କବିତାପ୍ରେସ ସ୍ଵାଧୀନତା ଦିବସsatya26th April 20192nd May 2019 by satya26th April 20192nd May 20190672 ପ୍ରେସ ସ୍ଵାଧୀନତା ଦିବସରେ ଆମେ ଶ୍ରଦ୍ଧାଞ୍ଜଳି ତୁମେ ଢାଳେ ଯେଉଁ ସମ୍ବାଦିକ ଜୀବନ ଦେଇଛି ସତ୍ୟାନୁସନ୍ଧାନ ମୂଳେ।। 1 ତୁମର ବୀରତ୍ୱ ସାହାସିକ ପଣେ ଆମେ ପ୍ରଭାବିତ ହୁଏ ନ ଡରି ନ ଦବି
କବିତାଆବିଷ୍କାର ସୁରକ୍ଷା ଆଇନ୍satya26th April 2019 by satya26th April 20190805 ଆବିଷ୍କାର ସୁରକ୍ଷାPatent protection By ସତ୍ୟ ପ୍ରକାଶ —————————————- ବୌଦ୍ଧିକ ସମ୍ପଦ ଅତି ମୂଲ୍ୟବାନ୍ ଅର୍ଥ ଦେଇ କେହି କିଣେ ପୃଷ୍ଟପୋଷାକତା କରି ଧନୀ ଜନ ଅଚିରେ ସବୁ ସେ ଯିଣେ ।।1 ଜ୍ଞାନର
କବିତାମେ ଦିବସsatya26th April 2019 by satya26th April 20190826 ମେ ଦିବସ —by ସତ୍ୟ ପ୍ରକାଶ ହରତାଳ ଆମ ନ୍ୟାର୍ଯ୍ୟ ଅଧିକାର ମିଳୁ ସବେତନ ଛୁଟି ନିର୍ଘଣ୍ଟ ହେଉ ସେ ସମୟ ଅବଧି ଆଠ ଘଣ୍ଟା ଆମ ଡ୍ୟୁଟି।। 1 ଦିଅ ସର୍ବ ନିମ୍ନ୍
କବିତାଶ୍ରମିକ ଦିବସsatya26th April 2019 by satya26th April 20190785 ଶ୍ରମିକ ଦିବସ —–by ସତ୍ୟ ପ୍ରକାଶ ଶ୍ରମିକ ଦିବସେ ଶ୍ରମିକର ଲାଗି ନେତାଙ୍କ ଭାଳେଣି ପଡ଼େ ସଭାରେ କହନ୍ତି ବଡ଼ କଥା ହେଲେ ଶ୍ରମିକର ମୁଣ୍ଡ ଗଡେ।। 1 କିଏ ସେ ଦରଦୀ ପାରୁନି
କବିତାଆୟୁଷ୍ମାନ ଭାରତ ଦିବସsatya24th April 2019 by satya24th April 20190625 ଆଜି ପରା ଦିନେ ଆସ ଆମେ ନେବା ଜନ ହିତ କାର୍ଯ୍ୟକ୍ରମ ସରକାରୀ ଅବା ଘରୋଇ ଚିକିତ୍ସା ଯୋଗାଇ ଦେବାର କାମ।। 1 ଆର୍ଥିକ କ୍ଷେତ୍ରରେ ଅନଗ୍ରସରଙ୍କୁ ଚିକିତ୍ସାର ସେବା ଦେବା ରୋଗ କୂପେ
କବିତାପୃଥିବୀ ପଶୁ ଦିବସsatya24th April 201927th April 2019 by satya24th April 201927th April 20190666 ପଶୁ ଧନ ଆମ ଜାତୀୟ ସମ୍ପଦ ପଶୁ ଚିନ୍ତା ତେଣୁ ଘାରେ ପଶୁ ବିନା ହେବ ଜାତୀୟ ସମ୍ପଦ ବିନଷ୍ଟ ଅକାରଣରେ।। 1 ପଶୁ ଡାକ୍ତରଖାନା ତହୁଁ ଶ୍ରେୟସ୍କର ଚିକିତ୍ସା ଯୋଗାଇ ଦେବା ପରିବେଶ
କବିତାପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସsatya24th April 2019 by satya24th April 20190695 କର୍ମଜୀବୀମାନେ କର୍ମ କ୍ଷେତ୍ରେ ପରା ଭୋଗନ୍ତି ଦୁର୍ଦଶା କେତେ କିଏ ବା ବୁଝେ ସେ ଦୁଃଖୀ ଜନଙ୍କର ଦୁଃଖ ପରିମାଣ ଏତେ।।1 କର୍ମ ଅଧିପତି କର୍ମ ଦେଲେ ଖାଲି ଚଳିବନି ବାବୁ ଏଠି ଧନ
କବିତାଆନ୍ତର୍ଜାତୀୟ ବୌଦ୍ଧିକ ସମ୍ପଦ ଦିବସsatya24th April 201924th April 2019 by satya24th April 201924th April 20190670 ବୌଦ୍ଧିକ ସମ୍ପଦ ସୁରକ୍ଷା କାରଣ ଭାଳେଣି ପଡ଼ିଛି ଆଜି ଚୋରେଇ ନେଉଛି କିଏ କା ସମ୍ପତି ହିସାବ ଦେଉନି ପାଜି।। 1 ଏ ସବୁ କ୍ଷେତ୍ରରେ ଫେସ୍ ବୁକ୍ ପାଲା କରୁଛି ଜଘନ୍ଯ କାଣ୍ଡ
କବିତାଜାତୀୟ ପଞ୍ଚାୟତିରାଜ ଦିବସsatya24th April 2019 by satya24th April 20190795 ପଞ୍ଚାୟତ ରାଜ ଜାତୀୟ ଦିବସ ଗଣତନ୍ତ୍ର ବଞ୍ଚି ରହୁ ଜନତାକୁ ମିଳୁ କ୍ଷମତାର ଡୋର ଅସଲରେ ଆମେ କହୁ।। 1 ବାସ୍ତବ କ୍ଷେତ୍ରରେ ଓଲାଟା ହେଲାଣି ମନେ ଉପୁଜାଇ ବାଧା ଜନତାଙ୍କୁ କିଆଁ ମିଳୁନି
କବିତାବିଶ୍ଵ ଧରିତ୍ରୀ ଦିବସsatya22nd April 201922nd April 2019 by satya22nd April 201922nd April 20190806 ଧରିତ୍ରୀ ପୂରଣ କରେ ମାନବର ସର୍ବନିମ୍ନ ଆବଶ୍ୟକତା ପାରିବନି କିନ୍ତୁ ପୂରଣ କରିଣ ତା’ର ଲୋଭ ଲୋଲୁପତା।।1 ପୃଥିବୀ ସାରା ଯେ ପାଳିତ ହେଉଛି ବିଶ୍ଵ ଧରିତ୍ରୀ ଦିବସ ସକଳ ପ୍ରାଣୀଙ୍କ ସୁରକ୍ଷା ଚିନ୍ତାଟି