି ନଥିବାରୁ କେହି ଏତେଟା
ଗଳ୍ପଗୋଟିଏ ଭୂଲ କୋଟିଏ କ୍ଷତିsatya20th December 201820th December 2018 by satya20th December 201820th December 20180910 ଗୋଟିଏ ଭୂଲ କୋଟିଏ କ୍ଷତି —by ସତ୍ୟ ପ୍ରକାଶ ସେଠୀ ଅନେକ ସମୟରେ ମଣିଷ ଜ୍ଞାତରେ ହେଉ ବା ଅଜ୍ଞାତରେ କିଛି ନା କିଛି ଭୂଲ କରି ବସିଥାଏ, ଯେଉଁ ଭୂଲ ପାଇଁକି ଦିନେ
ଗଳ୍ପମଲା ପୁଅ ବଞ୍ଚିଲାsatya18th December 201820th December 2018 by satya18th December 201820th December 20181981 ମଲା ପୁଆ ବଞ୍ଚିଲା By ସତ୍ୟ ପ୍ରକାଶ ସେଠୀ ———////————— ବାସୁଦେବପୁରର ବ୍ରାହ୍ମଣୀ ଗାଁରେ ପବିତ୍ର ଗଣେଶ ଚତୁର୍ଥୀ ଦିନ ଏକ ବ୍ରାହ୍ମ ମୁହୁର୍ତ୍ତରେ ପିତା ଭୈରବ ଚନ୍ଦ୍ରଙ୍କ ଔରସରୁ ମାଆ ଶାନ୍ତିଲତାଙ୍କ କ୍ରୋଡ଼
ଗଳ୍ପରୋଡ଼ ଛାପ ହିରୋsatya15th December 201819th December 2018 by satya15th December 201819th December 20180741 ରୋଡ଼ ଛାପ ହିରୋ ——By ସତ୍ୟ ପ୍ରକାଶ ସେଠୀ ହଠାତ୍ ସହରକୁ ଜଣେ ଥୋଡ଼ି ଦାଢି ରଖା ବାବାଙ୍କର ଆଗମନ ହେଲା। ସେ କୁଆଡେ କିଛି ଦିନ ତଳେ ଥରେ ରାଗି ରୁଗି ଘରୁ