ଗଳ୍ପରାଜନୈତିକ ଆକାଶ ଓ ଆଜିର ରାଜନୀତିsatya10th October 201813th October 2018 by satya10th October 201813th October 20184 1468 ମୋର ଜନ୍ମ ହୁଏ ଏକ ରାଜନେତାଙ୍କ ପରିବାରରେ। ତେଣୁ ରାଜନୀତି ପ୍ରତି ମୋର ବେଳେ ବେଳେ ଆଗ୍ରହ ଥାଏ ବା ପରିସ୍ଥିତି ବାଧ୍ୟ କରିଥାଏ । କେତେବେଳେ କେମିତି ମଧ୍ୟ ଓଡ଼ିଶାର ଦଳୀୟ ରାଜନୀତିରେ
କବିତାମୋ ଗାଁ ତମାଳ ବନ mo gaon tamal bansatya9th October 201810th October 2018 by satya9th October 201810th October 201830 3388 କୃଷ୍ଣଚୂଡ଼ା ମଲ୍ଲି ମାଳତୀ ପଳାଶ ଘେରା ମୋ ଗାଆଁ ଉଦ୍ୟାନ ଭାରି ମନଲୋଭା ଦୀପ୍ତିମୟୀ କାନ୍ତି ମୋ ଗାଆଁ ତମାଳ ବନ।। 1 ସେଠି ବର ଲିମ୍ବ ଡାଳ ନଇଁ ପଡ଼େ ମାଟି ଉପରକୁ
କବିତାଉତ୍କଳମଣି Gopabandhusatya9th October 20189th October 2018 by satya9th October 20189th October 201801660 ହେ! ଉତ୍କଳ ମଣି ଗୋପବନ୍ଧୁ ଦାସ ଆମ ଓଡ଼ିଆଙ୍କ ପ୍ରାଣ ଉଚ୍ଛ୍ୱାସ।। ଏଡିକି ଦରଦୀ ଦେଶ ସେବକଟି ଦେଖି ନାହିଁ କାହିଁ ଆଉ କେଉଁଠି।। ଆସୁ ଯେତେ ଯେତେ ବନ୍ୟା ବାତ୍ୟା ପଛେ ଉତ୍କଳ
ଗଳ୍ପସମ୍ବର୍ଦ୍ଧନା ଓ ପଣ୍ଡିତ ସାର୍satya8th October 20188th October 2018 by satya8th October 20188th October 20180975 ବିଦାୟ ସମ୍ବର୍ଦ୍ଧନା ଓ ପଣ୍ଡିତ ସାର୍। ମୋ ତରାଗୋ ଉଚ୍ଚ ବିଦ୍ୟାପୀଠ-ଏକ ନିଆରା ପରମ୍ପରାର ଭିନ୍ନ ଏକ ଆସ୍ବାଦନ। ଅନେକ ଉତ୍ତମ ଛାତ୍ର/ଛାତ୍ରୀ ସୃଷ୍ଟି କରିବାରେ ସକ୍ଷମ। ତହିଁ ଉତ୍ତାରୁ ଆମ ପରି କିଛି
କବିତାଦୟା ନଦୀ କୂଳେ daya nadi kulesatya6th October 2018 by satya6th October 20182 2023 ଦୟା ନଦୀ କୂଳେ ଧଉଳି ପାହାଡ଼ ଶାନ୍ତି ସ୍ତୁପ ରୂପେ ଖ୍ୟାତ ବୌଦ୍ଧ କିର୍ତ୍ତୀମାନ ବୌଦ୍ଧ ମୂର୍ତ୍ତିମାନ ଯହିଁ ଅଛି ବିରାଜିତ।। 1 ଚଣ୍ଡାଶୋକ ଦିନେ ଭାବ ଭାବାନ୍ତରେ ହୋଇଥିଲେ ପରିବର୍ତ୍ତିତ ଧର୍ମାଶୋକ ନାମେ
କବିତାପ୍ରାଚୀନ ଜୈନ ପୀଠ prachin jain peethasatya6th October 201811th October 2018 by satya6th October 201811th October 201801437 ପ୍ରାଚୀନ ଜୈନ ପୀଠ ———–by ସତ୍ୟ ପ୍ରକାଶ ସେଠୀ କଳିଙ୍ଗ ସମ୍ରାଟ ଖାରବେଳ କୃତି ଉଦୟ ଓ ଖଣ୍ଡଗିରି କୁମାର କୁମାରୀ ପର୍ବତ ଉପରେ ଯାହା ଗୁଣି ହୁଏ ସ୍ମରି।। 1 ଅଠରଟି ଗୁମ୍ଫା
କବିତାକଲମ ବଲମsatya5th October 20186th October 2018 by satya5th October 20186th October 20180948 କଲମର ଶକ୍ତି କେ ପାରିବ କଳି ଅଶୀ ଠାରୁ ମହାବଳୀ ଅଚିରେ ଲଭଇ ପରାଜୟ ପରା ହେଉ ଯେତେ ଶକ୍ତିଶାଳୀ।। 1 ଯେତେ କୁହ କଥା ନାହିଁ ତା’ର ଦାମ୍ ମୂଲ୍ୟବାନ୍ କିନ୍ତୁ ଲେଖା
ଗଳ୍ପପ୍ରେମ ଓ ପ୍ରେମ ଭାବ prema o premabhabasatya4th October 20184th October 2018 by satya4th October 20184th October 201811289 ମଣିଷ ଭିତରେ ଅନେକ ଭାବ ଓ ଭାବନା ଥାଏ। ତହୁଁ ପ୍ରେମ ଭାବ ଓ ଭାବନାଟା ଟିକିଏ ଶକ୍ତିଶାଳୀ ମନେହୁଏ। ମୋ ଜୀବନରେ ମଧ୍ୟ ଏମିତି ଭାବ ଓ ବିଚାରଧାରା କେତେବେଳେ କେମିତି ଆସି
କବିତାମହିମା ଧର୍ମ mahima dharmasatya3rd October 2018 by satya3rd October 201802325 ତିନୋଟି ଗାଁର ମିଳନ ସ୍ଥଳୀରେ ଯୋରନ୍ଦା ଗଦି ଯେ ସ୍ଥିତ ଯାହାକି ଅଟଇ ସମାଧୀ ପୀଠଟି ମହିମା ଗୋସ୍ଵାମୀ ରୁତ।। 1 ଦୂରତା ଯାହାର ଢେଙ୍କାନାଳଠାରୁ ତିରିଶ କିଲୋ ମିଟର ଜୋରନ୍ଦା ନଟିମା ପାଟଣା
କବିତାକୋଣାର୍କ konark templesatya2nd October 20185th October 2018 by satya2nd October 20185th October 201801488 କିମ୍ବଦନ୍ତୀ କହେ କୃଷ୍ଣ ପୁତ୍ର ଶାମ୍ବ ଆରୋଗ୍ୟ କାମନା କରି ସୂର୍ଯ୍ୟଙ୍କ ମନ୍ଦିର ଚନ୍ଦ୍ରଭାଗା କୂଳେ କଲେ ନିର୍ମାଣଟି ସ୍ମରି।। 1 କୃଷ୍ଣ ପତ୍ନୀ ସ୍ନାନ ଗୃହେ ଭ୍ରମେ ଶାମ୍ବ ପ୍ରବେଶିଣ ବିଚଳିତ ଅଭିଶପ୍ତ