ପ୍ରବନ୍ଧନିର୍ଘାତ ନିର୍ଘୋସsatya30th August 201830th August 2018 by satya30th August 201830th August 201801550 ନିଶା ଓ ପେଶା :- ମଣିଷ ଜୀବନରେ ଅନେକ ସଂଘାତ ଓ ସଂଘର୍ଷ। ମୋ ଜୀବନ ମଧ୍ୟ ସଂଘର୍ଷପୂର୍ଣ୍ଣ। ମୋ ଗାଁ ପାଠ ପଢ଼ା ପର୍ଯ୍ୟନ୍ତ ମୁଁ ବେଶ୍ ଖୁସି ଥିଲି। ହସି ଖେଳି
Bookଆତ୍ମ ଜୀବନୀ Auto biographysatya27th August 201812th October 2018 by satya27th August 201812th October 20183 4266 ବ୍ଯକ୍ତିଗତ ତଥ୍ୟ ସବିଶେଷ : ନାମ – :ସତ୍ୟ ପ୍ରକାଶ ସେଠୀ ଡାକ ନାଁ – :ବାବୁଲା ଠିକଣା – :ସା – ରାଣୀପଡ଼ା, ପୋ – ତରାଗୋ, ଜି-ଭଦ୍ରକ ଥାନା /ତହସିଲ୍ /ଉପଖଣ୍ଡ
କବିତାକରିଦେ ଲାଘବsatya27th August 201827th August 2018 by satya27th August 201827th August 20180886 ଜୀବନ ତମାମ କେତେ ଯେ କଷଣ ସବୁ ପରା ସେ ସହିଛି କାହାକୁ ଦେଇନି ଦୁଃଖ ମୁଁ କହିନି ସୁଖ ବାଣ୍ଟି ଯେ ଥକିଛି।। 1 ତଥାପି ମେଣ୍ଟିନି ମୋଠୁଁ ପ୍ରାପ୍ତି ଆଶା ପଳ ପଳ
କବିତାମନ କାତିsatya27th August 201827th August 2018 by satya27th August 201827th August 20180657 ତୋ ପଦାରବିନ୍ଦେ ମୁଁ ପରା ଶରଣାଗତ ମୋର କାହିଁ ଚିନ୍ତା ଏତେ ତୋର ଯେଣେ ଇଚ୍ଛା ତେଣେ ନେଉ ଭିଡ଼ି ନାହିଁ ମନା ମୋର ତୋତେ।। 1 ତୁ ପରା ଭକତ ରଙ୍କ ଭାଗବାନ
କବିତାକୃତଜ୍ଞତାsatya25th August 201825th August 2018 by satya25th August 201825th August 201801147 କୃତଜ୍ଞଟି ମୁହିଁ ପିତାମାତା ପାଇଁ ଯତ୍ନଶୀଳ ହେବା ଶିଖି ତାଙ୍କ ହାତ ଧରି ଚାଲଇ ଯେ ବାଟ ପାରୁନି ସେ ରୁଣ ସୁଝି।। 1 କୃତଜ୍ଞଟି ମୁହିଁ ସାଧୁ ସନ୍ଥ ପ୍ରତି ଉଦାସୀନ ଯା’ର
ଗଳ୍ପନୀଳିମାsatya25th August 201825th August 2018 by satya25th August 201825th August 201801069 ସେଦିନ ନୀଳମା ସ୍କୁଲ ଅଫିସରେ ବସିଥାଏ । ଚୁପ୍ ଚାପ୍ ଖାତା ଦେଖାରେ ମଜ୍ଜି ଯାଇଥାଏ । ପ୍ରବନ୍ଧ ପ୍ରତିଯୋଗିତା ହୋଇଥାଏ । ପିଲାଏ ଲେଖିଥାନ୍ତି ସନ୍ଦର୍ଭ- “ଯୌତୁକ ଏକ ଅପରାଧ” । ଖାତା
କବିତାଗାଁ ମାମଲତକାରsatya25th August 201825th August 2018 by satya25th August 201825th August 20180797 ଆମ ଗାଁ ମାମଲତକାର ଟିକେ ଧୋବଧୋବଲିଆ ପଇସା ଚୋର ବାଡ଼ି କଖରୁକୁ ଅନିସା ତା’ର ଟଙ୍କା ଶହେକେ ମୁଣ୍ଡ ବିକ୍ରି ହୁଏ ଅଣ୍ଟା ଚାରିପଟେ ଟଙ୍କା ନଥିଲେ ଗରୀବ ବାପୁଡ଼ା ବୁଡ଼ିକି ମରେ କଳାକୁ
କବିତାପ୍ରୟାସsatya25th August 201825th August 2018 by satya25th August 201825th August 20180658 ଅନେକ ପ୍ରତିଭାଧର ବ୍ୟକ୍ତି ଇତିହାସ ସମୁଦ୍ରେ ଝାସିକି ନିସ୍ତରଙ୍ଗେ ତରଙ୍ଗ ଯେ ତୋଳି ଜାଳିଛନ୍ତି ବିଦ୍ରୋହର ବହ୍ନି ହେଲେ କ୍ଷଣକେ ଢେଉ ଉଠାଇ ସବୁଦ୍ର ପାଣିଟା ସହ ପୁଣି ଯାଇଛନ୍ତି ସମତୁଲ ହୋଇ ।
କବିତାପ୍ଲାନେଡ଼ ଭିଲେଜ୍satya25th August 201825th August 2018 by satya25th August 201825th August 20180689 ଯେଉଁଠି ଶତାଂଶ ଅଶି ଭାଗ ଲୋକେ ଅଶିକ୍ଷା, ତିତିକ୍ଷା ଅନ୍ଧକାରେ ରହେ ସେ ଗାଁ ପରିମଳ ନିର୍ମଳ ନ ହେଲେ ଦେଶର ପ୍ରଗତୀ କି ଆଉ ସମ୍ଭବ? ବୁଭୂକ୍ଷା ଜନିତ ହତାଶାରେ ଆମେ ସଢେ
କବିତାଶାନ୍ତିର ଠିକଣାsatya25th August 201825th August 2018 by satya25th August 201825th August 20180643 ଅଶାନ୍ତି ଯେ ଆଜି ଘରେ ଘରେ ଶାନ୍ତି ବୋଲିଣ ଅଛି କି କିଛି? ହେଲେ ଶାନ୍ତି ଖୋଜି ଖୋଜି ଅଧେ ଖଣ୍ଡେ ହେଲେଣି ନୟାନ୍ତ କିଏ ଶାନ୍ତି କେଉଁଠି ତା’ଘର ପାଇଛି କି କେହି