Tag : kabi
ମୋ ଗାଁ ତମାଳ ବନ mo gaon tamal ban
କୃଷ୍ଣଚୂଡ଼ା ମଲ୍ଲି ମାଳତୀ ପଳାଶ ଘେରା ମୋ ଗାଆଁ ଉଦ୍ୟାନ ଭାରି ମନଲୋଭା ଦୀପ୍ତିମୟୀ କାନ୍ତି ମୋ ଗାଆଁ ତମାଳ ବନ।। 1 ସେଠି ବର ଲିମ୍ବ ଡାଳ ନଇଁ ପଡ଼େ ମାଟି ଉପରକୁ
ଅହରହ ହଁ ନା ସ୍ଥିତି
ଭଗବାନଙ୍କର ସ୍ଥିତିକୁ ତ ନେଇ ଅହରହ ହଁ ନା ସ୍ଥିତି ମନରେ ଆଶଙ୍କା ଶଙ୍କା ଉପୁଜଇ ହୁଏ ନାହିଁ ସ୍ଥିର ମତି।। 1 ମୁଁ ବି ସେଇ ପଥେ ପଥିକଟେ ସାଜି ଖୋଜିଛି କେଣେ