ଗଳ୍ପବୁଢା ସାଙ୍ଗକୁ ଟୋକା ପ୍ରୀତିsatya20th October 201813th November 2018 by satya20th October 201813th November 201801038 ବୁଢ଼ା ସାଙ୍ଗକୁ ଟୋକା ପ୍ରୀତି ——–by ସତ୍ୟ ପ୍ରକାଶ ସେଠୀ ଶଶି କାନ୍ତ ବାବୁ, ବୟସ ସତୁରି-ରିଟାର୍ଡ ପ୍ରଫେସର।ପୂରା ନାମ ଶଶୀକାନ୍ତ ଦାସ। ପିଲାମାନେ ସମସ୍ତେ ବିଦେଶରେ। କେବେ କେବେ ବର୍ଷେ ଛଅ ମାସରେ
ଗଳ୍ପସାହିତ୍ୟିକ ଧୀର ବାବୁ ଏକ ଆକଳନsatya20th October 20182nd December 2018 by satya20th October 20182nd December 20180827 ସାହିତ୍ୟିକ ଧୀର ବାବୁ ଏକ ଆକଳନ —–by ସତ୍ୟ ପ୍ରକାଶ ସେଠୀ ଆମ ଏଇ ଧୀର ବାବୁ, ଆମ ପାଖ ପଡ଼ୋଶୀ। ଆମ କଲୋନୀରେ ରହନ୍ତି। ଗାମ୍ଭୀର୍ଯ୍ୟପୂର୍ଣ୍ଣ ସ୍ବଭାବସିଦ୍ଧ ତାଙ୍କ ଚେହେରା। ଲୋକଟି ଗୁଣୀକର।
ଗଳ୍ପଫୁସିଆ ମାଆsatya19th October 201823rd November 2018 by satya19th October 201823rd November 201801129 ଫୁସିଆ ମାଆ ——by ସତ୍ୟ ପ୍ରକାଶ ସେଠୀ ଆଜି ମୁଁ ଭାରି ଏକା। ସ୍ତ୍ରୀ ବାପ ଘରକୁ , ଛୁଆ ମାମୁଁ ଘରକୁ – ଯାଇଛନ୍ତି। ଅବଶ୍ୟ ସାଙ୍ଗରେ ଯିବା ପାଇଁ ସେମାନେ ମୋତେ
ଗଳ୍ପମା’ମଲା ମାମଲା ଫିଟ୍satya16th October 201818th November 2018 by satya16th October 201818th November 20180922 ଦିନେ ଦୁଇ ଭାଇ ହିଡ ମୁଣ୍ଡ ଉପରେ ମୁଣ୍ଡ ଉପରେ ହାତ ଦେଇ ବସି ପଡିଥା’ନ୍ତି। ସଞ୍ଜ ନଇଁ ଆସୁଥାଏ, ହେଲେ କେହି କାହାକୁ କିଛି କହୁନଥା’ନ୍ତି। ଉଭୟଙ୍କ ମୁହଁ ଅଲଗା ଅଲଗା ଦିଗକୁ
ପ୍ରବନ୍ଧଅଧ୍ୟୟନ ଓ ଅଧ୍ୟବସାୟsatya15th October 201815th October 2018 by satya15th October 201815th October 201801431 ଅଧ୍ୟବସାୟୀ ଓ ଅଧ୍ୟବସାୟ ——by ସତ୍ୟ ପ୍ରକାଶ ସେଠୀ ଅଧ୍ୟୟନ ଓ ଅଧ୍ୟବସାୟ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ବୈଭବ। ଦିନ ଥିଲା ଶିକ୍ଷା ଓ ସଭ୍ୟତା ମଣିଷକୁ ଛୁଇଁ ପାରିନଥିଲା। ଜଙ୍ଗଲରୁ ଫଳ ମୂଳ
ଗଳ୍ପଏକ ଆଧ୍ୟତ୍ମିକ ଦ୍ୟୋତନାsatya14th October 2018 by satya14th October 20180845 ଟେରୁ ସରଳ ତରଳ ପିଲାଟିଏ। ମଣିଷ କୂଳରେ ତା’ର ଜନ୍ମ୍। ବହୁ ଲୋକଙ୍କ ପରି ତା’ ମନରେ ମଧ୍ଯ ପ୍ରଶ୍ନ। ସୃଷ୍ଟିର ରହସ୍ୟକୁ ନେଇ କିଛିଟା ଅନୁସନ୍ଧିତ୍ସୁ । ମନରେ କୌତୁହଳ, ଜାଣିବାର ଇଚ୍ଛା,
କବିତାରୁଣୁ ଝୁଣୁ ରଣsatya14th October 201814th October 2018 by satya14th October 201814th October 20180885 ମଙ୍ଗୁଆଳ ଭାଇ ଅଗ୍ରଗାମୀ କିଏ ଜାଗ୍ରତ ପ୍ରହରୀ ତୁମେ ପରା ସିଏ? ଗଣତନ୍ତ୍ରେ ପରା ତୃତୀୟ ନେତ୍ର ଯେ ସ୍ତମ୍ଭ ପ୍ରଥମଟି ତୁମକୁ ସେ କହେ? ତହୁଁ ଶୋଇଲେ କି ଚଳିବ କି ଏଠି
News ଭିଡ଼ିଓNews on my speech on a festive occasion organised by satasure bandhe e jeeban fb gpsatya13th October 201813th October 2018 by satya13th October 201813th October 201811285
କବିତାରେବ ନଦୀ Reba Nadisatya12th October 201813th October 2018 by satya12th October 201813th October 201801274 କେଡ଼େ ମନ ଖୁସି କୁଳୁକୁଳୁ ହୋଇ ରେବ ନଦୀ ବହି ଯାଏ ସତେ ତା’ର ଜଳ କାଚ ବେଣୀଟାଏ ଅସ୍ତ ବ୍ୟସ୍ତ ହୋଇ ଧାଏଁ।। 1 ଭୂଜଙ୍ଗୀ ପରାଏ ପର୍ବତ ଶିଖରୁ ହସି ହସି
କବିତାଦୁର୍ଗତିନାଶିନୀ durgatinadinisatya11th October 201813th October 2018 by satya11th October 201813th October 20180842 ଜୟ ଜୟ ମାଆ ଦୁର୍ଗତିନାଶିନୀ ଦଶଭୁଜା ପରା ତୁଇ ଦୁଷ୍ଟ ବିନାଶିନୀ ଶିଷ୍ଟ ପାଳି ଥାଉ ପରାଭବ ଦୃଷ୍ଟେ ଦେଇ।। 1 କଳିକାଳ ଏହି ଘୋର ବିପର୍ଯ୍ୟୟ ବିପଥଗାମିନୀ ଜନ ଇନ୍ଦ୍ର ଚନ୍ଦ୍ର କିଛି