କବିତାବନ୍ଧୁ bandhusatya30th September 201830th September 2018 by satya30th September 201830th September 201801898 ମୁଁ କାଁ ଭଲପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ଵକୁ ତା’ର ଆନ୍ତରିକପୂର୍ଣ୍ଣ ଅନ୍ତରୀଣ ଭାବ ସତ୍ତାକୁ ତା’ର ମନଖୋଲା ମିଠା ସିଠା କେଇପଦ କଥାକୁ ଦୁଃଖ ବା ସୁଖରେ ତା’ ସହ ବ୍ୟୟିତ ମୁହୂର୍ତ୍ତକୁ
କବିତାନବରାତ୍ରି ଓ ନବ ମାତା ପୂଜନ nabaratrisatya28th September 201830th September 2018 by satya28th September 201830th September 20182 2385 ଦୁର୍ଗତିନାଶିନୀ ଜଗତଜନନୀ ବିଶ୍ୱେଶ୍ୱରୀ ପରା ମାଆ ଯେବେ କଳିକାଳ ଘୋର ଉପସ୍ଥିତ ବିପଦୁ ଉଦ୍ଧାରୁ ଥାଆ। ।1 ନବମୀ ପୂଜାରେ ନବ ମାତା ପୂଜା କରେ ଶକ୍ତି ଆରାଧନା ଗୋଟି ଗୋଟି କରି ସେ
କବିତାଗୁରୁଜୀ gurujisatya22nd September 2018 by satya22nd September 20180806 ଗୁରୁଜୀଙ୍କ ଠାରୁ ବେତ ମାଡ଼ ଖାଇ ସିଧା ହୋଇଥିବା ଆମେ ଯେତେ ଶିଷ୍ୟଗଣ ସବୁ ଦେବା ଯୋଗ ବିଦାୟ ଉତ୍ସବ ବେଳେ।। 1 ଆମକୁ ଦେଖିଣ ନିଶ୍ଚୟେ ଯିବଟି ଦୁଃଖ ତାଙ୍କ ଟିକେ ଟଳି
କବିତାଆଖଣ୍ଡଳମଣିsatya20th September 201830th September 2018 by satya20th September 201830th September 201801267 ଆହେ ଭୋଳା ବାବା ଆଖଣ୍ଡଳମଣି ଅଧୀଶ୍ୱର ଆରଡ଼ିର ତୁମ ଉପାଖ୍ୟାନ କେଡ଼େ ଯେ ମହାନ କେମିତି କହିବି ଡର ।। 1 ତୁମେ ବିରାଜିତ ଆରଡ଼ି ଗ୍ରାମରେ ବୈତରଣୀ ନଦୀ କୂଳେ ଏଥୁଁ ତିନି
କବିତାଘଟଗାଁ ତାରିଣୀsatya18th September 201819th September 2018 by satya18th September 201819th September 201801299 ଇତିହାସ ସାକ୍ଷୀ ଘଟଗାଁ ତାରିଣୀ ଯେ ଚଉଦ ଶହ ଅଶୀ ସ୍ଥାପିତ ହୋଇଲେ ଇଚ୍ଛାମୟୀ ମାଆ ଏକାନ୍ତେ ଜଙ୍ଗଲେ ପଶି ।। 1 କାଞ୍ଚି ଅଭିଯାନେ ପୁରୀ ଗଜପତି ସେ ପୁରୁଷୋତ୍ତମ ଦେବ କେଉଁଝର
କବିତାନିଗୂଢ ରହସ୍ୟsatya18th September 201819th September 2018 by satya18th September 201819th September 20181898 ଏହି ମହାକାଳ ସମୁଦ୍ର ବକ୍ଷରେ ଜୀବନ ତରୀ ମୁଁ ବାହି ସବୁ ଅନୁଭୂତି ଅନୁଭବ ହେଲା ବ୍ୟକ୍ତ ବା ଅବ୍ୟକ୍ତ କିଛି।। 1 ଏଠି ଉତ୍ସର୍ଗୀକୃତ ଚରିତ୍ର ପରା ସେ ଦଣ୍ଡ ଭୋଗାଭୋଗ କରେ
କବିତାକାକଟପୁର ବାସିନୀsatya18th September 2018 by satya18th September 201801567 କାକଟପୁରେ ମା’ ମଙ୍ଗଳା ମନ୍ଦିର ପଞ୍ଚଦଶ ଶତାବ୍ଦୀର ଯାହା ଉତ୍କଳୀୟ ଐତିହ୍ୟ ସମ୍ପନ୍ନ ପ୍ରାଚୀନ ଚାରୁ ଭାସ୍କର୍ଯ୍ଯ।। 1 ତୁମେ ବୌଦ୍ଧ ତାରା ହିନ୍ଦୁ ଶକ୍ତି ରୂପା ତୁମକୁ ସ୍ଥାପନା କରେ ଭକତ ଚରଣ
କବିତାହଂସାରୂଢ ଆହେ ବିଶ୍ୱକର୍ମାsatya17th September 2018 by satya17th September 201801448 ଅଦିତି ଗର୍ଭସ୍ଥ କଶ୍ୟପ ଔରସୁ ହେଲ ପରା ତୁମେ ଜାତ କଳା ଭାସ୍କର୍ଯ୍ଯ ଶିଳ୍ପରେ ନିପୁଣ ତୁମେ ଅଟ କାରିଗର।। 1 କେତେ ଯେ ସହର କେତେ ଯେ ପ୍ରାସାଦ ଦେବତାଙ୍କ ପାଇଁ ଗଢ
କବିତାବିଘ୍ନନାଶକ ମହାବିନାୟକsatya13th September 201813th September 2018 by satya13th September 201813th September 20183 1589 ଜୟ ବିଦ୍ୟାଦାତା ଗଣପତି ବାବା ବିଦ୍ୟାର ଭଣ୍ଡାର ତୁମେ ପେଟଟା ଥନ୍ତଲା ବୋଲି ତ ଭୋକରା ବୁଦ୍ଧି କିନ୍ତୁ ଥାଏ ବାଟେ।। 1 ଏଡ଼େ ଅବାଗିଆ ମୁହଁଟା ହେଲେ ହେଁ ବିଦ୍ୟା ବୁଦ୍ଧି ସବୁ
କବିତାଏଡ଼େ ଦାମ୍ଭିକତାsatya12th September 201813th September 2018 by satya12th September 201813th September 20185 1008 ଏଡ଼େ ଦାମ୍ଭିକତା ବଡ଼ ପଣିଆଟି କେମିତି ପାଟିରୁ ଝଡ଼େ କେଉଁ ବଡ଼ ପଣେ ଏଡ଼େ ବଡ଼ କଥା ନ ଆଣି ସଂଶୟ କହେ।। 1 ତୁମେ କି ଉପରେ ସବୁରି ଉପରେ କାହାରିକୁ ଡର