କବିତାପ୍ରତିଶ୍ରୁତି ପଡ଼େ ବନ୍ଧାsatya22nd April 2019 by satya22nd April 20190631 ଶୁଣି ଥିଲି ଦିନେ ଅଙ୍ଗୁରର ରସ ଲାଗେ ପରା ଭାରି ମିଠା କିନ୍ତୁ ଏ କି ହେଲା ବିଚିତ୍ର ହୋଇଲା ମୋ ବାଡ଼ି ଅଙ୍ଗୁର ଖଟା।। ଖଟା ଖଟା ବୋଲି ପାଟିରେ ଦେଉନି ଅତିଥି
କବିତାପୁସ୍ତକ ଓ କପି ରାଇଟସ୍ ଦିବସsatya22nd April 2019 by satya22nd April 20190654 ଆଜିର ଆନ୍ତର୍ଜାତୀୟ ପୁସ୍ତକ ଓ କପି ରାଇଟସ୍ ଦିବସରେ ମୋ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭ କାମନା ଓ ଢେର ସାରି ଶୁଭେଛା ।ବନ୍ଧୁଗଣ! ଆପଣମାନେ ନିଶ୍ଚୟ ଜାଣିଥିବେ ଆଜିକା ଦିବସର ଉଦ୍ଦେଶ୍ୟ
କବିତାତୁମ ବିନାsatya19th April 2019 by satya19th April 20190632 ତୁମ ବିନା _____ସତ୍ୟ ପ୍ରକାଶ ସେଠୀ ଜୀବନର ଅର୍ଥ ସତେ କଣ କେହି କେବେ କିଛି ବୁଝି ନାହିଁ ନା ବୁଝିଛି ବୋଲି ସେ ନିଶ୍ଚୁପ ରହିଛି ପଚାରିଲେ ଉତ୍ତର ନାହିଁ।। 1 କାହାକୁ
କବିତାହେ!satya19th April 2019 by satya19th April 20190696 ହେ! —-by ସତ୍ୟ ପ୍ରକାଶ ସେଠୀ ଦେଖିଛି ମଣିଷ ଦେଖିଛି ଦୁନିଆ ହେଲେ ଦେଖି ନାହିଁ ଏତେ ତୁମ ପରି ଗୋଟେ ନିଆରା ମଣିଷ କେମିତି ମିଳିବ ମୋତେ।। 1 ତୁମକୁ ପାଇ ମୁଁ
କବିତାହେ ଆସୁନ! ଆସ!!satya19th April 2019 by satya19th April 20190732 ହେ! ଆସୁନ ଆସ ____by ସତ୍ୟ ପ୍ରକାଶ ସେଠୀ ଆସୁନ ବୋଲିତ ଡାକୁଛି ଶତତଃ ହାତ ଠାରି ଡାକେ କେହି ପ୍ରତାରଣା କର ପ୍ରତ୍ୟାଖ୍ୟାନ ପୁଣି ପାରୁନି ଯେ ଆଉ ସହି।। ମୁଁ ପରା
କବିତାଉତ୍କଳ ଦିବସsatya31st March 2019 by satya31st March 20192 1467 ଉତ୍କଳ ଦିବସ —–by ସତ୍ୟ ପ୍ରକାଶ ସେଠୀ ଏପ୍ରିଲ୍ ପହିଲା ଓଡ଼ିଶା ପାଇଲା ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ସେଦିନଟି ଥିଲା ଉଣେଇଶି ଶହ ଛତିଶ ମସିହା ପରା।। 1 ଭାଷା ଭିତ୍ତିକ ପ୍ରଦେଶ ଗଠନ
କବିତାପ୍ରେମ ପାଠ ଦୁଇଟି ଅକ୍ଷରsatya29th March 2019 by satya29th March 20190698 ପ୍ରେମ ପାଠ —-by ସତ୍ୟ ପ୍ରକାଶ ପ୍ରେମ ପାଠ ବୋଲି ଦୁଇଟି ଅକ୍ଷର ଗୋଟିଏ ହେଲାନି ଶିକ୍ଷା ମୂରୁଖ ପହ୍ଲରେ ମୂରୁଖ ମୁଁ ହେଲି କାହାଠୁଁ ନେବି ଯେ ଦିକ୍ଷା।। 1 ଜୀବନ ଯୌବନେ
କବିତାକେଉଁଠି ଖୋଜିବି ତୋତେsatya29th March 201931st March 2019 by satya29th March 201931st March 20194 852 କେଉଁଠି ଖୋଜିବି ତୋତେ ———–by ସତ୍ୟ ପ୍ରକାଶ ହେ ଈଶ୍ଵର ତୁମେ ପରା ଦୟାନନ୍ଦ ସବୁରି ମୂଳ କାରଣ କାହିଁକି ଏମିତି ହୁଅ ନିଷ୍କରୁଣ ଯାଉ ନାହିଁ ମୋ କଷଣ।। 1 ଦୁଃଖ ଯାତନା
Uncategorised କବିତାଉପଗ୍ରହ ବିଧ୍ଵଂସୀ ଯନ୍ତ୍ରsatya29th March 2019 by satya29th March 20190634 ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର —–by ସତ୍ୟ ପ୍ରକାଶ ସେଠୀ ମହାକାଶେ ଶକ୍ତି ବୃଦ୍ଧି ଯେ ହୋଇଲା ଭାରତ ଗୌରବାନ୍ୱିତ ବୈଜ୍ଞାନିକ ଆମ କଲେ ଉଦ୍ଭାବନ ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର।। 1 ସାରା ବିଶ୍ୱେ ଆଜି
କବିତାକେହି ଦେଲେ ନାହିଁ ମୂଲsatya27th March 201927th March 2019 by satya27th March 201927th March 20190664 ଜୀବନ ତମାମ କେତେ ଯେ ଖଟିଲି କେହି ଦେଲେ ନାହିଁ ମୂଲ ନିଜର ବୋଲିଣ ଯାହାକୁ ମଣିଲି ସବୁ କି ଦୂରେଇ ଗଲ।। 1 ଏବେ ବୟସର ଅପରାହ୍ଣରେ କେଉଁଠି ଥାପିବି ମୁଣ୍ଡ ଦୂର