Uncategorisedପ୍ରଣବଦାsatya4th September 20204th September 2020 by satya4th September 20204th September 20200444 ପ୍ରଣବ ମୂଖାର୍ଜୀBy ସତ୍ୟ ପ୍ରକାଶ ସେଠୀପ୍ରଣବ ମୂଖାର୍ଜୀ ଥିଲେ ପୁର୍ବତନଭାରତର ରାଷ୍ଟ୍ରପତିବିଚକ୍ଷଣ ବୁଦ୍ଧି ବଳିଷ୍ଠ ବ୍ୟକ୍ତିତ୍ଵଅତି ପ୍ରତ୍ୟୁତ୍ପନ ମତି।।ହଠାତ୍ ଦେହାନ୍ତ ଖବର ଦୁଃଖଦଦେଶକୁ ଶକତ ଧକ୍କାଭଗବାନ ଲୀଳା ସ୍ରୁଷ୍ଟି ସଂରଚନାଅଦୃଷ୍ଟ ହାତରେ ବନ୍ଧା।।ପ୍ରଣବ ମୂଖାର୍ଜୀ
Uncategorisedଖାଦ୍ୟ ଦିବସsatya4th September 20204th September 2020 by satya4th September 20204th September 20200433 ଖାଦ୍ୟ ସୁରକ୍ଷା ଦିବସBy ସତ୍ୟ ପ୍ରକାଶ ସେଠୀଜାଣିଛ କି ବନ୍ଧୁ ଏକ ତୃତୀୟାଂଶଖାଦ୍ୟ ପଦାର୍ଥ ଯେ ନଷ୍ଟଟିକିଏ ସଚେତ ସଚେତନ ହେଲେପାଇବାନି ଆନ୍ନ କଷ୍ଟ।।କୋଭିଡ କାଳର ମହାମାରୀ ହେତୁଖାଦ୍ୟାଭାବ ଯାଏ ବଢ଼ିହା ଅନ୍ନ ଚିତ୍କାର
Uncategorisedବ୍ଲାକ୍ ଟପ୍satya2nd September 20202nd September 2020 by satya2nd September 20202nd September 20200466 ବ୍ଲାକ୍ ଟପ୍—-by ସତ୍ୟ ପ୍ରକାଶ ସେଠୀଚାଇନା ସାଙ୍ଗକୁ ପାକିସ୍ଥାନ ମିଶିଯୁଦ୍ଧ କରିବାକୁ ମନହେଲେ ଭାରତକୁ ଦେବା ପରାଭବସହଜ ହେବନି ଧନ।।ଚାଇନା ଭାରତ ମୁହାଁମୁହିଁ ଆଜିସୀମାନ୍ତରେ ସୈନ୍ୟ ଦଳବ୍ଲାକ୍ ଟପ୍ କଲା କବଜା ଭାରତଦେଖାଇଲା ନିଜ
Uncategorisedଶାନ୍ତିsatya31st August 202031st August 2020 by satya31st August 202031st August 20200497 ଶାନ୍ତି ଦିବସ 21/9By ସତ୍ୟ ପ୍ରକାଶ ସେଠୀଯୁଦ୍ଧ ବିରତିକୁ ଶାନ୍ତି ଓ ଅହିଁସାଆହ୍ଵାନ ଜାତି ସଂଘରଆଜିର ଏ ବିଶ୍ଵ ଶାନ୍ତି ଦିବସରେଶାନ୍ତି ପାଇଁ ଦିଅ କର।।ଆହେ ବିଶ୍ଵବାସୀ ପରିଜନ ବର୍ଗଶାନ୍ତି ବିନା ନାହିଁ ଗତିଶାନ୍ତିରେ
Uncategorisedଓଜନ ସ୍ତରsatya31st August 202031st August 2020 by satya31st August 202031st August 20200494 ଓଜନ ସ୍ତରBy ସତ୍ୟ ପ୍ରକାଶ ସେଠୀମୋଣ୍ଟରିଲ ଚୁକ୍ତି ଅନୁଯାୟୀ ପରାଆରୋଗ୍ୟ(heal) କରିବା ଆମେଓଜନ ସ୍ତର ଯେ କମୁଥିଲା ବେଳେପ୍ରତିକାର କଥା ଯମେ।।ବାୟୁ ମଣ୍ଡଳରେ ମୁଖ୍ୟ ବୈଭବ ଯେଓଜନ ସ୍ତରଟି ଜାଣେଯାହାର ସୁରକ୍ଷା ହୋଇ ନପାରିଲେବିପଦ
Uncategorisedଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସsatya31st August 202031st August 2020 by satya31st August 202031st August 20200453 ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସBy ସତ୍ୟ ପ୍ରକାଶ ସେଠୀଗଣତନ୍ତ୍ର ରାଷ୍ଟ୍ର ଜନ ହିତକରଯେଉଁଠି ଗଣଙ୍କ କଥାଗୁରୁତ୍ୱପୂର୍ଣ୍ଣଟି ସର୍ବାଗ୍ରେ ଯେ ଗଣ୍ଯସରକାର ବୁଝେ ବ୍ୟଥା।।ନୁହଁଇ ଏହା ଯେ ଆଧୁନିକ ସ୍ରୁଷ୍ଟିବେଦର ବିଚାରଧାରାସଭା ଓ ସମିତି ବେଦ ଶବ୍ଦ
Uncategorisedହିନ୍ଦୀ ଦିବସsatya31st August 202031st August 2020 by satya31st August 202031st August 20200468 ହିନ୍ଦୀ ଦିବସ-14.septBy ସତ୍ୟ ପ୍ରକାଶ ସେଠୀହିନ୍ଦୀ ଭାରତର ଲୋକ ପ୍ରିୟ ଭାଷାକହନ୍ତି ଯେ ବଡ଼ କିଷାସମ୍ବିଧାନ ଦ୍ଵାରା ମାନ୍ୟତା ପାଇଣହିନ୍ଦୀ ହେଲା ରାଷ୍ଟ୍ର ଭାଷା। ।ଦେବନାଗରୀର ଲିପିରେ ଲିଖିତସମୃଦ୍ଧ ତା’ର ସାହିତ୍ୟଭାଷା ଜାତି ଧର୍ମ
Uncategorisedପ୍ରାଥମିକ ଚିକିତ୍ସାsatya31st August 202031st August 2020 by satya31st August 202031st August 20200431 ପ୍ରାଥମିକ ଚିକିତ୍ସାFirst Aid Day 14 SeptBy ସତ୍ୟ ପ୍ରକାଶ ସେଠୀଆନ୍ତର୍ଜାତିୟ ପ୍ରାଥମିକ ଚିକିତ୍ସାଦିବସ ପାଳିତ ହୁଏସେପ୍ଟେମ୍ବର୍ ମାସ ଚଉଦ ତାରିଖଉପଯୁକ୍ତ ମନେ ହୁଏ।।ରୋଗ ପାଇଁ ସଦା ଡାକ୍ତର ପାଖକୁଯିବା କି ସମ୍ଭବପରଡାକ୍ତରଖାନାକୁ ସଦା
Uncategorisedଭି. ଜେ. ଡେsatya29th August 202029th August 2020 by satya29th August 202029th August 20200410 ଭି. ଜେ. ଡେ-2nd Septଆଜିର ଏ ଦିନେ ଜାପାନ ହାରିଲାଯୁଦ୍ଧର ସମାପ୍ତି ହେଲାମିଶୋରୀ ପ୍ରାନ୍ତରେ ଆମେରିକା ଠାରେଆତ୍ମ ସମର୍ପଣ କଲା ।।ଛୋଟିଆ ବାଳକ (Little boy) ବିସ୍ଫୋଟକ ବଡ଼ବିଶ୍ଵ ଗଲା ତାକୁ ଡରିହେଲେ ସେ
Uncategorisedଦାନ ପୁଣ୍ଯsatya29th August 202029th August 2020 by satya29th August 202029th August 20200455 ଦାନ ପୁଣ୍ୟCharity day 5th SeptBy ସତ୍ୟ ପ୍ରକାଶ ସେଠୀଦାନ ଠାରୁ ପୁଣ୍ଯ କର୍ମ ନାହିଁ କିଛିଦାନର ମହତ୍ତ୍ୱ ପରାରୁଗ୍ ବେଦ ଠାରୁ ପୁରାଣ ଗ୍ରନ୍ଥରେରହିଛି ବର୍ଣ୍ଣନା ଭରା।।ନଥିଲା ବାଲାକୁ ସାହାଯ୍ୟ କରିବାମନୋବୃତ୍ତି ଥିଲେ